ବାହାଘର ପରେ ଶାଶୁଘରେ ପ୍ରଥମ ଦିନ କେମିତି କାଟିଲେ ଓଡିଆ ସିଙ୍ଗର Dipti Rekha Padhi

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଗତ ଶୁକ୍ରବାର ଦିନ ବିଜିନେସ ମ୍ୟାନ ସୋମ୍ୟ ଙ୍କ ହାତ ଧରିଥିଲେ ସିଙ୍ଗର ଦିପ୍ତିରେଖା । ଓଲିଉଡ ରେ ବହୁତ ସୁପରହିଟ ଗୀତ ଗାଇଥିବା ଏହି ସିଙ୍ଗର ଏବେ ବିବାହ କରି ସାରିଛନ୍ତି । ଆଜି ଆମେ ଜାଣିବା କି ସେ ବିବାହ ପରେ ତାଙ୍କ ଶାଶୁଘରେ କିପରି ଅଛନ୍ତି । ଏଥିପାଇଁ ଏହାକୁ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ ।

ତେବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଓଲିଉଡ ର ଗାୟିକା ଦିପ୍ତିରେଖା ପାଢି । ଅନେକ ଫିଲ୍ମ ରେ ହିଟ ଗୀତ ଦେବା ପରେ ଲୋକଙ୍କ ହୃଦୟକୁ ଜିତିଥିଲେ ଦିପ୍ତିରେଖା । ସେ କିଛି ଧାରାବାହିକ ରେ ମଧ୍ୟ ଲୀଡ ନାୟିକା ଭାବେ ଅଭିନୟ କରି ସାରିଛନ୍ତି । ଦୀପ୍ତି ଖୁବ ସୁନ୍ଦର ଗୀତ ଗାଈ ଲୋକମାନଙ୍କ ହୃଦୟକୁ ଜିତି ସାରିଛନ୍ତି । ତାଙ୍କର ପ୍ରାୟ ସମସ୍ତ ଗୀତ ଗୁଡିକ ଲୋକମାନଙ୍କ ହୃଦୟକୁ ଛୁଇଁ ପାରିଛି ।

ତେବେ ବିଜିନେସ ମ୍ୟାନ ସୋମ୍ୟ ରଞ୍ଜନ ଙ୍କୁ ବିବାହ କରି ସାରିଛନ୍ତି ଦିପ୍ତିରେଖା । ଦୀପ୍ତି ଙ୍କ ବିବାହରେ ଅନେକ ଓଡିଆ କଳାକାର ମଧ୍ୟ ଯୋଗ ଦେଇଥିଲେ ଓ ତାଙ୍କୁ ବୈବାହିକ ଜୀବନର ଶୁଭକାମନା ମଧ୍ୟ ଜଣାଇଥିଲେ ଓ ବାହାଘରରେ ବହୁତ ମଜା ମସ୍ତି ମଧ୍ୟ କରିଥିଲେ ।

ସୋମ୍ୟ ରଞ୍ଜନ ଜଣେ ବିଜିନେସ ମ୍ୟାନ ହୋଇଥିଲା ବେଳେ ଖୋର୍ଦ୍ଧାରେ ତାଙ୍କ ଘର ଅଟେ । ଗତ ଶୁକ୍ରବାର ଦିନ ଦିପ୍ତିରେଖା ସୋମ୍ୟଙ୍କୁ ବିବାହ କରିବା ପରେ ଏବେ ଖୋର୍ଦ୍ଧାରେ ରହୁଛନ୍ତି । ସେ ଏବେ ନିଜ ସ୍ବାମୀଙ୍କ ଘରେ ରହୁଛନ୍ତି । ସେ ତାଙ୍କ ସ୍ବାମୀଙ୍କ ଘରେ ରହି ସେହିଠାରୁ ହିଁ ସେ ନିଜର ସିଙ୍ଗିଙ୍ଗ କ୍ଯାରିୟର ଗଢିବାକୁ ଚେଷ୍ଟା କରିବେ ।

ପ୍ରେମାନନ୍ଦଙ୍କ କମ୍ପୋଜିସନ ରେ ଅନେକ ହିଟ ଗୀତ ଗାଈ ଲୋକମାନଙ୍କ ହୃଦୟକୁ ଜିତଥିବା ଦିପ୍ତିରେଖା ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ଦିପ୍ତିରେଖାଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ ଅଟେ । ଦୀପ୍ତି ସବୁବେଳେ ନିଜର ଇଂଷ୍ଟାଗ୍ରାମ ଆକାଉନ୍ଟରେ ନିଜର ସୁନ୍ଦର ସୁନ୍ଦର ଫଟୋ ଅପ୍ଲୋଡ କରିଥାନ୍ତି ଯାହାକୁ ତାଙ୍କ ଫ୍ୟାନ ମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ।

ଦିପ୍ତିରେଖା ପାଢି ପ୍ରାୟତଃ 200 ରୁ ଅଧିକ ଓଡିଆ ଗୀତ ଗାଇଛନ୍ତି । ଦିପ୍ତିରେଖା ପାଢି ଗୋଟିଏ ଗୀତ ଗାଇବା ପାଇଁ ପାଖା ପାଖି 80 ହଜାର ଟଙ୍କା ନିଅନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଦିପ୍ତିରେଖା କେମିତି ଲାଗନ୍ତି ବା ତାଙ୍କର ଗୀତ ଗୁଡିକ ଆପଣଙ୍କୁ କିପରି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *