ଆମେରିକା ସୈନିକଙ୍କୁ ସାହାର୍ଯ୍ୟ ମାଗୁଛନ୍ତି ଆଫଗାନ ର ମହିଳାମାନେ, Kabul Airport ରେ ଫୋପାଡୁଛନ୍ତି ନିଜ ପିଲାଙ୍କୁ, ପୁରା Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ, ଆଫଗାନିସ୍ଥାନ ରେ ବର୍ତ୍ତମାନ ସ୍ଥିତି ବହୁତ ଗମ୍ଭୀର ଅଟେ । ଏବଂ ଏଠାକାର ଲୋକେ ବର୍ତ୍ତମାନ ନିଜ ଦେଶ ଛାଡି ଯିବାକୁ ପ୍ରସ୍ତୁତ । ଆଫଗାନିସ୍ଥାନ ଉପରେ ତାଲିବାନ ର କବଜା କରିବା ପରେ ଏହିଭଳି ବିଭିନ୍ନ ଘଟଣାମାନର ଛବିମାନ ନଜରକୁ ଆସୁଅଛି । ଏଠାକର ବାସିନ୍ଦା ମାନେ ବିମାନ ମାନଙ୍କରେ ଲଟକି ନିଜ ଦେଶ ଛାଡିବାକୁ ମଧ୍ୟ ପଛାଉ ନାହାଁନ୍ତି । ସେହିଭଳି ଏକ ଭି-ଡି-ଓ ନଜରକୁ ଆସିଅଛି ଯେ ବିମାନକେନ୍ଦ୍ର ରେ ଆମେରିକା ଏବଂ ବ୍ରିଟେନ ର ସୈନିକ ମାନଙ୍କୁ ଆଫଗାନ ର ଲୋକମାନେ ସାହାର୍ଯ୍ୟ ମାଗୁଛନ୍ତି।

ସେମାନଙ୍କ ପାଖକୁ ନିଜ ପିଲା ମାନଙ୍କୁ ଫିଙ୍ଗି ଦେଉଛନ୍ତି । ଏହି ଭି-ଡି-ଓ ରେ ରେଞ୍ଜ ବାୟର ର ଅପର ପାର୍ଶ୍ଵରେ ଛିଡା ହୋଇଥିବା ମହିଳା ତାର ର ପଛପଟୁ ନିଜ ପିଲା କୁ ସୈନିକଙ୍କ ପାଖକୁ ପକାଉଥିବାର ଦୃଶ୍ୟ ନଜରକୁ ଆସିଅଛି । ସେହି ମହିଳା ଙ୍କ ଚିନ୍ତାଧାରା ଅନୁଯାୟୀ ଏଭଳି କରିବା ଦ୍ଵାରା ତାଙ୍କ ସନ୍ତାନ ଙ୍କ ଜୀବନ ବଞ୍ଚିପାରିବ ଏବଂ ତାଙ୍କ ପିଲା ଙ୍କୁ ନୂତନ ଜୀବନ ମିଳି ପାରିବ ।

ବ୍ରିଟିଶ ସେନାର ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କିଭଳି ଭାବରେ ମହିଳା ଜଣକ ନିଜ ସନ୍ତାନ କୁ କଣ୍ଟା ର ତାର ମଧ୍ୟରୁ ଅପର ପାର୍ଶ୍ଵ କୁ ଫି-ଙ୍ଗି କା-ନ୍ଦୁ-ଛ-ନ୍ତି । ସେ କହିଛନ୍ତି ଯେ ମହିଳା ଜଣକ ସୈନିକ ଙ୍କୁ ପିଲାଟିକୁ ଅପର ପାର୍ଶ୍ଵରୁ ଧରିବା ନିମନ୍ତେ କହୁଥିଲେ । ବ୍ରିଟିଶ ସୈନିକ ଜଣକ ଏହି ଅନୁଭବ କୁ ଭୟାନକ ବୋଲି କହିଛନ୍ତି । ମାତ୍ର ମହିଳା ନିଜ ସନ୍ତାନ କୁ ରେଜର ତାର ମଧ୍ୟରେ ଅପରପାର୍ଶ୍ଵ କୁ ପକାଇବା ସମୟରେ କିଛି ସେହି ତାର ମଧ୍ୟରେ ଫ-ଶି ଯାଉଥିଲେ ।

ସୂଚନା ଅନୁଯାୟୀ ଏହି ସମୟରେ କାବୁଲ ର ବିମାନକେନ୍ଦ୍ର ର ସଂପୂର୍ଣ୍ଣ ସୁରକ୍ଷା ଆମେରିକୀୟ, ବ୍ରିଟେନ ର ସୈନିକ ଙ୍କ ପାଖରେ ଥିଲା । ଏଥି ନିମନ୍ତେ ଆଫଗାନି ଲୋକ ମାନଙ୍କୁ ଏପଟକୁ ଆସିବା ନିମନ୍ତେ କଣ୍ଟା ତାର ଲଗାଯାଇଥିଲା । ସୂଚନା ଅନୁଯାୟୀ କିଛି ପିଲା ସେହି ତାର ମଧ୍ୟରେ ଫ-ଶି ଯାଇଥିଲେ ଯାହାକୁ ସୈନିକ ମାନେ କଣ୍ଟାତାର ମଧ୍ୟରୁ ଉ-ଦ୍ଧା-ର କରିଥିଲେ । କାବୁଲ ଏୟାର୍ପ୍ପୋର୍ଟ ରେ ଉଡାଜାହାଜ ରେ ଜାଗା ନଥିବା ସମୟରେ ୩ ଜଣ ଲୋକ ବିମାନ ର ଟାୟାର କୁ ଧରି ଦେଶ ଛାଡି ଯିବାକୁ ପ୍ରସ୍ତୁତ ଥିଲେ ।

ଏହିଭଳି ସ୍ଥିତିରେ ବିମାନ ଉଡିବା ସମୟରେ ସେହି ୩ ଜଣ ଲୋକ ବିମାନରୁ ତଳକୁ ଖସି ପଡିଥିଲେ । ଏହି ଦୃଶ୍ୟଟି ବର୍ତ୍ତମାନ ବହୁଳ ଭାବରେ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାକୁ ଲାଗିଛି । ବନ୍ଧୁଗଣ ଏହି ମ-ର୍ମା-ହ-ତ ବିଷୟ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *