ରାତି ସାରା ପାଣିରେ ଭିଜାଇ ଖାଆନ୍ତୁ ଏହି ୫ ଟି ଜିନିଷ, କେବେବି ବୁଢା ହେବେନି, ୬୦ ବର୍ଷ ରେ ଲାଗିବେ ୨୨ ବର୍ଷ ପରି ଯବାନ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ଏକ ସୁସ୍ଥ ଓ ସୁନ୍ଦର ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି । ହେଲେ ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟରେ ଅଭାବ ହେତୁ ମଣିଷ ବହୁତ କମ ବର୍ଷ ବୟସରେ କେତେକ ରୋଗର ଶିକାର ହୋଇଯାଉଛି । ସାଧାରଣତଃ ଲୋକଙ୍କର କେସ ଜନିତ ସମସ୍ୟା, ବୁଢାପା ଓ ଚେହେରା ଜନିତ ସମସ୍ୟା ବହୁତ କମ ବର୍ଷରେ ହୋଇଯାଉଛି । ଯଦି ଆପଣ ମାନଙ୍କର ଏହି ସବୁ ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ପାଞ୍ଚଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ରାତିରେ ଭିଜେଇ ସଖାଳ ସମୟରେ ସେବନ କରିଲେ ଆପଣଙ୍କୁ ଆଜୀବନ କୌଣସି ଡ଼ଓର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପାଞ୍ଚଟି ଜିନିଷ ବିଷୟରେ ।

ଆଲସୀ ‘ଖସା’- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଆଲସୀ । ଆଲସୀରେ ପ୍ରଚୁର ମାତ୍ରାରେ ଅମେଗା ୩ ଫେଟି ଏସିଡ ରହିଛି ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ବନ୍ଧୁଗଣ ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ଆଲସୀକୁ ଭିଯାଇ ସୋଇପଡନ୍ତୁ ଓ ସଖାଳ ସମୟରେ ଏହାର ସେବନ କରନ୍ତୁ । ଏହା ଆପଣଙ୍କର କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ସହିତ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବ । ଏହା ସହିତ ଏହା ଆମ କେଶ ଓ ଚେହେରା ଜନିତ ସମସ୍ତ ସମସ୍ୟାକୁ ଦୂର କରିଦେବ ।

ମୁନକା- ବନ୍ଧୁଗଣ ମୁନକାରେ ବହୁତ ମାତ୍ରାରେ ମ୍ୟାଗ୍ନେସିୟମ, ପୋଟାସିୟମ ଓ ଆଇରନ ରହିଥାଏ । ବନ୍ଧୁଗଣ ଏହା କ୍ୟାନ୍ସର, କିଡ୍ନି ସମସ୍ୟା ଓ ପେଟ ସମସ୍ୟା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ମୁନକାକୁ ପାଣିରେ ଭିଜେଇ ଦିଅନ୍ତୁ ଓ ସଖାଳ ସମୟରେ ଏହାର ସେବନ କରନ୍ତୁ ।


ଖସଖସ- ବନ୍ଧୁଗଣ ଖସଖସରେ ବହୁତ ମାତ୍ରାରେ ଫୋଲେଟ, ଥିଆମିନ ଓ ଭିଟାମିନ D  ରହିଥାଏ । ବନ୍ଧୁଗଣ ଏହା ଆମର ମୋଟାପଣ, ଦୁର୍ବଳତା ଓ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିଥାଏ । ଆପଣ ମାନେ ରାତିରେ ଶୋଇବା ସମୟରେ ଏକ ଚାମଚ ଖସଖସକୁ ଭିଯାଇ ଦିଅନ୍ତୁ ଓ ଏହାକୁ ସଖାଳ ସମୟରେ ସେବନ କରନ୍ତୁ । ଯଦି ଆପଣ ଏହାକୁ ନିୟମିତ ସେବନ କରିବେ ଆପଣ ଆଜୀବନ ସୁସ୍ଥ ରହିବେ ।

ମେଥି ଦାନା- ବନ୍ଧୁଗଣ ମେଥିରେ ବହୁତ ମାତ୍ରାରେ ଫାଇବାର ରହିଥାଏ । ଏହା କେଶ ଜନିତ ସମସ୍ୟା, ପେଟ ଜନିତ ସମସ୍ୟା ଓ ଚେହେରା ଜନିତ ସମସ୍ୟା ପାଇଁ ରାମବାଣ ଉପାୟ ଅଟେ । ଏହା ସହିତ ମେଥି ଦାନା ଡାଇବେଟିସ ଓ ଉଛ ରକ୍ତଚାପକୁ ଆଦିକୁ ନିୟନ୍ତ୍ରଣ କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ମାନେ ସଖାଳ ସମୟରେ ଭିଜା ମେଥି ଦାନାର ସେବନ ନିଶ୍ଚୟ କରନ୍ତୁ ।

ଚଣା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଚଣା । ଚଣାରେ ବହୁତ ମାତ୍ରାରେ ପ୍ରୋଟିନ, ଫାଇବାର ଓ ଭିଟାମିନ୍ସ ରହିଥାଏ । ଏହା ସହିତ ପୋଟାସିୟମ ଓ ମ୍ୟାଗ୍ନେସିୟମ ବହୁତ ମାତ୍ରାରେ ରହିଥାଏ । ବନ୍ଧୁଗଣ ଏହା ଆମ ଶରୀରରେ କ୍ୟାଲସିୟମର ମାତ୍ରାକୁ ବଢାଇ ଥାଏ । ଏହା ଆମ ଶରୀରକୁ ସୁସ୍ଥ ରଖିବା ସହ ଆମର କେତେକ ମାରାତ୍ମକ ରୋଗକୁ ଦୂର କରିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ସବୁ ଦିନ ରାତିରେ ଏକ ମୁଠା କଳା ଚଣାକୁ ଭିଯାଇ ସଖାଳ ସମୟରେ ଏହାର ସେବନ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *