ସାମ୍ନାକୁ ଆସିଲା ହସ୍ପିଟାଲରେ ଭର୍ତ୍ତି ଥିବା ରେମୋ ଡିସୌଜାଙ୍କ 3 ଟି ବିବାହ ରହସ୍ୟ, ପତ୍ନୀ ନିଜେ କହିଲେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ସେଲିବ୍ରେଟି ଓ ଷ୍ଟାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଷ୍ଟାର ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛି ସେ ବର୍ତ୍ତମାନ ବହୁତ କଷ୍ଟରେ ଅଛନ୍ତି । ତାଙ୍କୁ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ସମସ୍ତେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ କରୟୋଗ୍ରାଫର ରେମୋ ଡିସୌଜା । ବନ୍ଧୁଗଣ ଆପଣ ମାନେ ସମସ୍ତେ ରେମୋ ଡିସୌଜାଙ୍କୁ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ଗତ ଶୁକ୍ରବାର ଏହା ଖବର ମିଳିଥିଲା ଯେ ରେମୋଙ୍କୁ ହାର୍ଟ ଆଟାକ ହୋଇଛି, ଯାହାଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି କିଛି ସମୟ ପୂର୍ବରୁ ରେମୋଙ୍କ ପତ୍ନୀ ଲେଜେଲ ଏହା ଖବର ଦେଇଛନ୍ତି ଯେ, ରେମୋଙ୍କ ଶରୀରରେ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ସୁଧାର ଆସିଛି ଓ ସେ ଠିକ ଅଛନ୍ତି ।

ବନ୍ଧୁଗଣ ରେମୋଙ୍କ ପତ୍ନୀ ସବୁବେଳେ ରେମୋଙ୍କୁ ସପୋର୍ଟ ଦିଅନ୍ତି । ଏହି କପଲ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି, ବନ୍ଧୁଗଣ ଲିଜେଲ ଓ ରେମୋଙ୍କ ବିବାହକୁ ଆଜିକୁ ୨୧ ବର୍ଷ ପୂରଣ ହୋଇଯାଇଛି ହେଲେ ସେମାନଙ୍କ ପ୍ରେମ ଆଜି ମଧ୍ୟ ପୂର୍ବ ପରି ଅଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ରେମୋ ଓ ଲିଜେଲଙ୍କ ଲଭଷ୍ଟୋରି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ରେମୋ ଓ ଲିଜେଲ ପରସ୍ପର ସହ ବହୁତ ପ୍ରେମ କରନ୍ତି ଓ ସେ ତାଙ୍କ ପ୍ରେମକୁ ପଦର୍ଶନ କରିଛନ୍ତି ଡ୍ୟାନ୍ସ ରିଆଲିଟି ସୋ ‘ଡ୍ୟାନ୍ସପ୍ଲସ’ ସିସନ ୪ରେ । ରେମୋ ନିଜ ପତ୍ନୀ ଲିଜେଲଙ୍କୁ ବହୁତ ଅଧିକ ପ୍ରେମ କରନ୍ତି ଓ ଆଜିର ସମୟରେ ସେ ନିଜ ପତ୍ନୀ ଓ ନିଜର ଦୁଇଟି ପୁଅଙ୍କ ସହ ଏକ ଆଲୀସନ ଘରେ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନେ ଏହା ବିଶ୍ଵାସ କରିବେ ନାହିଁ ଯେ, ରେମୋ ଓ ଲିଜେଲ ପରସ୍ପରକୁ ଏତେ ପ୍ରେମ କରନ୍ତି ଯେ ଆଜିକୁ ସେ ପରସ୍ପର ସହ ୩ ଥର ବିବାହ କରିସାରିଛନ୍ତି । ପ୍ରଥମେ ଏହି ଦୁଇଜଣ ୧୯୯୯ ମସିହାରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ଏହାପରେ ମଧ୍ୟ ଏହି ଦୁଇଜଣ ପୁଣି ଦୁଇଥର ବିବାହ କରିଥିଲେ ।

ସୋସିଆଲ ମିଡିଆରେ ଏମାନଙ୍କ ବିବାହର ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଥିଲା । ରେମୋ ନିଜ ବିବାହକୁ ନେଇ ସବୁବେଳେ ଚର୍ଚାରେ ରୁହନ୍ତି । ଏହି ଦୁଇଜଣ କପଲ ଆଜି ମଧ୍ୟ ପୂର୍ବ ପରି ପରସ୍ପରକୁ ପ୍ରେମ କରନ୍ତି ଓ ବହୁତ ଖୁସିରେ ନିଜର ଜୀବନକୁ ଅତିବାହିତ କରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *