ଓଡିଶାର ଫେମସ ଅଭିନେତ୍ରୀ Priyanka Mohapatra ଙ୍କ ଫାମିଲି ଆଲବମ ଆଗରୁ କେବେ ବି ଦେଖିନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆମ ଅଲିଉଡ ଅଭିନେତ୍ରୀ ମାନେ ସବୁବେଳେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା । ଆପଣ ମାନେ ସମସ୍ତେ ବହୁତ ଓଡିଆ ଫିଲ୍ମରେ ପ୍ରିୟଙ୍କା ଙ୍କ ଅଭିନୟକୁ ଦେଖିଥିବେ ।

ବନ୍ଧୁଗଣ ପ୍ରିୟଙ୍କା  ନିଜ କାରିୟରରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପ୍ରିୟଙ୍କା  ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପ୍ରିୟଙ୍କା ଙ୍କ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରିୟଙ୍କା ଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ ଲୋକପ୍ରିୟତା ରହିଛି । ବନ୍ଧୁଗଣ ପ୍ରିୟଙ୍କା ଙ୍କର ପୁରା ନାମ ହେଉଛି ପ୍ରିୟଙ୍କା  ମହାପାତ୍ର । ପ୍ରିୟଙ୍କା ଙ୍କ ଜନ୍ମ ୨୯ ମେ କଟକ ଓଡିଶାରେ ହୋଇଥିଲା । ବନ୍ଧୁଗଣ ପ୍ରିୟଙ୍କା ଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା ।

ସେ ନିଜ ଅଭିନୟ କାରିୟରର ଆରମ୍ଭ ୧୯୯୪ ମସିହାରୁ କରିଥିଲେ । ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ‘ସୁନା ଭାଉଜ’ । ବନ୍ଧୁଗଣ ତାଙ୍କର ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ଏହି ଫିଲ୍ମ ପରେ ସେ ଶୋଭାଗ୍ୟବତୀ, ଭାଇ ହେଲା ଭଗାରି ଓ ପୁଅ ମୋର ଭୋଳା ଶଙ୍କର ଆଦି ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ଏହାପରେ ବନ୍ଧୁଗଣ ପ୍ରିୟଙ୍କା  ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ବହୁତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ । ବନ୍ଧୁଗଣ ପ୍ରିୟଙ୍କା  ଓଡିଆ ଫିଲ୍ମ ବ୍ଯତୀତ କେତେକ ଓଡିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ପ୍ରିୟଙ୍କା  ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ରୁ ଅଧିକ ଫିଲ୍ମ କରିସାରିଛନ୍ତି ।

ବନ୍ଧୁଗଣ ପ୍ରିୟଙ୍କା ଙ୍କ ସ୍ଵାମୀ ହେଉଛନ୍ତି ଦେବୁ ପଟନାୟକ । ଦେବୁ ଓ ପ୍ରିୟଙ୍କା ଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ଆକାଂକ୍ଷା ପଟନାୟକ । ବନ୍ଧୁଗଣ ଓଡିଆର ଦିଗଜ ଖଳନାୟକ ଓ ଡାଇରେକ୍ଟର ହର ପଟନାୟକ ହେଉଛନ୍ତି ପ୍ରିୟଙ୍କା ଙ୍କର ଦେଢଶୁର, ହେଲେ ବର୍ତ୍ତମାନ ସେ ଏହି ଦୁନିଆରେ ନାହାନ୍ତି । ପ୍ରିୟଙ୍କା ଙ୍କ ସ୍ଵାମୀ ଦେବୁ ପାଟନାୟକ ଜଣେ ଆକ୍ଟର ହେବା ସହିତ ଜଣେ ଡାଇରେକ୍ଟର ମଧ୍ୟ ଅଟନ୍ତି । ବନ୍ଧୁଗଣ ବର୍ତ୍ତମାନ ପ୍ରିୟଙ୍କା  ନିଜ ପରିବାର ସହ ବହୁତ ଖୁସିରେ ରହୁଛନ୍ତି ଓ ବର୍ତ୍ତମାନ ମଧ୍ୟ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *