ରାତି ଅଧରେ Live ଆସି ଫାନମାନଙ୍କୁ ଏମିତି କହିଲେ Sabyasachi, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସବ୍ୟ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ସବ୍ୟଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଅଧା ରାତିରେ ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଲାଇଭ ଆସିଛନ୍ତି ଯାହା ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେଉଛି ।

ତା ହେଲେ ବନ୍ଧୁଗଣ ସବ୍ୟ ଏତେ ରାତିରେ ଲାଇଭ ଆସି ତାଙ୍କ ଫ୍ୟାନ୍ସ ମାନଙ୍କ ସହ କଣ ସେ-ୟା-ର କରିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସବ୍ୟ ଲାଇଭ ଆସି କହୁଛନ୍ତି-‘ରାତି ୪ଟା ହେବ ମୁ ଲାଇଭ ଆସିଛି । ହଠାତ ଏତେ ରାତିରେ ମୁ ଲାଇଭ ଆସିଛି କଣ ପାଇଁ, କାହିଁକି ଓ ମୁ କେଉଁଠି ଅଛି ଏମିତି ଅନେକ ପ୍ରଶ୍ନ ଆସୁଥିବ ଯେଉଁ ମାନେ ଏବେ ମୋତେ ଦେଖୁଛନ୍ତି ।

ଆଗକୁ ସବ୍ୟ କହିଛନ୍ତି- ‘ମୁ କିନ୍ତୁ ଦେଖିବାକୁ ଚାହୁଁଛି ଏତେ ରାତିରେ ବି କିଏ ଅନଲାଇନ ରହୁଛି । ଆରେ ବାଃ ଧୀରେ ଧୀରେ ଫ୍ୟାନ୍ସ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି  । ମୁ ପ୍ରଥମ ଥର ପାଇଁ ଏତେ ଲେଟରେ ଲାଇଭ ଆସିଛି । ମୁ ଜାଣି ନାହିଁ ଆପଣ ମାନେ ଏବେ ଉଠିଲେ ନା ମୋ ପରିକା ରାତିରେ ସୋଇ ନାହାନ୍ତି କିନ୍ତୁ ମୁ ଖୁସି ଅଛି ଯେ, ଆପଣ ମାନେ ଲାଇଭରେ ଦେଖୁଛନ୍ତି’ ।

ଆଗକୁ ସବ୍ୟ କହିଛନ୍ତି- ‘ଲାଇଭ ଆସିବାର କାରଣ ହେଉଛି ଆମର ଗୋଟେ ନୂଆ ସୋ ଆରମ୍ଭ ହେଉଛି ଯାହାର ନାମ ହେଉଛି ‘ଜିତିବ ଓଡିଶା’ । ଏହା ହେଉଛି ଏକ ନୂଆ ସୋ ଓ ଏହି ସୋକୁ ମୁ ଅପେକ୍ଷା କରିଥିଲି । ଆଜି ରାତି ୯ଟା ୩୦ରେ ଏହି ସୋକୁ ସାରା ଓଡିଶା ଦେଖିବ କିନ୍ତୁ ମୁ ଆପଣ ମାନଙ୍କୁ ଏହି ସୋର ସେଟ ଦେଖାଇବା ପାଇଁ ଚାହୁଁ ଥିଲି’ ।

ଆଗକୁ ସବ୍ୟ କହିଛନ୍ତି-‘ତେଣୁ ସୋ ଆରମ୍ଭ ହେବା ପୂର୍ବରୁ ଆପଣ ଏହି ସୁନ୍ଦର ସେଟ ନିଶ୍ଚୟ ଦେଖନ୍ତୁ । ମୁ ଆଶା କରୁଛି ଆପଣ ମାନଙ୍କୁ ଏହି ସୋର ସେଟ ଭଲ ଲାଗିଥିବ ଓ ଆପଣ ମାନଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ କରି ନିଶ୍ଚୟ ଜଣାଇବେ’ ।

Leave a Reply

Your email address will not be published. Required fields are marked *