ସବୁଠୁ ବଡ ଅୟାସୀ ଅଟନ୍ତି Ranveer Singh, ପିଲା ବେଳରୁ ହିଁ ଆରମ୍ଭ କରି ଦେଇଥିଲେ ଏହି ଖରାପ କାମ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏମିତି ଏକ ଷ୍ଟାର ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ କମ ସମୟରେ ବଲିଉଡରେ ସଫଳତା ପାଇଛନ୍ତି । ଏହି ଅଭିନେତା ଜଣକ ଷ୍ଟାର କିଡ ହେଇ ନଥିଲେ ମଧ୍ୟ କେବଳ ଗୋଟିଏ ଫିଲ୍ମ ପରେ ଗୋଟେ ପରେ ଗୋଟେ ଫିଲ୍ମ କରିବାର ମଉକା ପାଇଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ସୁପର ଷ୍ଟାର ରଣବିର ସିଂହ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଷ୍ଟାର ରଣବିର ସିଂହଙ୍କୁ ନିଶ୍ଚୟ ଜାଣିଥିବେ ।

ରଣବିର ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ପ୍ରଥମେ ରଣବିରଙ୍କ ବିଷୟରେ ତାଙ୍କ ଫ୍ୟାନ୍ସ ମାନେ ଅଧିକ କିଛି କଥା ଜାଣିନଥିଲେ ହେଲେ ରଣବିର ଯେତେ ଯେତେ ଲାଇମ ଲାଇଟର ସାମ୍ନାକୁ ଆସିଲେ ତାଙ୍କ ବିଷୟରେ ସେତେ କଥା ଜାଣିବାକୁ ମିଳିଲା । ଆଜି ଆମେ ଆପଣ ମାନଙ୍କୁ ରଣବିର ସିଂହଙ୍କ ଜୀବନ ସହ ଜଡିତ କିଛି ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ, ଯାହା ବହୁତ କମ ଲୋକ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା ରଣବିର ସିଂହଙ୍କ ବିଷୟରେ ।

ରଣବିର ସିଂହଙ୍କର ପ୍ରଥମ ରହସ୍ୟ ହେଉଛି ରଣବିର ହେଉଛନ୍ତି ବଲିଉଡର ଦିଗଜ କଳାକାର ଅନିଲ କପୁରଙ୍କ ପରିବାରର ସଦସ୍ୟ, ଏହା ସହିତ ରଣବିର ନିଜ ପିଲା ବେଳରୁ ସେକ୍ସୋହଲିକ ଅଛନ୍ତି । ଏହି କଥା ସେ ନିଜେ ମାନି ମଧ୍ୟ ଛନ୍ତି । ଏହା ସହିତ ରଣବିର ବଲିଉଡର କେତେକ ଡାଇରେକ୍ଟର ମାନଙ୍କ ସହ ମଧ୍ୟ ଏହି ସମ୍ବନ୍ଧ ରଖିଛନ୍ତି ।

ଯେବେ ଠାରୁ ରଣବିରଙ୍କ ପତ୍ନୀ ଦୀପିକା ପାଦୁକୋନ ଡ୍ରଗ୍ସ କେସକୁ ନେଇ ଚର୍ଚାରେ ଆସିଛନ୍ତି ସେବେ ଠାରୁ ରଣବିରଙ୍କ ସହ ଜଡିତ ବହୁତ କିଛି ରହସ୍ୟର ଖୁଲାସା ହୋଇଛି । ମିଡିଆ ସାମ୍ନାରେ ରଣବିର ନିଶା ସେବନ କଥା ମାନି ନ ଥିଲେ ମଧ୍ୟ ଅସଲ ଜୀବନରେ ରଣବିର ବହୁତ ଅଧିକ ନିଶା ସେବନ କରନ୍ତି । ଏହା ଛଡା ଦୀପିକା ଓ ରଣବିର ମୁମ୍ବାଇର କୋକୋ କ୍ଲବରେ ଡ୍ରଗ୍ସ ପାର୍ଟି ମଧ୍ୟ କରନ୍ତି । ଏହା ବ୍ଯତୀତ ରଣବିର ବହୁତ ଥର ନିଶା ସେବନ କରିଥିବା ଅବସ୍ତାରେ ନଜର ଆସିଛନ୍ତି ।


ରଣବିର ବିଭିନ୍ନ ଆଡରେ କାମ କରିଛନ୍ତି ହେଲେ ଗୋଟେ ଡ୍ୟୁରେକ୍ସ କଣ୍ଡମ ଆଡରେ ରଣବିର ନିଜର ସବୁ ସୀମାକୁ ହରାଇ ବସିଥିଲେ । ସେହି ଆଡକୁ ଶେଷରେ ବ୍ୟାନ କରିବାକୁ ପଡିଥିଲା । ଏହା ସହିତ ରଣବିର ନିଜର ସ୍କୁଲ ଟାଇମରେ ମଧ୍ୟ ପକେଟରେ କଣ୍ଡମ ନେଇ ବୁଲୁଥିଲେ । ଏହି ବିଷୟରେ ସେ ମିଡିଆକୁ କହିଥିଲେ ଯେ, ପ୍ରୋଟେକ୍ସନର ଆବଶ୍ୟକତା କୌଣସି ଲୋକକୁ ଯେକୌଣସି ସମୟରେ ଆସିପାରେ ।

ବଲିଉଡକୁ ଆସିବା ପାଇଁ ରଣବିର ବହୁତ ସଂଘର୍ଷ ଏବଂ କଷ୍ଟ କରିଛନ୍ତି ହେଲେ ଏହା ବ୍ଯତୀତ ରଣବିର କାଷ୍ଟିଙ୍ଗ କାଉଚର ଶିକାର ମଧ୍ୟ ହୋଇଛନ୍ତି । ରଣବିର ନିଜର ପ୍ରଥମ ଫିଲ୍ମରେ ଏହି କାଷ୍ଟିଙ୍ଗ କାଉଚର ଶିକାର ହୋଇଥିଲେ ଯେଉଁଠି ଫିଲ୍ମ ମେକର ମାନେ ରଣବିରଙ୍କ ସହ ଏହି ସମ୍ବନ୍ଧ ରଖିବାର କଥା କହିଥିଲେ । ତେବେ ବନ୍ଧୁଗଣ ଏହା ଥିଲା ରଣବିରଙ୍କ ଜୀବନର କିଛି ରହସ୍ୟମୟ କଥା ଯାହା ବିଷୟରେ ବହୁତ କମ ଲୋକ ହିଁ ଜାଣିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *