ରାଣୀ ପଣ୍ଡାଙ୍କ ଜୀବନର Dark ଷ୍ଟୋରି, ରାଣୀ ନିଜେ ବଖାଣିଲେ ନିଜ ଜୀବନର କିଛି ଅକୁହା କଥା…ଦେଖନ୍ତୁ Rani ଙ୍କ ସହ ଏହି Special Interview

ବନ୍ଧୁଗଣ, ସୂଚନା ଅନୁଯାୟୀ ସବୁବେଳେ ବିବାଦ ଘେରାରେ ଥିବା ଅଭିନେତ୍ରୀ ରାଣୀ ପଣ୍ଡା ନିଜ ଜୀବନର କିଛି କଥା ନିଜ ଫ୍ୟାନ୍ସ ମାନଙ୍କ ଆଗରେ ସେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ ସମ୍ବନ୍ଧରେ । ଅଭିନେତ୍ରୀ ରାଣୀ ପଣ୍ଡା କହିଥିଲେ ଯେ ସେ ପିଲାଦିନେ ଶାନ୍ତ ସରଳ ଥିଲେ ତଥା ମାଛି କୁ ମ କହୁନଥିଲେ । କିନ୍ତୁ ଜୀବନର ମୋଡ ତାଙ୍କୁ ସେହି ଜାଗାରେ ଆଣି ଛିଡା କରାଇ ଦେଇଛି, ପରିସ୍ଥିତି, ପରିବେଶ, ଅଭାବ, ଅନାଟନ ତଥା ସମାଜର ନିନ୍ଦା ଅପବାଦ,

ତାଙ୍କୁ ଏତେ ପ୍ରକାରର ଲାଞ୍ଛନା ଦେଇଛି ଯେ ବର୍ତ୍ତମାନ ତାଙ୍କ ପାଟିରୁ ଏହା ବାହାରୁଛି ଯାହା ଆଦୌ ବାହାରିବା କଥା ନୁହେଁ । ଉପର ଲୋକ ଦେଖିବା ପାଇଁ ରାଣୀପଣ୍ଡା ସଂପୂର୍ଣ୍ଣ ଖୁସିରେ ଅଛି । କିନ୍ତୁ ସେ କେଉଁ ପରିସ୍ଥିତିରେ ଅଛନ୍ତି ତାହା କେବଳ ସେ ହିଁ ଜାଣିଛନ୍ତି । ସେ ଏ ସମ୍ବନ୍ଧରେ ସମସ୍ତଙ୍କୁ ବୁଝାଇ ବୁଝାଇ କହିପାରିବେ ନାହିଁ କି ସେ ହନୁମାନ ନୁହଁନ୍ତି ଯେ ସେ ଛାତି ଚିରି ଦେଖାଇ ଦେବେ, ଏଥିପାଇଁ ସେ ବୁଝାଇବାକୁ ଯାଇ ଯାତ୍ରାରେ ନାଟକ ମାଧ୍ୟମରେ ଦେଖାଉଛନ୍ତି ଏବଂ ଆଗକୁ ଚଳଚିତ୍ର ମଧ୍ୟ ଆସିବାକୁ ଯାଉଛି “ରାଣୀ ପଣ୍ଡା ଲାଇଫ ଷ୍ଟୋରୀ” ।

ଇଣ୍ଡଷ୍ଟ୍ରୀ ରେ ଅନେକ ଲୋକ ଅଭିନେତା ତଥା ଅଭିନେତ୍ରୀ ଙ୍କ ସହିତ ମିଶିଥାନ୍ତି ଅଥବା ତାଙ୍କର ସାଙ୍ଗସାଥି ବହୁତ ରହିଥାନ୍ତି କିନ୍ତୁ ରାଣୀ ଙ୍କ ସହିତ କେହି ମିଶାନ୍ତି ନାହିଁ ଏହାର କାରଣ ଯେ ରାଣୀ ଙ୍କ ସହିତ ମିଶିବାଦ୍ଵାରା ସେମାନେ ଚିନ୍ତା କରିଥାନ୍ତି ଯେ ସେମାନେ ଖରାପ ହୋଇଯିବେ ।

ରାଣୀ କହିଥିଲେ ଯେ ସେ ଆଶା ରଖିଥାନ୍ତି କିଛି କିନ୍ତୁ ହୁଏ ଅନ୍ୟ କିଛି ଏହାକୁ ନେଇ ସେ ଆଶା ରଖିବା ହିଁ ଛାଡିଦେଇଛନ୍ତି । ପରିବାର ହୁଅନ୍ତୁ, ସମାଜ ହେଉ ଅଥବା ସାଙ୍ଗସାଥି ଯିଏ ମଧ୍ୟ ହୁଅନ୍ତୁ ରାଣୀ କାହାଠାରୁ କିଛି ଆଶା ରଖି ନାହାଁନ୍ତି ବୋଲି କହିଥିଲେ । ରାଣୀ ଙ୍କୁ ବହୁତ ଲୋକ ବହୁଅତ ପ୍ରକାରର ଟରଚର କରିଛନ୍ତି ବୋଲି ସେ କହିଛନ୍ତି । ସେ ସବୁକୁ ସେ ହସି ହସି ସହିଯାଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ମଧ୍ୟ ତାହା ନିୟମିତ ଭାବରେ କରୁଛନ୍ତି ମାତ୍ର ସେ ସବୁକୁ ରାଣୀ ଆଉ ଗୁରୁତ୍ଵ ଦେଉ ନାହାଁନ୍ତି । ଏହିଭଳି ଭାବରେ ଅଭିନେତ୍ରୀ ରାଣୀପଣ୍ଡା ନିଜ ମନର କିଛି କଥା ନିଜ ଫ୍ୟାନ୍ସ ମାନଙ୍କ ଆଗରେ ସେୟାର କରିଥିଲେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *