ରାତି ଅଧରେ ସ୍ତ୍ରୀ Aprajita ଙ୍କୁ ସରପ୍ରାଇଜ ଦେଲେ Utam Mohanty, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି , ତାହେଲେ ଆଜି ଆମେ ଯେଉଁ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବାକୁ ପାଇବା ଏହି ଅଭିନେତା ଓ ଅଭିନେତ୍ରୀ ଙ୍କ ଅଭିନୟ ବର୍ତ୍ତମାନ ସମୟ ରେ ଦେଖିବାକୁ ମିଳୁନାହିଁ କିନ୍ତୁ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଦୀର୍ଘ ଦିନ ହେଲା ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସିଥିଲେ ।


ତେବେ ଏହି ଅଭିନେତା ଓ ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତି । ତାହେଲେ ବନ୍ଧୁଗଣ ଏହି ଦୁଇ ଯୋଡି ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଦୁଇ ଯୋଡି ନିଜ ଯୁବ ଅବସ୍ଥା ସମୟ ରେ ବହୁ ସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଥିଲେ ।

ତେବେ ସେହି ସମୟ ରେ ଉଭୟ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତାହେଲେ ଏହି ଦୁଇ ଯୋଡି ନିଜ ଅଭିନୟ ଜୀବନୀ ରେ ଅନେକ ଏୱାର୍ଡ ମିଳିଛି । ତାହେଲେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ପୁଅ ବାବୁଶାନ ମଧ୍ୟ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତେବେ ଦୁହିଁଙ୍କ ଯୋଡି କୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି ତେବେ ଦୁହେଁ ଏକାଠି ଅନେକ ସିନେମା ରେ କାମ ମଧ୍ୟ କରିଛନ୍ତି । ତେବେ ଉଦଣ୍ଡି ସୀତା, ଜୋର ଜାର ମୁଲକ ତାର, ଆଦି ଅନେକ ସିନେମା ରେ ସେ ଏକାଠି କାମ କରିଛନ୍ତି । ତେବେ ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ଉତ୍ତମ ମହାନ୍ତି ଅପରାଜିତା ଙ୍କୁ ଗୋଲାପ ଫୁଲ ର ତୋଡା ଦେଇ ତାଙ୍କୁ ସରପ୍ରାଇଜ କରିଥିଲେ ।


ଅପରାଜିତା ମଧ୍ୟ ସେହି ଗୋଲାପ ଫୁଲ ତୋଡା କୁ ନେଇ ଧନ୍ୟବାଦ ବୋଲି କହିଥିଲେ ଏବଂ ଏହାର ଭିଡିଓ ନିଜେ ବାବୁଶାନ କରୁଥିଲେ । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଧରିଛି ଏବଂ ଲୋକମାନେ ଏହି ଯୋଡି ଙ୍କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ଏବଂ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *