‘ମୋ ଭଣଜା ଖଣ୍ଡା ଧରି ଭିଡିଓ କରୁଥିଲା’ ଶୁଣନ୍ତୁ ମାରଣାସ୍ତ୍ର ଧରି ଭିଡିଓ କରି ଭାଇରାଲ କରୁଥିବା ଯୁବକର ସଂପର୍କୀୟ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବର୍ତ୍ତମାନ ଦୁନିଆ ବଦଳି ଯାଇଛି । ଆଗରୁ ଛାତ୍ର ଛାତ୍ରୀ ମାନେ ଶାଠରେ କମ ଓ ପାଠରେ ଅଧିକ ଧ୍ୟାନ ଦେଉଥିଲେ ହେଲେ ବର୍ତ୍ତମାନର ସମୟରେ ଛାତ୍ର ଛାତ୍ରୀ ମାନେ କିଛି କ୍ଷଣକ ସୁଖ ପାଇଁ ନିଜ ଲାଇଫ ବ-ର-ବା-ଦ କରି ଦେଉଛନ୍ତି । ସୋ-ସି-ଆ-ଲ ମି-ଡି-ଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଥିରେ ଉଭୟ ପୁଅ ଝିଅ ମାନେ ସର୍ଟ ଭିଡିଓ ଅ-ପ-ଲୋ-ଡ କରି ଫେମସ ହେବା ପାଇଁ ଇଛା କରିଥାନ୍ତି ।

ବର୍ତ୍ତମାନ ଆସୁଥିବା ଖବର ଅନୁଯାଇ କିଛି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଭିଡିଓ ଭାରି ପଡି ଯାଇଛି । କଟକର ଏକ କଲେଜର ଦୁଇଟି ସୋ-ସି-ଆ-ଲ ମି-ଡି-ଆ ଗ୍ରୁପ ଅଛି। ଗୋଟେ ଗ୍ରୁପରେ ବ-ନ୍ଧୁ-କ ଧରି ଭି-ଡି-ଓ କରା ଯାଉଛି ତ ଆଉ ଗୋଟେର ଖ-ଣ୍ଡା ଧ-ରି । ବ-ନ୍ଧୁ-କ ଧରୁ ଥିବା ଗ୍ରୁପକୁ ପୋଲିସ ହି-ଫା-ଜ-ତ-ରେ ନେଇଛି ଓ ବର୍ତ୍ତମାନ ଖ-ଣ୍ଡା ଧରୁଥିବା ଗ୍ରୁପ ଧ-ରା ପଡି ଛନ୍ତି । ଖ-ଣ୍ଡ ଧରି ଭିଡିଓ କରୁଥିବା ଏକ ଛାତ୍ରଙ୍କ ପରିବାର ଲୋକ ଗଣ ମାଧ୍ୟମ ସାମ୍ନାକୁ ଆସି ତା ବିଷୟରେ କହିଛନ୍ତି ।

ଛାତ୍ରଙ୍କ ମାମୁ କହିଛନ୍ତି-‘ଆମେ କିଛି କରି ନାହୁଁ ମୋ ଭଣଜା ଜଣେ ଏହି ଭୁଲ କରିଛନ୍ତି । ସେ ଖ-ଣ୍ଡା ଧରି ଭିଡିଓ କରିଛି ସେଥିପାଇଁ ଆମକୁ ଡକାଇ ଥିଲେ । ସେ ସେହି ଖ-ଣ୍ଡା-କୁ ତାର ସାଙ୍ଗ କାଦୁଆ ପାଖରୁ ଆଣିଛି । ଆମେ ଯେତେବେଳେ ଏହା ବିଷୟରେ ଜାଣିଲୁ ତାକୁ ଖ-ଣ୍ଡା ବିଷୟରେ ପଚାରିଲୁ ବା-ଡି-ଆ ପି-ଟା କରିବା ପରେ ସେ ଖ-ଣ୍ଡା ଆଣି ଦେଲା ବାରି ପଛ ପଟେ ଖ-ଣ୍ଡା ରଖିଥିଲା’ ।

ଛାତ୍ରଙ୍କ ମା କହିଛନ୍ତି- ‘ଆମେ ତ କିଛି ଜାଣି ନାହୁଁ ସେ ସାଙ୍ଗ ସାଥିଙ୍କ ସହ ପ-ଡି ଏମିତି ଭୁଲ କରି ଦେଇଛି । ଯୋବ୍ରାର ଗୋଟେ ପିଲା ତାକୁ ଖ-ଣ୍ଡା ଦେଇଥିଲା । ଖ-ଣ୍ଡା ଦେଲା ପରେ ସେ କୁଆଡେ ଚାଲିଗଲା ପୁଅ ଖ-ଣ୍ଡା-କୁ ରଖି ଭିଡିଓ କରି ଦେଇଛି’ ।

Leave a Reply

Your email address will not be published. Required fields are marked *