କଟକ ଭିଡ଼ିଓ ଗ୍ୟାଙ୍ଗ: ‘ଖୁସିରେ ଭିଡ଼ିଓ କରୁ କରୁ ଥାନାରେ ଖୁସି ବାହାରିଗଲା’, ପୋଲିସ ଧରିବା ପରେ ଦେଖନ୍ତୁ ଝିଅଟି କଣ କହୁଛି, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜ-ଡି-ତ ଅଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରନ୍ତି ଏହା ସହିତ ଲୋକମାନେ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ନିଜ ମନୋରଞ୍ଜନ ମଧ୍ୟ କରିପାରନ୍ତି । ସୋ-ସି-ଆ-ଲ ମି-ଡି-ଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଥିରେ ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ ।

ତେଣୁ ଆଜିକାଲି କମ ବର୍ଷର ଯୁବ ପିଢୀ ମାନେ ଫେମସ ହେବା ପାଇଁ ସୋ-ସି-ଆ-ଲ ମି-ଡି-ଆ-ର ଖୁବ ବ୍ୟବହାର କରୁଛନ୍ତି । ଗତ କିଛି ସମୟ ହେବ ଏକ ଖବର ସାମ୍ନାକୁ ଆସିଛି । ସୋ-ସି-ଆ-ଲ ମି-ଡି-ଆ କିଛି ଛାତ୍ର ଛାତ୍ରୀଙ୍କ ଉପରେ ଭାରି ପଡି ଯାଇଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଏକ କଲେଜ ଛାତ୍ରୀ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ପାଇଁ ଥା-ନା-ର ଦ୍ଵାରସ୍ଥ ହୋଇଛନ୍ତି । ଛାତ୍ରୀ ଜଣକ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ଅପଲୋଡ କରିଥିଲେ ଯେଉଁଥିରେ ସେ ବ-ନ୍ଧୁ-କ ଧରି ଷ୍ଟାଇଲ ମା-ରୁ-ଥି-ଲେ । ଏପରି ଭିଡିଓ ସମାଜ ଉପରେ ଖରାପ ପ୍ରଭାବ ପକାଇଥାଏ ତେଣୁ ଛାତ୍ରୀଙ୍କୁ ଥାନାର ଦ୍ଵାରସ୍ତ ହେବାକୁ ପଡିଛି । ଛାତ୍ରୀଙ୍କ ମତରେ-ଆମର ଗୋଟେ ଗ୍ରୁପ ଅଛି ଯାହାର ନାମ ହେଉଛି ପବ୍ଲିକ ଷଣ୍ଢ ।

କଲେଜର ଦୁଇଟି ଗ୍ରୁପ ଅଛି ଆମ୍ବାନୀ ଆବାକୁ ପବ୍ଲିକ ଷଣ୍ଢ । ଆମେ ତ ବ-ନ୍ଧୁ-କ ଧରିଲୁ ସେମାନେ ଖ-ଣ୍ଡା ଧ-ରୁ-ଛ-ନ୍ତି । ସେମାନଙ୍କ ପାଇଁ ଆଜି ଆମେ ଥା-ନା-କୁ ଆସିଲୁ ଆମେ ଯେମିତି ଆସିଲୁ ତାଙ୍କୁ ବି ଧ-ର-ନ୍ତୁ’ । ଆଗକୁ ଛାତ୍ରୀ କହିଛନ୍ତି- ‘ମୋର କିଛି ଭୁଲ ନାହିଁ ସେ ସାନ ଭାଇ ଜଣେ ମୋତେ ଭିଡିଓ କରିବା ପାଇଁ ଡାକି ଥିଲା ।

ଆମ ପାଖରେ ଡୁ-ପ୍ଳି-କେ-ଟ ବ-ନ୍ଧୁ-କ ଥିଲା ହେଲେ ସେମାନଙ୍କ ପାଖରେ ଅସଲି ଖ-ଣ୍ଡା ଅଛି ତେଣୁ ସେମାନଙ୍କୁ ବି ଥା-ନା ଆସିବା ଦରକାର । ଆମେ ଗୋଟେ ଖୁସି ପାଇଁ ଭିଡିଓ କରିଥିଲୁ ହେଲେ ଥା-ନାରେ ଆମ ଖୁସି ବାହାରି ଗଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *