ମାତ୍ର ୧ ସପ୍ତାହରେ କେଶ ଝଡିବା ବନ୍ଦ ହେଇଯିବ ଓ 10 ଗୁଣା ଶୀଘ୍ର ବଢିବାକୁ ଲାଗିବ କେଶ, କେବଳ ରାତିରେ ଶୋଇବା ପୂର୍ବରୁ ଲଗେଇ ଦିଅନ୍ତୁ ଏହି ତେଲ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ କେସ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେସ ଝଡିବା ହେଉଛି ଏକ ସାଧାରଣ ସମସ୍ୟା ଯାହା ବର୍ତ୍ତମାନ ଯେକୌଣସି ବର୍ଷର୍ଫ ଲୋକଙ୍କ ମଧ୍ୟରେ ଦେଖା ଦେଉଛି । କେସ ନଝଡିବା ପାଇଁ ଆପଣ ମାନଙ୍କୁ ଏକ ସପ୍ତାହର ଦୁଇ ଥର ନିଜ କେସରେ ତେଲ ଲଗାଇବା ଉଚିତ ଯଦି ଆପଣ ଦୁଇ ଥର ଲଗାଇ ପାରୁ ନାହାନ୍ତି ତା ହେଲେ ଗୋଟେ ଥର ମଧ୍ୟ ଲଗାଇ ପାରିବେ । କେସ ଝଡିବାର ମୁଖ୍ୟ କାରଣ ହେଉଛି ତେଲ ନଲଗାଇବା ।

ବନ୍ଧୁଗଣ କେସରେ ତେଲ ଲଗାଇବା ଓ ମସାଜ କରିବା ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଯଦି ଆପଣ ମାନଙ୍କର କେସ ଝଡୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଉପଚାର ବିଷୟରେ କହିବୁ ଯାହାକୁ କରି ଆପଣ ନିଜର କେସ ଜନିତ ସମସ୍ୟାକୁ ସଂପୂର୍ଣ୍ଣ ଦୂର କରି ପାରିବେ । ଏହି ଉପଚାରର ପ୍ରୟୋଗ ଦ୍ଵାରା ଆପଣଙ୍କ କେସ ଝଡିବା ସଂପୂର୍ଣ୍ଣ ବନ୍ଦ ହୋଇଯିବ ଓ ଆପଣଙ୍କ କେସ ବହୁତ ଶୀଘ୍ର ବଢିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ଏହି ଉପଚାର ପାଇଁ ଆପଣ ଏକ ପାତ୍ରରେ ଏକ ଚାମଚ ସୋରିଷ ତେଲ ନିଅନ୍ତୁ । ସୋରିଷ ତେଲ ଆମ କେସ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସୋରିଷ ତେଲ ଆମ କେସକୁ କଳା କରିଥାଏ ଓ ଏହା କେସ ଝଡିବାରୁ ବନ୍ଦ କରିଥାଏ । ଏହା ପରେ ଆପଣ ସେଥିରେ ଏକ ଚାମଚ ଆଲମଣ୍ଡ ତେଲ ନିଅନ୍ତୁ ।

ବନ୍ଧୁଗଣ ଆଲମଣ୍ଡ ତେଲରେ ଭିଟାମିନ E ଥାଏ ଯାହା ଆମ କେସ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଆମ କେସକୁ ଘନ ଓ ମଝବୁତ କରିଥାଏ । ଏହା ପରେ ଆପଣ ଏଥିରେ ଏକ ଚାମଚ ରାଶି ତେଲ ନିଅନ୍ତୁ । ଏହା ପରେ ଆପଣ ଏଥିରେ ଗୋଟେ ଭିଟାମିନ E କ୍ୟାପସୁଲ ନିଅନ୍ତୁ । ଏହା ଆମ କେସ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ତେଲକୁ ନିଜ କେସରେ ଭଲ ଭାବରେ ଲଗାନ୍ତୁ ଓ ଏହାର ମାଲିସ କରନ୍ତୁ । ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇ ପାରିବେ । ଯଦି ଆପଣ ଦିନ ସମୟରେ ଲଗାଉଛନ୍ତି ତା ହେଲେ ଆପଣ ଏହାକୁ ଲଗାଇ ଦୁଇ ଘଣ୍ଟା ଛାଡି ଦିଅନ୍ତୁ ଓ ଦୁଇ ଘଣ୍ଟା ପରେ କେସ ଧୋଇ ଦିଅନ୍ତୁ । ତା ହେଲେ ବନ୍ଧୁଗଣ ଏହି ତେଲର ପ୍ରୟୋଗ ଶୀଘ୍ର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *