TV ସିରିଏଲ Kundali Bhagya ରୁ ଫେମସ ହୋଇଥିବା ଷ୍ଟାରଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର, Dheeraj Dhoopar ଙ୍କ ସ୍ତ୍ରୀ ତ ଦେଖିବାକୁ ପୁରା ପରି ଭଳି

ଜି ଟିଭିର ଲୋକପ୍ରିୟ ସିରୀଏଲ କୁଣ୍ଡଳି ଭାଗ୍ୟ ଗୋଟେ ପାରିବାରିକ ସିରୀଏଲ । ସିରୀଏଲରେ କରନ୍ ଓ ପ୍ରୀତାର ଝଗଡ଼ା ତାପରେ ପ୍ରେମ । ଏହି ସିରିଏଲର କାହାଣୀ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ସିରୀଏଲର କଳାକାର ମାନେ ତାଙ୍କ ଚରିତ୍ର କୁ ନିଜର ସୁନ୍ଦର ଅଭିନୟରେ ଜୀବନ୍ତ କରି ଦେଇଥିଲେ । ତେବେ ଏହି ସିରୀଏଲର କଳାକାରମାନଙ୍କ ରିଅଲ ଲାଇଫ ଜୀବନସାଥୀ କିଏ ? ଚାଲନ୍ତୁ ଜାଣିବା ତାଙ୍କର ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ ।

ପ୍ରଥମେ ଜାଣିବା ଏହି ସିରୀଏଲର ହିରୋଇନ ଶ୍ରଦ୍ଧା ଆର୍ୟ୍ୟାଙ୍କ ବିଷୟରେ । ସିରୀଏଲରେ ହିରୋଇନ୍ ଙ୍କ ନାମ ପ୍ରୀତା ଅରୋରା । ପ୍ରୀତାଙ୍କ ଓ ଆରୀୟାନଙ୍କ ବାହାଘର ବିଷୟରେ, ରୁଦ୍ର ପ୍ରିତାଙ୍କଠାରୁ ପ୍ରତିଶୋଧ ନେବାପାଇଁ ଚାହୁଁଥିଲେ, ତାଙ୍କୁ ଲାଗୁଥିଲା ପ୍ରୀତାଙ୍କ ଯୋଗୁଁ ତାଙ୍କ ପରିବାରରେ ଝଗଡ଼ା ଲାଗୁଛି । ଦୁଇଜଣଙ୍କ ମଧ୍ୟରେ ଥିବା ଶତ୍ରୁତା ଥିଲା ତାହା କେବେ ଭଲପାଇବାରେ ବଦଳିଗଲା, କେହି ଜାଣିପାରିଲେ ନାହିଁ ।

ଯଦି ପ୍ରକୃତ ଜୀବନସାଥୀଙ୍କ ବିଷୟରେ କହିବା । ଶ୍ରଦ୍ଧା ନିଜ ପୀଓନ୍ସେ ଜୟନ୍ତୀ ରତିଙ୍କ ସହ ବ୍ରେକପ୍ ପରେ, ଶ୍ରଦ୍ଧା ନିଜ ବୟଫ୍ରେଣ୍ଡ ଆଲମ ମକାରଙ୍କ ସାଙ୍ଗରେ ନଚ୍ ବଲିୟେ ସିଜନ୍ 9 ରେ ନଜର ଆସିଥିଲେ । ଏହି ସୋ ରେ ଦୁଇଜଣ କହିଥିଲେ କି ଦୁଇବର୍ଷ ଭିତରେ ଏମାନେ ବାହା ହୋଇଯିବେ, ଏହା ସହିତ ଦୁଇ ଜଣ ସ୍ଟେଜ ଉପରେ ରିଙ୍ଗ ଏକ୍ଷ୍ଚେଞ୍ଜ ମଧ୍ୟ କରିଥିଲେ । ସିରୀଏଲରେ ସାଧାରଣ ଭଳି ଦେଖା ଯାଉଥିବା ପ୍ରିତା, ବାସ୍ତବ ଜୀବନରେ ବହୁତ୍ ଚାଲାଖ ଓ ଷ୍ଟାଇଲିସ ଦେଖା ଯାଆନ୍ତି ।

ଧିରଜ୍ ଧୁପର

ସିରୀଏଲରେ ପ୍ରିତାଙ୍କ ଉପରେ ଧିରଜ ରାଗନ୍ତି କିନ୍ତୁ ପ୍ରିତାଙ୍କୁ ବହୁତ ଭଲ ପାଆନ୍ତି । ସେଥିପାଇଁ ଯେବେ ପ୍ରିତା ବିପଦରେ ପଡିଥାନ୍ତି, କରନ ଲୁଥ୍ରା ସେତେବେଳେ ତାଙ୍କୁ ରକ୍ଷା କରନ୍ତି । ଧିରଜ୍ ଧୋପର୍ ଙ୍କ ରିଅଲ ଲାଇଫ ସୁନ୍ଦର ସ୍ତ୍ରୀ ନାମ ଅଟେ ବିନି ଆରୋରା । ଏହି ଦୁଇଜଣ ୨୦୧୬ ରେ ବାହା ହୋଇଥିଲେ । ଦୁଇଜଣ ଦୁହିଁଙ୍କୁ ପସନ୍ଦ କରିଥିଲେ, ସେମାନେ ସବୁବେଳେ ଅନେକ ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରନ୍ତି ।

ରୁହୀ ଚତୁର୍ବେଦି

ଏହି ଅଭିନେତ୍ରୀ ପ୍ରିତା ଓ କରନଙ୍କର ପରିବାରକୁ ବିପଦରେ ପକେଇବା ପାଇଁ ଚାହୁଁଥିଲେ ମଧ୍ୟ ବାସ୍ତବ ଜୀବନରେ ଏହି ଅଭିନେତ୍ରୀ ସମସ୍ତଙ୍କ ସାଙ୍ଗରେ ମିଶି କି ରୁହନ୍ତି । ସିରୀଏଲରେ ସେ ରିଶବ୍ ଲୁଥରଥ୍ରାଙ୍କ ସହିତ ବାହା ହୋଇଛନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ତାଙ୍କ ବେଷ୍ଟ ଫ୍ରେଣ୍ଡ ସୁଦ୍ଭେନ୍ଦ୍ରଙ୍କ ସହିତ ବାହା ହୋଇଛନ୍ତି ।

ସୁପ୍ରିୟା ଶୁକ୍ଳା

ସିରୀଏଲରେ ସେ ପ୍ରୀତାଙ୍କ ମା ରୋଲରେ ଭଲ ଅଭିନୟ କରିଛନ୍ତି । ତାଙ୍କ ବାସ୍ତବ ଜୀବନର ଜୀବନ ସାଥିଙ୍କ ନାମ ହରିଲ ଶୁକ୍ଲା । ତାଙ୍କ ସ୍ବାମୀ ଜଣେ ଫିଲ୍ମ ପ୍ରଡ୍ୟୁସର, ତାଙ୍କର ଗୋଟେ ଝିଅ ଅଛି, ତାର ନାମ ଝନକ ଶୁକ୍ଲା । ଝନକ୍ ଲୋକପ୍ରିୟ ସିରୀଏଲ କରିସ୍ମା କି କରିସ୍ମା ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ଅଞ୍ଜୁମ୍ ଫକି

ଏହି ସିରୀଏଲରେ ଅଭିନେତା ଥିବା ଅଭିଷେକ କପୁର ଯିଏ ଏହି ସିରିଏଲ ରେ ସମୀର ଚରିତ୍ରରେ ନଜର ଆସୁଛନ୍ତି ଓ ଅଞ୍ଜୁମ ଦୁଇଜଣ ଦୁହିଁଙ୍କୁ ଡେଟ୍ କରୁଛନ୍ତି । କୁଣ୍ଡଳୀ ଭାଗ୍ୟ ସିରୀଏଲ ଯୋଗୁଁ ଦୁହେଁ ଦୁହିଁଙ୍କୁ ଭଲ ପାଇଲେ ଓ ଦୁଇଜଣ ବହୁତ୍ ଶୀଘ୍ର ବାହା ମଧ୍ୟ ହେବେ । ସେ ଇନଷ୍ଟାଗ୍ରାମ ରେ ତାଙ୍କର ଡିଫ୍ରେଣ୍ଟ ପୋଜରେ ଫଟୋ ଶେୟାର କରିଥାନ୍ତି ।

ମନିତ୍ ଜୋରା

ସୋ ରେ ମନିତ  ଜୋରା ଋଷଭ ଲୁଥ୍ରା କ୍ୟାରେକ୍ଟର ନିଭାଉଥିବାର ନଜର ଆସନ୍ତି । ମନିତ ଜୋରା ଏକ୍ଟ୍ରେସ ଓ ମଡେଲ ମନିକା ଦାଣ୍ଡାଙ୍କୁ ଡେଟ୍ କରୁଛନ୍ତି । ସେମାନେ ଖୁବ ଶୀଘ୍ର ବାହା ହେବାକୁ ଯାଉଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ ସବୁଠୁ ଅଧିକ କେଉଁ ଯୋଡି ପସନ୍ଦ ଆସିଲା ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *