ପ୍ରେମରେ ଧୋକା ମିଳିବା ପରେ ରାତା ରାତି ଫେମସ ହୋଇଗଲେ Bollywood ର ଏହି 4 ଜଣ Actress

ହିନ୍ଦୀ ଫିଲ୍ମରେ ବ୍ରେକପ୍ ର ଖବର ସବୁବେଳେ ଆସିଥାଏ । ଏହି ବଡ଼ ଷ୍ଟାର୍ ମାନେ ବହୁତ୍ ଦିନର ସମ୍ପର୍କ କିଛି ସମୟ ଭିତରେ ହିଁ ଭାଙ୍ଗି ଦିଅନ୍ତି । କେତେକ ଅଭିନେତାଙ୍କ କ୍ୟାରିଅର ବ୍ରେକପ ପରେ ପୁରା ବାରବାଦ ହୋଇଯାଏ ତ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ବ୍ରେକପ ପରେ ଭାଗ୍ୟ ବଦଳି ଯାଇଛି । ସେମାନେ ବ୍ରେକପ ପରେ ଆହୁରି ଅଧିକ ଫେମସ ହୋଇ ଯାଇଛନ୍ତି । ଆଜି ଆମେ ସେହି ପରି କିଛି ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା ।

ପ୍ରଥମେ କରିନା କପୁର୍ ଖାନ୍

କରୀନା କାପୁର ସାହିଦ୍ କପୁରଙ୍କୁ ବହୁତ୍ ଦିନ ପର୍ଯ୍ୟନ୍ତ ଡେଟ୍ କରିଥିଲେ । ତାଙ୍କ ଫିଲ୍ମ ଜବ୍ ଉଇ ମେଟ୍ ର ସୁଟିଂ ପରେ ତାଙ୍କର ବ୍ରେକପ୍ ହୋଇଗଲା । ତା ପରେ ଏହି ଫିଲ୍ମ ସେମାନେ ଅଧାରୁ ଛାଡିଲେନି ଓ ଏହି ଫିଲ୍ମ ସୁପରହିଟ ହେଲା । ଏହା ପରେ କରିନାଙ୍କ କ୍ୟାରିଅର ସଫଳ ହେଲା । ଏହା ପରେ ହିନ୍ଦି ଫିଲ୍ମରେ ତାଙ୍କୁ ଅସଲି ପରିଚୟ ମିଳିଲା ।

ଦୀପିକା ପାଦୂକୋନ୍

ଦୀପିକା ଯେତେବେଳେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେତେବେଳେ ସେ ରଣବୀର୍ କପୁରଙ୍କୁ ଅଧିକ ସମୟ ଡେଟ୍ କରିଥିଲେ । କିନ୍ତୁ ରଣବିର୍ କପୂର ତାଙ୍କୁ ଧୋକା ଦେଇଥିଲେ ଓ ତାଙ୍କ ମନ ଭାଙ୍ଗିଯାଇଥିଲା ଓ ସେ ଡିପ୍ରେଶନରେ ଥିଲେ । ରଣବିରଙ୍କ ଠୁ ବ୍ରେକପ୍ ହେବା ପରେ ତାଙ୍କ କ୍ୟାରିଅର ସଫଳ ହୋଇଥିଲା । ସେ ହିନ୍ଦି ଫିଲ୍ମରେ ହାଇଏଷ୍ଟ୍ ପେଡ ଅଭିନେତ୍ରୀ ଅଟନ୍ତି

ଶିଳ୍ପା ସେଠୀ

ଶିଳ୍ପା ସେଠୀ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଶିଳ୍ପା ସେଠୀ ତାଙ୍କ ଅଭିନୟ ଯାଦୁରେ ସମସ୍ତଙ୍କୁ ପାଗଳ କରିଛନ୍ତି ଓ ସମସ୍ତଙ୍କ ମନରେ ଜାଗା ବନେଇଛନ୍ତି । ଦିନ ଥିଲା ଯେତେବେଳେ ସେ ଅକ୍ଷୟ କୁମାରଙ୍କୁ ଭଲ ପାଉଥିଲେ । ତାଙ୍କର ଏହି ସମ୍ପର୍କ ବହୁତ ଚର୍ଚ୍ଚାରେ ଥିଲା । ଅକ୍ଷୟ କୁମାରଙ୍କ ଠୁ ଅଲଗା ହେଲା ପରେ ଶିଳ୍ପାଙ୍କ କ୍ୟାରିଅର ଭଲ ହୋଇଥିଲା । ଅକ୍ଷୟ କୁମାର ବହୁତ୍ ହିରୋଇନଙ୍କ ସହ ଚର୍ଚ୍ଚାରେ ଆସିଥିଲେ ସେତେବେଳେ ଶିଳ୍ପାଙ୍କ କ୍ୟାରିଅର ଭଲ ଚାଲିଥିଲା ।

 

ଅମିତା ବଚ୍ଚନ ଓ ରେଖା

ଯେଉଁ ସମୟରେ ଅମିତାଭ ଓ ରେଖା ସମ୍ପର୍କରେ ଥିଲେ ସେତେବେଳେ ଅମିତାଭ ଓ ଜୟା ବଚ୍ଚନ ବାହା ହୋଇ ସାରିଥିଲେ । ଏମାନଙ୍କ ସମ୍ପର୍କ ବହୁତ୍ ଚର୍ଚ୍ଚାରେ ଥିଲେ, ଏମାନେ ପାଖାପାଖି ହେବାକୁ ଲାଗିଲେ । ସେଥିପାଇଁ ଏମାନେ ଚର୍ଚ୍ଚାରେ ଥିଲେ ।

ଜୟା ରେଖାଙ୍କୁ ଘରକୁ ଡ଼ାକି କହିଲେ ସେ ଅମିତାଭ ବଚ୍ଚନ ଙ୍କୁ କେବେ ଛାଡିବେନି, ତେଣୁ ସେ ଅନିତାଭଙ୍କ ଠାରୁ ଦୂରେଇ ରୁହନ୍ତୁ । ତା ପରେ ଦୁଇଜଣ ଅଲଗା ହୋଇଗଲେ । ବଚ୍ଚନ ଙ୍କ ସାଙ୍ଗରେ ଅଫେୟାର ଯୋଗୁଁ ରେଖା ବହୁତ୍ ଚର୍ଚ୍ଚାରେ ଆସିଥିଲେ । ରେଖାଙ୍କ ବ୍ରେକପ୍ ପରେ ତାଙ୍କ କ୍ୟାରିଅର ସଫଳ ହୋଇଥିଲା ।

ତେବେ ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଆପଣଙ୍କର ଫେବ୍ରେଟ ଅଭିନେତ୍ରୀ କିଏ ଅଟନ୍ତି ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *