Breaking News: ଆସନ୍ତା କାଲି ଠାରୁ ସମସ୍ତ School ଛୁଟି, ଦେଖନ୍ତୁ କେଉଁ ତାରିଖ ପର୍ଯ୍ୟନ୍ତ ?

ବନ୍ଧୁଗଣ ବର୍ତ୍ତମାନ ଖରା ଦିନକୁ ଦିନ ବଢିବାରେ ଲାଗିଛି । ବୃଦ୍ଧ ଓ ପିଲା ମାନଙ୍କ ପାଇଁ ଖରା କାଳ ପାଲଟି ଯାଇଛି । ଆଉ ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ବନ୍ଧୁଗଣ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟିକୁ ନେଇ ବିଦ୍ୟାଳୟ  ଗଣଶିକ୍ଷା ବିଭାଗର ସୂଚନା ବର୍ତ୍ତମାନ ଆସିଛି ।

ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ସରକାର । ଆସନ୍ତା କାଲି ଠାରୁ ୫ ଦିନ ଯାଏଁ ସ୍କୁଲ ଛୁଟି ରହିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଞ୍ଚ ଦିନ ପର୍ଯ୍ୟନ୍ତ ଛୁଟି ରହିବ । ଯେହେତୁ ଖରାର ପ୍ରକୋପ ଦିନକୁ ଦିନ ବଢୁଛି ତେଣୁ ସ୍କୁଲ ଛୁଟିକୁ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ଏହି ଜରୁରୀ ସୂଚନା ବର୍ତ୍ତମାନ ଆସିଛି ।

ଏହି ସୂଚନା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଜାରି କରାଯାଇଛି । ଖରାର ପ୍ରକୋପ ଯେଉଁ ଭଳି ପଢୁଛି ପିଲା ଓ ବୃଦ୍ଧ ମାନଙ୍କ ପାଇଁ ଖରା କାଳ ହୋଇଛି । ତେଣୁ ଏହି ଛୁଟିରେ ପିଲା ମାନେ ଘରେ ରହିଲେ ସୁରକ୍ଷିତ ରହିବେ । ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଏବେ ନିଆଯାଇଛି ଯେଉଁଥିରେ କି ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବାର ଘୋଷଣା କରାଯାଇଛି ।

ବନ୍ଧୁଗଣ ରାଜ୍ୟର ଅଧିକାଂଶ ସହରରେ ଏବେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଛି । ଦିନକୁ ଦିନ ଖରାର ପ୍ରଭାବ ମଧ୍ୟ ବଢିବାରେ ଲାଗିଛି ଜନ ଜୀବନ ମଧ୍ୟ ଗୋଟେ ପଟେ ଅସ୍ତ ବ୍ୟସ୍ତ ହେଉଛି । ତେଣୁ ଏହି ସୂଚନାଟି ଗୋଟେ ପଟେ ଆଶ୍ଵସ୍ତି ଆଣିଛି । ଆଗରୁ ମଧ୍ୟ ଶିକ୍ଷାବିଦ ଓ ଅଭିଭାବକ ମାନେ ସ୍କୁଲ ଛୁଟିକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ।

ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଆଗକୁ ସ୍କୁଲ ଛୁଟିକୁ ନେଇ ଆଗକୁ ନିଷ୍ପତ୍ତି ନେବେ ବୋଲି କହିଥିଲେ । ତେବେ ବର୍ତ୍ତମାନ ସରକାରଙ୍କର ଏହି ବଡ ନିଷ୍ପତ୍ତି ସାମ୍ନାକୁ ଆସିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *