‘ରାସ୍ତା ଉପରେ ଆଜିକାଲି ପୁଅଝିଅ ମାନେ ଯେମିତି ପ୍ରେମ କରୁଛନ୍ତି ଛି !…ଛି !…କୁକୁର ବି ଏମିତି ହେବେନି…’ ଅଭିନେତା Gyana Barik

ବନ୍ଧୁଗଣ, କମେଡିଆନ ଜ୍ଞାନ ବାରିକ ପ୍ରେମ କୁ ନେଇ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ପୁଅ ଝିଅ ମାନେ ବର୍ତ୍ତମାନ ଯେଉଁଭଳି ଭଲ ପାଉଛନ୍ତି, ଯେମିତି ରାସ୍ତାରେ କୁକୁର ସେହିଭଳି । ମାତ୍ର କୁକୁର ଙ୍କର ତ ଗୋଟିଏ ଶିଷ୍ଟାଚାର ଅଛି ଯେ ଲୋକ ଆସୁଛନ୍ତି କଡେଇଯାଏ । ମଣିଷ ର ସେତିକି ନାହିଁ । ସେ କହିଛନ୍ତି ଯେ ସେ କିଟ କଲେଜ କୁ ଯାଇଥିଲେ, କୁଆଡୁ ବାହାରୁ ଆସିଛନ୍ତି ପୁଅ ଝିଅ, ଆସି ସେମାନେ ରୋଡ ଉପରେ ଯାହା ହେଉଥାନ୍ତି ତାହା କହିବାକୁ ଖରାପ ଲାଗୁଛି । 

ଏହି ଦୃଶ୍ୟ ଜ୍ଞାନ ତାଙ୍କ ସ୍ତ୍ରୀ କୁ ନେଇ ଯାଉଥିବା ସମୟରେ ତାଙ୍କ ସ୍ତ୍ରୀ ଦେଖି ଜ୍ଞାନ ଙ୍କୁ କହିଲେ । ମାତ୍ର ଏହିସବୁ କ’ଣ ଚାଲିଛି ରୋଡ ଉପରେ ? ସମସ୍ତଙ୍କୁ ମାଡ ମାରି ସାବାଟ କରିବା କଥା । ଜ୍ଞାନ ନିଜେ କଳା ଲାଇନ ରେ ଅଛନ୍ତି ଏବଂ ଯଦି ସେମାନେ କିଛି ଅପ୍ରିତିକର ସିନ କରୁଛନ୍ତି ତେବେ ସେମାନେ ଖରାପ ସିନ ଏହିଭଳି ହୁଏ ଏବଂ ଭଲ ସିନ ଙ୍କୁ ଗ୍ରହଣ କରି କାର୍ଯ୍ୟରେ ଲଗାନ୍ତୁ ବୋଲି ବାର୍ତ୍ତା ଦେଇଥାନ୍ତି ।

ମାତ୍ର ସେମାନେ ଭଲ ମନ୍ଦ ଦେଖାଇଥାନ୍ତି । ଆଜିକାଲି ପ୍ରେମ କରି ଘରଦ୍ଵାର ସବୁ ଛାଡି ଦେଉଛନ୍ତି । ଏହା କେଉଁଭଳି କାମ ? ମାତ୍ର ପ୍ରେମ ଯଦି କରୁଛ ବିବାହ ପରେ ସବୁକିଛି ହେବ ଏଭଳି ସୁନିଶ୍ଚିତ କରି ମିଶି ରୁହ । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ହିଁ ବିବ୍ରାଟ ହେଉଛି ବୋଲି ଜ୍ଞାନ କହିଛନ୍ତି ।

ସେ ଗାଡିଅନ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ପୁଅ ଝିଅ ଙ୍କୁ ପଠାଉଛନ୍ତି ସେମାନେ ଟିକିଏ ଆନାଲାସିସ କରି ପଠାନ୍ତୁ । ସେ ଦିଲ୍ଲୀ ରେ କଣ କରୁଛି ତଥା ଭୁବନେଶ୍ଵରରେ କ’ଣ କରୁଛି ପ୍ରତିଦିନ ଭି-ଡି-ଓ କଳା କରି ପଚାରନ୍ତୁ । ମାତ୍ର ଯଦି ପିଲାଛୁଆ ଙ୍କୁ ଆକଟ କରିପାରିବେ ନାହିଁ ତେବେ ପିଲା ଜନ୍ମ କରନ୍ତୁ ନାହିଁ ବୋଲି କହିଛନ୍ତି ଜ୍ଞାନ ।

ଆଜିର ଯୁବପିଢୀ ଙ୍କୁ ସେ କହିଛନ୍ତି ଯେ ଜୀବନରେ ଏଭଳି ପ୍ରେମରେ ପଡି ପଇସା ବରବାଦ କରିବା ବଦଳରେ କିଛିଟା ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଲେ ଉଚିତ ହେବ । ତେବେ ବନ୍ଧୁଗଣ ଜ୍ଞାନ ଏହିଭଳି ମନ୍ତବ୍ୟ ଦେଇଛନ୍ତି । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *