ଅନେକ ସମୟରେ ଯୌ-ତୁ-କ ପାଇଁ ହେଉ ବା ଅନ୍ୟ କେଉଁ କାରଣ ପାଇଁ ହେଉ ଶାଶୁଘର ଲୋକେ ବୋହୂକୁ ନି-ର୍ଯ୍ୟା-ତ-ନା ଦେଉଥିବାର ଖବର ତ ଆପଣ ଶୁଣିଥିବେ । କିନ୍ତୁ ଏହି ମା-ମ-ଲା ରେ ଏହା ଓଲଟା ହୋଇଛି ।
ଘରର ବଡ ବୋହୂ ତାଙ୍କ ମା ସମାନ ବୃଦ୍ଧା ଶାଶୁଙ୍କୁ ଅତି ଦ-ୟ-ନୀ-ୟ ଭାବେ ମଝି ରାସ୍ତାରେ ଗ-ଡେ-ଇ ତ-ଡେ-ଇ ମା-ଡ ମା-ରୁ-ଥି-ବା ବେଳର ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ଯାହା ଦେଖିଲେ ଆପଣ ମଧ୍ୟ ଆହା! କହି କାନ୍ଦି ପକାଇବେ ।
ଏହି ଅଭାବନୀୟ ଘ-ଟ-ଣା-ଟି ହେଉଛି ବରଗଡ ଜିଲ୍ଲାର ବରପାଲି ପଡାର । ସେଠାରେ ବିଧବା ଶାଶୁ ସାବିତ୍ରୀ ରାଉତଙ୍କୁ ତାଙ୍କ ବଡ ବୋହୂ ମଞ୍ଜୁଲତା ରାଉତ ମା-ଡ ମା-ରି-ଥି-ବା-ର ଅ-ଭି-ଯୋ-ଗ ହୋଇଛି । ଗତ କିଛି ଦିନ ତଳେ ସାବିତ୍ରୀଙ୍କ ବୋହୂ ମଞ୍ଜୁଲତା, ତାଙ୍କ ମା ଏବଂ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଘର ବାହାରେ ଘୋ-ଷା-ଡ଼ି ଘୋ-ଷା-ଡ଼ି ମା-ଡ ମା-ରି-ଥି-ଲେ । ବୋହୂ ଜଣଙ୍କ ତାଙ୍କ ଶାଶୁଙ୍କୁ ଚ-ପ-ଲରେ ମା-ଡ ମା-ରୁ-ଥି-ବା-ର ଭିଡିଓରେ ଦେଖିବାକୁ ମିଳିଛି ।
ସାବିତ୍ରୀଙ୍କ ବଡ ପୁଅଙ୍କର ଦେଢ ବର୍ଷ ହେଲା ନି-ଧ-ନ ହୋଇ ଯାଇଥିବାରୁ, ତାଙ୍କ ବୋହୂ ମଞ୍ଜୁଲତାଙ୍କ ପାଖେ ରହୁଛନ୍ତି ସାବିତ୍ରୀ । ଏକାଠି ରହୁଥିବା ବେଳେ ତାଙ୍କ ମଧ୍ୟରେ ପ୍ରାୟତଃ କ-ଳି ଝ-ଗ-ଡା ଲାଗିଥାଏ । ତେବେ ପୂର୍ବରୁ ମଧ୍ୟ ଏହିପରି କେତେ ଥର ତାଙ୍କୁ ମା-ଡ ମା-ରି-ଥି-ବା ଅ-ଭି-ଯୋ-ଗ କରିଛନ୍ତି ଶାଶୁ ସାବିତ୍ରୀ । ବୋହୂଙ୍କର ଏପରି ଅ-ମା-ନ-ବୀ-ୟ କା-ଣ୍ଡ ପାଇଁ ସେ ପୂର୍ବରୁ ଟା-ଉ-ନ ଥା-ନା ଦ୍ଵାରସ୍ଥ ହୋଇ ଲିଖିତ ଅ-ଭି-ଯୋ-ଗ କରିଥିଲେ ମଧ୍ୟ ସେମାନେ କୌଣସି ପ-ଦ-କ୍ଷେ-ପ ନେଇ ନାହାନ୍ତି । ସେଥିପାଇଁ ସାବିତ୍ରୀ ଏବେ ଏସପି ଙ୍କ ଦ୍ଵାରସ୍ଥ ହୋଇଛନ୍ତି ।
ତେବେ ଟା-ଉ-ନ ଥା-ନା ପୋ-ଲି-ସ ତାଙ୍କୁ ଏସପି ଙ୍କ ପାଖରୁ ଆଣି ପଚରା ଉଚରା କରିବା ସହ ବୁଝାସୁଝା କରିଛି । ମାତ୍ର ମା-ଡ ମା-ରି-ଥି-ବା ବୋହୂ ଉପରେ ଦୃ-ଢ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ବୋଲି ଦାବି କରିଛନ୍ତି ଶାଶୁ ସାବିତ୍ରୀ । ଚ-ପ-ଲ, ହେଉ ବା ବା-ଡି ପ-ଥ-ର ସବୁଥିରେ ଶାଶୁଙ୍କୁ ନି-ର୍ଦ୍ଦ-ୟ ଭାବେ ପି-ଟ-ନ୍ତି ବୋହୂ ।
ସାହି ପଡିଶା ମଧ୍ୟ ଏଥିପାଇଁ କୌଣସି ସ୍ଵର ଉଠାଉ ନାହାନ୍ତି । ବୋହୂର ଅ-କ-ଥ-ନୀ-ୟ ନି-ର୍ଯ୍ୟା-ତ-ନା ସ-ହି ନ ପାରି କାନ୍ଦି ପକାଉଛନ୍ତି ଶାଶୁ ସାବିତ୍ରୀ । ଘରେ ହେଉ ବା ବାହାରେ ଗୋ-ଡା-ଇ ଗୋ-ଡା-ଇ ତାଙ୍କୁ ସବୁବେଳେ ଏହିପରି ଯେତେବେଳେ ଯାହା ମିଳିଲା ସେଥିରେ ମା-ଡ ମା-ର-ନ୍ତି ବଡ ବୋହୂ ମଞ୍ଜୁଲତା ।
ଭିଡିଓରେ ବୃଦ୍ଧା ବିଧବା ଶାଶୁଙ୍କୁ ଏହିପରି ମା-ଡ ମା-ରୁ-ଥି-ବାର ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ମଧ୍ୟ କାନ୍ଦି ଉଠିବ । ତେବେ ଆମେ ଆଶା କରୁଛୁ ଟା-ଉ-ନ ଥା-ନା ପୋ-ଲି-ସ ଶୀଘ୍ର ଏହି ଘ-ଟ-ଣାର ସମାଧାନ କରି ବୋହୁଙ୍କ ବି-ରୋ-ଧ-ରେ କ-ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶାଶୁଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବ ।
ତେବେ ଏହି ଘ-ଟ-ଣା ପ୍ରତି ଆପଣଙ୍କ ମତାମତ କଣ , ବୋହୁକୁ କି ଦଣ୍ଡ ମିଳିବା ଉଚିତ କମେନ୍ଟ କରନ୍ତୁ ଓ ଆଗକୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ