ଆସନ୍ତା ରବିବାର ଅନୁଭବଙ୍କ ୨ୟ ବାହାଘର ଭୋଜି ଯିବେ କି ମିଟୁ ମିଥୁନ ? ଦେଖନ୍ତୁ Anubhav ଙ୍କ ଭାଇରାଲ ଫଟୋକୁ ନେଇ କଣ କହିଲେ Mitu Mithun

ବନ୍ଧୁଗଣ, ସାଧାରଣତଃ କିଛିଦିନ ହେବ ସୋ-ସି-ଆ-ଲ ମି-ଡି-ଆ ରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ତାଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଲା ଙ୍କୁ ବିବାହ କରିଛନ୍ତି ବୋଲି ଚର୍ଚ୍ଚା ଉଠିବାରେ ଲାଗିଛି । ଏହାକୁ ନେଇ ଅଭିନେତା ମିଟୁ ମିଥୁନ କିଛି ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ବରିଷ୍ଠ ଅଭିନେତା ମିଟୁ କହିଛନ୍ତି ଯେ ସମସ୍ତେ ଅନୁଭବ ଙ୍କ ଠାରୁ ମାଡ ଖାଇବେ ।

ସିନେମା ସିନ କୁ ଯଦି ଦର୍ଶକେ ବାହାଘର ବୋଲି କହି ହାଲା କରିବେ ତେବେ କିଭଳି ହେବ ? ମାତ୍ର ଯେଉଁମାନେ ଏଭଳି କରିଛନ୍ତି ତାହା ସଂପୂର୍ଣ୍ଣ ଭାବରେ ଭୁଲ କଥା ଅଟେ । ସେମାନଙ୍କର କେବଳ କିଭଳି ଇନକମ ବଢିବ ତାହା ଆଖି ଆଗରେ ରଖି ଏହିଭଳି କାମ କରିଛନ୍ତି ଅନୁଭବ ଙ୍କୁ ନେଇ ।

କିନ୍ତୁ ଅନୁଭବ ମହାନ୍ତି ଯାହା କରିଛନ୍ତି ତାହା ହେଉଛି ଫିଲ୍ମ ସିନ ଏହା ଆପଣ ମାନେ କନଫର୍ମ ହୋଇଜାଆନ୍ତୁ ବୋଲି କହିଛନ୍ତି ମିଟୁ ମିଥୁନ । ଅନୁଭବ ମହାନ୍ତି ଙ୍କୁ ସମୁଦାୟ ୪ କୋଟି ୫୦ ଲକ୍ଷ ଲୋକେ ଭଲ ପାଉଛନ୍ତି । ଏହା ସହିତ ସେ ଯାହା କରିବେ ତାହା କ’ଣ ଆଇନ ର ଊର୍ଦ୍ଧ୍ଵରେ ବୋଲି ପ୍ରଶ୍ନ କରିଛନ୍ତି ମିଟୁ ମିଥୁନ ।

ମାତ୍ର ସେ ଯାହା କରିବେ ସମସ୍ତଙ୍କୁ କହି କରିବେ । କିଛିଦିନ ତଳେ ସେ ଏକ ପାର୍ଟିରେ ମଧ୍ୟ କହିଥିଲେ ଯେ ସେ ଡିଭୋର୍ସ ପାର୍ଟି ଦେବେ ବୋଲି । ଏଣୁ ଅନୁଭବ କେବେ ହେଲେ ଏଭଳି ଭୁଲ କରିବେ ନାହିଁ । ଏହିଭଳି କଥା ଯିଏ ମଧ୍ୟ କରାଊଛନ୍ତି ତାହା ଆଦୌ ଭଲ ନୁହେଁ । ସୋ-ସି-ଆ-ଲ ମି-ଡି-ଆ ରେ ଯିଏ ଏଭଳି କରାଉଛନ୍ତି ସେ ଟିକିଏ ସତର୍କ ହୋଇ ଜାଆନ୍ତୁ କାରଣ କେବେ ହେଲେ ମଧ୍ୟ ଆପଣଙ୍କର ପ୍ରୋବ୍ଲେମ ହୋଇଯିବ ।

ଅନୁଭବ ଙ୍କର ସତ କଥା ଯାହା ସତ ମିଛ ଯାହା ମିଛ । ବର୍ତ୍ତମାନ ଅନୁଭବ ଙ୍କର ଡିଭୋର୍ସ ହୋଇନାହିଁ ତାହା ସେ ଭଲ ଭାବରେ ଜାଣିଛନ୍ତି ଏଣୁ କିଭଳି ସେ ଦ୍ଵିତୀୟ ବିବାହ କରିନେବେ ? ଏହା କିଭଳି ସମ୍ଭବ ? ଅନୁଭବ ଙ୍କ ନାମରେ ଯେଉଁ ଖବର ଆସିଛି ତାହା ସଂପୂର୍ଣ୍ଣ ଭାବରେ ମିଛ ବୋଲି ସେ କହିଛନ୍ତି । ଅନୁଭବ ଯାହା କରିବେ ତାହା ସମସ୍ତଙ୍କ ଜଣାତରେ ତଥା ସମସ୍ତଙ୍କୁ ଜଣାଇ କହିବେ ବୋଲି କହିଛନ୍ତି ମିଟୁ ମିଥୁନ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *