ଚାଣକ୍ୟ ନୀତି ଅନୁସାରେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରିବା ସହ, ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଚାଣକ୍ୟ ନୀତି ଅନୁସାରେ ପତ୍ନୀ ମାନଙ୍କୁ ରାତିରେ ପତି ମାନଙ୍କର ଏହି ଅଙ୍ଗ ନିଶ୍ଚୟ ଛୁଇଁବା ଆବଶ୍ୟକ । ଏହା ସହ ଆଜି ଆମେ ଆପଣ ମାନଙ୍କୁ କହିବୁ ପତ୍ନୀ ମାନେ କେଉଁ ଚାରୋଟି କଥା ପତି ମାନଙ୍କୁ ଲୁଚାଇ ଥାନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଙ୍ଗ ବିଷୟରେ ।
ସବୁ ମଣିଷ କୌଣସି ନା କୌଣସି ବନ୍ଧନରେ ବାନ୍ଧି ହୋଇଥାଏ, ଏହିପରି ଏକ ବନ୍ଧନ ହେଉଛି ବୈବାହିକ ବନ୍ଧନ । ଏହି ବନ୍ଧନ ବହୁତ ପବିତ୍ର ହୋଇଥାଏ । ଏହି ବନ୍ଧନ ଦ୍ଵାରା ଦୁଇଟି ଆତ୍ମାର ମିଳନ ହେବା ସହ ଦୁଇଟି ପରିବାରର ମଧ୍ୟ ମିଳନ ହୋଇଥାଏ ।
ପତି ଓ ପତ୍ନୀ ପରସ୍ପର ମଧ୍ୟରେ ସମସ୍ତ ଦୁଃଖ ସୁଖ ବାଣ୍ଟି ଥାନ୍ତି, ହେଲେ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଏମାନେ ପରସ୍ପର ମଧ୍ୟରେ ସେୟାର କରିପାରନ୍ତି ନାହିଁ । ଏହା ଦ୍ଵାରା ପତି ପତ୍ନୀଙ୍କ ସମ୍ପର୍କରେ ଫାଟ ଆସିଥାଏ । ସାଧାରଣତଃ ପତ୍ନିମାନେ ନିଜ ପତି ମାନଙ୍କୁ କିଛି କଥା ଲୁଚାଇ ଥାନ୍ତି, ପ୍ରଥମେ ଆସନ୍ତୁ ଜାଣିବା ଏହି କଥା ବିଷୟରେ ।
ଅତୀତ କଥା
ସାଧାରଣତଃ ଜୀବନରେ ସମସ୍ତଙ୍କୁ ପ୍ରେମ ହୋଇଥାଏ । ପତ୍ନୀ ବିବାହ କରିବା ପରେ ନିଜ ଅତୀତ ବା ପ୍ରେମ ସମ୍ବନ୍ଧରେ ସମସ୍ତ କଥାକୁ ଲୁଚାଇ ଥାଏ । କାରଣ ସେ ଚାହିଁ ନଥାଏ ଅତୀତ ପାଇଁ ତାର ବର୍ତ୍ତମାନରେ କିଛି ବାଧା ସୃଷ୍ଟି ହେଉ ।
ରୋଗ କଥା
ମହିଳା ମାନଙ୍କ ଜୀବନରେ ବହୁତ ପୀଡା ଆସିଥାଏ । ସେମାନେ ମାସିକ ଧର୍ମ ଆଦି ଦୁଃଖକୁ ସହିଥାନ୍ତି । ହେଲେ ଏହା ବିଷୟରେ ନିଜ ପତିକୁ କହିନଥାନ୍ତି । କାରଣ ସେ ଚାହାନ୍ତି ନାହିଁ ତାଙ୍କ ପତି ଚିନ୍ତାରେ ରୁହନ୍ତୁ ।
ସିକ୍ରେଟ ଲଭ
ପ୍ରେମ ସମ୍ବନ୍ଧ ହେଉଛି ପବିତ୍ର ସମ୍ବନ୍ଧ ହେଲେ ବିବାହ ପରେ ସିକ୍ରେଟ ଲଭ କରିବା ହେଉଛି ପାପ । ମହିଳା ମାନେ ନିଜ ସିକ୍ରେଟ ଲଭ ବିଷୟରେ ନିଜ ପତିଙ୍କୁ କୁହନ୍ତି ନାହିଁ । କାରଣ ସେମାନେ ଜାଣିଛନ୍ତି ଯଦି ସେମାନେ ଏହା ବିଷୟରେ ତାଙ୍କ ପତିଙ୍କୁ କହିବେ ତା ହେଲେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।
ଟଙ୍କା ଲୁଚାଇବା
ଅଧିକାଂଶ ପତ୍ନୀ ନିଜ ପତିଙ୍କ ପକେଟରୁ ଟଙ୍କା ନେଇ ଲୁଚାଇ ରଖନ୍ତି । ଏହାର କାରଣ ହେଉଛି, ଭବିଷ୍ୟତରେ ଥିବା ଅସୁବିଧାର ସାମ୍ନା କରିବା ପାଇଁ ପତ୍ନୀ ଏହି ଟଙ୍କାର ସଞ୍ଚୟ କରିଥାଏ ।
ହିନ୍ଦୁ ଧର୍ମ ଅନୁସାରେ ଭାରତରେ ଆମ୍ଭେମାନେ ଗୁରୁଜନ, ଓ ଋଷି ମୁନି ମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥାଉ । ଶାସ୍ତ୍ର ଅନୁସାରେ ବଡ ଲୋକଙ୍କ ପାଦ ଛୁଇଁଲେ ଆମର ପୂଣ୍ୟ ଭାର ଅଧିକ ହୋଇଥାଏ । ହେଲେ ଶାସ୍ତ୍ର ଅନୁସାରେ ପତ୍ନୀ ମାନଙ୍କୁ ପତି ମାନଙ୍କ ପାଦ ଛୁଇଁବା ନିହାତି ଆବଶ୍ୟକ । ପ୍ରତି ଦିନ ସନ୍ଧ୍ୟା ସମୟରେ ଓ ସକାଳେ ଉଠିବା ପରେ ପତିଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଆବଶ୍ୟକ ଅଟେ । ଏହା ଦ୍ଵାରା ପତିଙ୍କ ଆଶୀର୍ବାଦ ପତ୍ନୀଙ୍କ ଉପରେ ରହିଥାଏ, ଘର ପରିବାର ସୁଖ ସମୃଦ୍ଧିରେ ଭରିଯାଏ ଏବଂ ଆର୍ଥିକ ସ୍ଥିତି ମଝବୁତ ହୋଇଥାଏ । ତେଣୁ ଏହି ଦୁଇଟି ସମୟରେ ମହିଳା ମାନଙ୍କୁ ନିଜ ପତିଙ୍କର ପାଦ ଛୁଇଁ ଆଶୀର୍ବାଦ ନେବା ନିହାତି ଆବଶ୍ୟକ ।
ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ