ନିଜର ଅଜବ ଡ୍ରେସ ଷ୍ଟାଇଲ ପାଇଁ ଏହି 4 ଜଣ Actress ଙ୍କୁ ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଲା ଲଜ୍ଜିତ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ ଓ ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଦେଖିଥିବେ । ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ମାନେ ବର୍ତ୍ତମାନ ଡ୍ରେସିଙ୍ଗ ଷ୍ଟାଇଲ ମାମଲାରେ ବଲିଉଡ ଅଭିନେତ୍ରୀ ମାନଙ୍କ ସହ ଟକ୍କର ଦେଉଛନ୍ତି । ଏହି ଅଭିନେତ୍ରୀ ମାନେ ନିଜକୁ ସୁନ୍ଦର କରିବା ପାଇଁ ବହୁତ କିଛି କରିଥାନ୍ତି ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ଡ୍ରେସ ପାଇଁ ଲଜ୍ଜିତ ହୋଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


୧. ନିୟା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିୟା ଶର୍ମା । ନିୟା ନିଜର ସେକ୍ସି ଓ ସୁନ୍ଦର ଲୁକ୍ ଦ୍ଵାରା ବହୁତ ଲୋକଙ୍କ ମନକୁ ଜିତି ସାରିଛନ୍ତି । ନିୟା ନିଜର ଲୁକ୍ ପାଇଁ ବହୁତ ସମୟ ଲାଇମ ଲାଇଟରେ ରହିଥାନ୍ତି । ହେଲେ ୨୦୧୬ର ଆୱାର୍ଡ ଫଙ୍କସନ ସମୟରେ ନିୟା ଏକ ଧଳା ରଙ୍ଗର ଗାଉନ ପିନ୍ଧି ଆସିଥିଲେ । ସେହି ଡ୍ରେସକୁ ପିନ୍ଧିବା ଦ୍ଵାରା ନିୟାଙ୍କ କ୍ଲିଭେଜ ବହୁତ ଅଧିକ ନଜର ଆସୁଥିଲା । ଯାହା ଫଳରେ ସେହି ସମୟରେ ନିୟା ଲଜ୍ଜିତ ହୋଇଥିଲେ ।

ଜସ୍ମିନ ଭାସିନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଜସ୍ମିନ ଭାସିନ । ବନ୍ଧୁଗଣ ଆଜିକାଲି ଜସ୍ମିନ ‘ବିଗବସ ୧୪’ ରେ ନଜର ଆସୁଛନ୍ତି, ଜସ୍ମିନଙ୍କୁ ସମସ୍ତ ପ୍ରକାରର ଡ୍ରେସ ମାନି ଥାଏ । ହେଲେ Z ee ଆୱାର୍ଡ ୨୦୧୬ ସମୟରେ ଜସ୍ମିନ ଏକ ବ୍ୟାକଲେସ ଗାଉନ ପିନ୍ଧିଥିଲେ । ଏହି ଗାଉନକୁ ପିନ୍ଧିବା ଦ୍ଵାରା ଜସ୍ମିନଙ୍କର ସାଇଡ କ୍ଲିଭେଜ ବହୁତ ଅଧିକ ନଜର ଆସୁଥିଲା । ଯାହାଫଳରେ ଜସ୍ମିନଙ୍କୁ ସେହି ସମୟରେ ଲଜ୍ଜିତ ହେବାକୁ ପଡିଥିଲା ।

ହୀନା ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ହୀନା ଖାନ । ବର୍ତ୍ତମାନ ହୀନା ନିଜର ଅଭିନୟ ଓ ସୁନ୍ଦରତା ଦ୍ଵାରା ଟିଭି ଇଣ୍ଡଷ୍ଟ୍ରିରେ ଏକ ନୂଆ ପରିଚୟ କରିସାରିଛନ୍ତି । ହୀନା ଖାନ ଫିଲ୍ମ ଫେଷ୍ଟିଭାଲରେ ନିଜ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ଆକର୍ଷିତ କରି ଦେଇଥିଲେ । ହେଲେ ଇଣ୍ଡିଆନ ଟେଲି ଆୱାର୍ଡ ସମୟରେ ହୀନା ଏକ ମଲ୍ଟି କଲରର ଶିମରି ଗାଉନ ପିନ୍ଧିଥିଲେ । ହେଲେ ସେହି ଗାଉନ ପାଇଁ ହୀନା ଲଜ୍ଜିତ ହୋଇଥିଲେ । କାରଣ ସେହି ଗାଉନକୁ ହୀନା ବାରମ୍ବାର ଠିକ କରୁଥିଲେ ।

ଏରିକା ଫର୍ନାଣ୍ଡିଜ-ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସିରିଏଲ ‘କସୋଟୀ ଜିନ୍ଦେଗି କି ୨ ’ ର ଅଭିନେତ୍ରୀ ଏରିକା ଫର୍ନାଣ୍ଡିଜ । ବନ୍ଧୁଗଣ ଏରିକା ମଧ୍ୟ ନିଜର ଅସଲ ଜୀବନରେ ବହୁତ ଅଧିକ ବୋଲ୍ଡ ଓ ଷ୍ଟାଇଲିସ ଅଟନ୍ତି । ଏରିକା ମଧ୍ୟ ବହୁତ ଥର ନିଜ ଡ୍ରେସ ପାଇଁ ଲଜ୍ଜିତ ହୋଇଛନ୍ତି । ୨୦୧୯ରେ ହୋଇଥିବା IWM ପାର୍ଟି ସମୟରେ ଏରିକା ଫଟୋ ସୁଟ କରିବା ସମୟରେ ନିଜ ଡ୍ରେସକୁ ଠିକ କରିଥିଲେ । କାରଣ ସେହି ଡ୍ରେସରେ ତାଙ୍କର କ୍ଲିଭେଜ ବହୁତ ଅଧିକ ନଜର ଆସୁଥିଲା ।

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *