Bollywood ର ଏହି 4 ଜଣ ସିଙ୍ଗର ଙ୍କ ପତ୍ନୀ ଦେଖିବାକୁ କୌଣସି ଅପ୍ସରା ଠୁ ବି ନୁହଁନ୍ତି କମ, କିନ୍ତୁ ମିଡିଆ ଠାରୁ ରୁହନ୍ତି ଦୂରରେ

ବନ୍ଧୁଗଣ ସାଧାରଣତଃ ବଲିଉଡ ଅଭିନେତା ମାନଙ୍କ ପତ୍ନୀ ଅଧିକାଂଶ ସମୟ ଲାଇମ ଲାଇଟରେ ରହିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଏହି ଷ୍ଟାର ମାନେ ନିଜର ପାର୍ଟନର ମାନଙ୍କ ସହ ଲାଇମ ଲାଇଟରେ ମଧ୍ୟ ବହୁତ ନଜର ଆସିଥାନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛିଟା ବଲିଉଡ ସିଙ୍ଗର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଏହି ସିଙ୍ଗର ମାନଙ୍କ ପାର୍ଟନର ଅଧିକାଂଶ ଲାଇମ ଲାଇଟରେ ନଜର ଆସିନଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ବଲିଉଡ ସିଙ୍ଗର ମାନଙ୍କ ପାର୍ଟନରଙ୍କ ବିଷୟରେ ।

ସୁନିଧି ଚୌହାନ

ବଲିଉଡର ଜଣେ ସଫଳ ସିଙ୍ଗର ରୂପେ ପରିଚିତ ଅଛନ୍ତି ସୁନିଧି ଚୌହାନ । ସେ ବଲିଉଡର ବହୁତ ଫିଲ୍ମରେ ଗୀତ ଗାଇଛନ୍ତି । ସୁନିଧି ୨୦୦୨ରେ ବବି ଖାନଙ୍କ ସହ ବିବାହ କରିଥିଲେ । ହେଲେ ଏହି ବିବାହଟି ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ୧ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଏହା ପରେ ସୁନିଧି ୨୦୧୨ ରେ ହିତେଶ ସୋନିଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ ।

ଶ୍ରେୟା ଘୋସଲ


ଆପଣମାନେ ସମସ୍ତେ ବଲିଉଡର ଲୋକପ୍ରିୟ ସିଙ୍ଗର ଶ୍ରେୟା ଘୋସଲଙ୍କୁ ନିଶ୍ଚୟ ଜାଣିଥିବେ । ଶ୍ରେୟା ୨୦୧୫ ରେ ଆଦିତ୍ୟ ମୁକାବାଧ୍ୟାଙ୍କ ସହ ବିବାହ କରିଥିଲେ । ଶ୍ରେୟା ବଲିଉଡରେ ବହୁତ ସୁପର ହିଟ ଗୀତ ଗାଇଛନ୍ତି । ଏହା ସହିତ ଶ୍ରେୟା ୪ଟି ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ଓ ଶ୍ରେୟାଙ୍କ ପାଖରେ ୭ଟି ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ଅଛି । ଭାରତରେ ଶ୍ରେୟାଙ୍କର ଲୋକପ୍ରିୟତା ବହୁତ ଅଧିକ ।

ନୀତି ମୋହନ

ନୀତି ମୋହନ ବଲିଉଡରେ ନିଜ ନାମକୁ ବହୁତ ବଡ କରିସାରିଛନ୍ତି । ନୀତିଙ୍କ ସମସ୍ତ ଗୀତକୁ ଲୋକମାନେ ବହୁତ ପସନ୍ଦ କରନ୍ତି ଓ ସେ ବହୁତ ସୁପର ହିଟ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି । ସେ ଏହି କିଛି ଦିନ ପୂର୍ବରୁ ବିବାହ କରିଛନ୍ତି ନୀହାର ପାଣ୍ଡିଆଙ୍କ ସହ ।

ସୋନୁ ନିଗମ


ଆପଣ ମାନେ ସମସ୍ତେ ବଲିଉଡର ସଫଳ ସିଙ୍ଗର ସୋନୁ ନିଗମଙ୍କୁ ନିଶ୍ଚୟ ଜାଣିଥିବେ । ଶୋନୁ ବଲିଉଡରେ ବହୁତ ସୁପର ହିଟ ଗୀତ ଗାଇଛନ୍ତି । ତାଙ୍କର ସମସ୍ତ ଗୀତକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ମହାନ ଗାୟକ ମାନଙ୍କ ମଧ୍ୟରେ ସୋନୁ ନିଗମଙ୍କର ନାମ ରହିଛି । ସେ ୨୦୦୨ ମସିହାରେ ମଧୁରମା ନିଗମଙ୍କ ସହ ବିବାହ କରିଥିଲେ, ମଧୁରମା ହେଉଛନ୍ତି ଜଣେ ମଡେଲ ।

କୈଳାସ ଖେର

ଆପଣମାନେ ସମସ୍ତେ କେଲାସ ଖେରଙ୍କୁ ନିଶ୍ଚୟ ଜାଣିଥିବେ । କୈଳାସ ଖେର ବଲିଉଡରେ ସଫଳତା ପାଇଛନ୍ତି । କୈଳାସ ବହୁତ ବଡ ବଡ ଫିଲ୍ମ ତଥା ‘ବାହୁବଲି’ ଆଦିରେ ଗୀତ ଗାଈ ନିଜର ଲୋକପ୍ରିୟତକୁ ବୃଦ୍ଧି କରିଛନ୍ତି । କୈଳାସ ୨୦୦୯ ରେ ଶୀତଲ ଖେରଙ୍କ ସହ ବିବାହ କରିଥିଲେ । ଶୀତଲ କୈଳାସ ଙ୍କ ଠାରୁ ଉଚ୍ଚତାରେ ବଡ ଅଛନ୍ତି । ହେଲେ ଏହି ଦୁଇଜଣ ପରସ୍ପରକୁ ବହୁତ ପ୍ରେମ କରନ୍ତି ।

ବାଦଶାହ

ବାଦଶାହଙ୍କ ରିଅଲ ନାମ ଅଟେ ଆଦିତ୍ୟ ପ୍ରତୀକ ସିଂହ ସିସୋଦିଆ ଯିଏ କି ଜଣେ ରାମପର ଅଟନ୍ତି, ସିଙ୍ଗର ଅଟନ୍ତି । ସେ ଉଭୟ ପଞ୍ଜାବୀ ଓ ହିନ୍ଦୀ ଗୀତ ଗାନ୍ତି । ଲୋକମାନେ ତ ତାଙ୍କ ଗୀତର ଦିଵାନ ଆତନ୍ତି । ତାଙ୍କ ବିବାହ ଜାସମିନ ଙ୍କ ସହିତ ହୋଇଥିଲା ଓ ଏହି ଯୋଡି ଟି ବହୁତ ସୁନ୍ଦର ଲାଗେ ।

ଅରିଜିତ ସିଂହ

ଅରିଜିତ ସିଂହ ଙ୍କୁ ଆଶିକି 2 ର ସଙ୍ଗ ‘ତୁମ ହି ହୋ’ ରୁ ପରିଚୟ ମିଳିଲା । ତା ପରେ ଧୀରେ ଧୀରେ ସେ ଫେମସ ହେବାକୁ ଲାଗିଲେ । ତାଙ୍କର ବିବାହ ୨୦୧୩ ରେ ରୂପରେଖା ବାନାର୍ଜୀ ଙ୍କ ସହିତ ବିବାହ ହୋଇଥିଲା । ଏମାନଙ୍କ ଏହି ସମ୍ପର୍କ ଅଧିକ ଦିନ ଚାଲିଲା ନାହିଁ ଓ ସେ ୨୦୧୪ ରେ କୋଏଲ ରୟଙ୍କ ସହିତ ବିବାହ କରିନେଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *