ରାନୀ ସିରିଏଲ ସରିବା ପରେ ବର୍ତ୍ତମାନ କଣ କରୁଛନ୍ତି ରାନୀ, ଦେଖନ୍ତୁ ତାଙ୍କର ଫାମିଲି ଆଲବମ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣ ମାନେ ଶୀତଲ ପଟ୍ଟନାୟକ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଶୀତଲ ପଟ୍ଟନାୟକ ଙ୍କ ଜୀବନୀ ବା ପରିବାର ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଶୀତଲ ପଟ୍ଟନାୟକ ଓଡିଆ ଟିଭି ସିରିଏଲ ର ଜଣେ ଜଣା ଶୁଣା ଅଭିନେତ୍ରୀ, ଯିଏ ରାନୀ ସିରିଏଲ କରିବା ପରେ ଖୁବ ଫେମସ ହୋଇଗଲେ ଯାହାଙ୍କୁ ସମସ୍ତେ ରାନୀ ଭାବରେ ଜାଣିବାକୁ ଲାଗିଲେ ।

ତା ହେଲେ ଫ୍ରେଣ୍ଡ୍ସ ଆପଣ ମାନେ ଶୀତଲ ପଟ୍ଟନାୟକ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ତାଙ୍କୁ ରାନୀ ସିରିଏଲ ରେ ମୁଖ୍ୟ ଚରିତ୍ର ରାନୀ ଚରିତ୍ରରେ ଅଭିନୟ କରୁଥିବାର ବେଶ ଭଲ ଭାବରେ ଦେଖିଥିବେ । ତାଙ୍କର ଜବରଦସ୍ତ ଆକଟିଂ ପାଇଁ ରାନୀ ସିରିଏଲ ଟି ନମ୍ବର 1 ସିରିଏଲ ହୋଇ ପାରିଥିଲା ।

ରାନୀ ସିରିଏଲରେ ରାନୀ ଙ୍କର ଜବରଦସ୍ତ ଆକଟିଂ ପାଇଁ ସେ ଲୋକପ୍ରିୟ ହୋଇ ପାରିଛନ୍ତି । ଲୋକମାନେ ମଧ୍ୟ ରାନୀ ଚରିତ୍ରରେ ତାଙ୍କୁ ଖୁବ ପସନ୍ଦ କରୁଥିଲେ । ଶୀତଲ ପଟ୍ଟନାୟକ ରାନୀ ନାମରେ ଖୁବ ଚର୍ଚ୍ଚିତ । ରାନୀ ସିରିଏଲ ସରିବା ପରେ ଆପଣଙ୍କର ମୁଖ୍ୟ ଅଭିନେତ୍ରୀ ରାନୀ ‘ରଖିଲେ ସିଏ ମାରିବ କିଏ’ ସିରିଏଲ ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସୁଛି । ତାଙ୍କର ଜବରଦସ୍ତ ଆକଟିଂ ପାଇଁ ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇ ପାରିଛନ୍ତି । ରାନୀ ତାଙ୍କ ପରିବାର ଲୋକଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ବାପା, ମା, ଓ ତାଙ୍କ ସାନ ଭଉଣୀ ଅଛନ୍ତି । ତାଙ୍କ ମା ବି ଜଣେ ଅଭିନେତ୍ରୀ ଅଟନ୍ତି ।

ତାଙ୍କ ମା ଙ୍କୁ ତ ଆପଣ ମାନେ କୁଆଁରୀ ବୋହୁ ସିରିଏଲ ରେ ଦେବିକା ରାଣୀ ଚରିତ୍ରରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ । ଆଉ ତାଙ୍କ ସାନ ଭଉଣୀ କୁନି ରାନୀ ଭାବେ ପରିଚିତ । ଯିଏ କି ରାନୀ ସିରିଏଲ ରେ ଶିଶୁ ଚରିତ୍ରରେ ଅଭିନୟ କରୁଥିଲେ ଓ ସେ କୁନି ରାନୀ ଭାବରେ ବେଶ ପରିଚିତ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ରାନୀ କେମିତି ଲାଗନ୍ତି ବା ତାଙ୍କ ଆକଟିଂ ଆପଣଙ୍କୁ କେମିତି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଆମ ସହିତ ରହିବା ପାଇଁ ଓ ଓଲିଉଡ ଦୁନିଆର ସବୁ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *