ସୋନାଲି ଧୋକାକୁ ଦେଖି ପାରିଲାନି Soumya ର ଆଖି, କିନ୍ତୁ ତା ଆଖିରେ ଆଉ କିଏ ଦେଖିବ ଦୁନିଆ !

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଏହି ଖବର ବିଷୟରେ ଜାଣିଲେ ଆପଣ ମାନଙ୍କ ଆଖିରୁ ଲୁହ ଝରି ଆସିବ । ତେବେ ସୋମ୍ୟ ରଞ୍ଜନ ପାଣିଗ୍ରାହୀ ନାମକ ଜଣେ ଯୁବକ ନିଜ ପ୍ରାଣ ହରାଇଛନ୍ତି । ସୋମ୍ୟ ତ ଆଜି ନାହାନ୍ତି ହେଲେ କିନ୍ତୁ ଛାଡି ଯାଇଛନ୍ତି ତାଙ୍କ ଆଖି ଦୁଇଟି । ଯେଉଁ ଆଖି ତାଙ୍କ ବାପା ମାଙ୍କ ପାଇଁ ସବୁ କିଛି ଥିଲା ସେହି ଆଖିରେ ଆଜି କିଏ ଦୁନିଆ ଦେଖିବ । ସୋମ୍ୟଙ୍କ ଆଖିରେ ଆଜି ଆଉ କିଏ ଦୁନିଆ ଦେଖିବ ।

ବୋଧେ ଦୁନିଆ ଦେଖିବା ବେଳେ ଠିକ ଭୁଲର ପ୍ରାର୍ଥକ୍ୟ ସେ ଆଖି କରିଦେବ । ଯେଉଁ ଆଖି ଏତେ ବଡ ଭୁଲ କରିଲା, ଯେଉଁ ଆଖି ଠିକ ଭୁଲର ତୁଳନା କରିପାରିଲା ନାହିଁ, ଯେଉଁ ଆଖି ନିଜର ଆଉ ପରର ମଧ୍ୟରେ ତଫାତ ଜାଣିପାରିଲା ନାହିଁ, ଯେଉଁ ଆଖିରେ ଅନେକ ସ୍ଵପ୍ନ ନେଇ ନୂଆ ଜୀବନଟିଏ ନୂଆ ସଂସାରଟିଏ ଗଢିବା ପାଇଁ ସେ ସ୍ଵପ୍ନ ଦେଖିଥିଲେ ସେହି ଆଖିରେ ଆଉ କେହି ଦୁନିଆ ଦେଖିବ ।

କିନ୍ତୁ ଦୁନିଆ ଦେଖିବା ବେଳେ ନିଶ୍ଚିତ ମନେ ରଖିବ ଏହି କାହାଣୀଟି ଯେଉଁ କାହାଣୀରେ ସୂତ୍ରପାତ ହୋଇଥିଲା ଏହି ଆଖି ଦୁଇଟିର । ବୋଧେ ଯେଉଁ ଭୁଲ ସୋମ୍ୟ କରି ଛନ୍ତି ଯେଉଁ ପ୍ରାର୍ଥକ୍ୟ ଯେଉଁ ଛଳନା ସୋମ୍ୟ ଦେଖିପାରିଲା ନାହିଁ ବୋଧେ ତାର ଏହି ନୂଆ ଆଖିରେ ଆଉ କିଏ ଛଳନା ଭଲ କରି ଦେଖି ପାରିବ ।ସୋମ୍ୟ ନିଜ ମାଙ୍କୁ ବହୁତ ଭଲ ପାଉଥିଲେ ଓ ବାପା ଥିଲେ ତାର ସାଙ୍ଗ ଭଳି ।

ହେଲେ ଆଜି ସୋମ୍ୟ ସମସ୍ତଙ୍କ ଠାରୁ ଦୂରେଇ ଯାଇଛି । ଯେଉଁ ବାପା ମାଙ୍କ ପାଇଁ ସୋମ୍ୟ ଆଖି ଥିଲା ବୃଦ୍ଧ କାଳର ଆଶା ବାଡି ଥିଲା ସେହି ସୋମ୍ୟ ଆଜି ତା ଜୀବନ ହାରି ଦେଇଛି ତା ପ୍ରେମିକା ପାଇଁ ।ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅନେକ ଜଣ କହୁଛନ୍ତି କଣ ସୋମ୍ୟ ନିଜ ବାପା ମାଙ୍କ କଥା ଥରେ ବି ଭାବିଲା ନାହିଁ । ସୋମ୍ୟ ଏତେ ସ୍ଵାର୍ଥପର ହୋଇପାରିଲା କେମିତି ।

କାହିଁକି ସୋମ୍ୟ ନିଜ ବାପା ମା ନିଜ ଭଉଣୀକୁ ଦୁଃଖର ସାଗରରେ ଭସେଇ ଚାଲିଗଲା । ଅନେକ ସେହି ଝିଅକୁ ବଦମାସ ଓ ଧୋକେବାଜ କହୁଥିବା ବେଳେ ସେହି ଝିଅକୁ ଗାଳି ବି ଦେଉଛନ୍ତି ।ହେଲେ ଏସବୁ କଲେ କଣ ସୋମ୍ୟର ଜୀବନ ଚାଲି ଆସିବ । ସୋମ୍ୟ ନିଜ ସୁ-ସା-ଇ-ଡ ନୋଟରେ ତା ପ୍ରତି ହୋଇଥିଲା ଅତ୍ୟାଚାର ବିଷୟରେ ଲେଖିଛନ୍ତି ।

ସେହି ନୋଟରେ ସୋମ୍ୟ ପୋଲିସକୁ ମଧ୍ୟ କହିଛନ୍ତି ସେହି ଧୋକେବାଜ ପ୍ରେମିକା ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *