ପ୍ରଥମ ଥର ପାଇଁ ଦେଖନ୍ତୁ Rani Panda ଙ୍କ ଗାଁ ଘର ଓ ପରିବାର, ଆଗରୁ କେବେ ବି ଦେଖି ନଥିବେ  

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଣୀ ପଣ୍ଡା ।


ବନ୍ଧୁଗଣ ଆପଣ ମାନେ ସମସ୍ତେ ରାଣୀ ପଣ୍ଡାଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ଦମଦାର ଡ୍ୟାନ୍ସ ତ ନିଶ୍ଚୟ ଦେଖିଥିବେ । ରାଣୀଙ୍କ ବୋଲ୍ଡ ଅବତାର ଓ ତାଙ୍କ ଡ୍ୟାନ୍ସକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ସେ ଯାତ୍ରା ଜଗତରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଏତେ ବର୍ଷ ହେବା ସୁଦ୍ଧା ରାଣୀ ବିବାହ କରି ନାହାନ୍ତି ହେଲେ ତାଙ୍କ ପାଇଁ ଆଜି ବି ଅନେକ ଲୋକ ପାଗଳ ।

ତେବେ ରାଣୀ ଆସିବା ଦିନରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ରାଣୀ ସାଧାରଣତଃ ନିଜ ବିବାଦ ପାଇଁ ଅଧିକ ଚର୍ଚାରେ ରୁହନ୍ତି । ଏହା ସହିତ ରାଣୀ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ବ୍ଲଗ ଭିଡିଓ ମଧ୍ୟ କରନ୍ତି ଯେଉଁଥିରେ ସେ ରୋଷେଇ ଆଦି କରିଥାନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ରାଣୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଆପଣ ସମସ୍ତଙ୍କୁ ବେସ ଭଲ ଲାଗିବ କାରଣ ଏହି ଭିଡିଓରେ ପ୍ରଥମ ଥର ପାଇଁ ଆପଣ ମାନେ ରାଣୀ ପଣ୍ଡାଙ୍କ ଗାଁ ଘର ଓ ପରିବାର ଦେଖିବାକୁ ପାଇବେ । ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓଟି ରାଣୀ ନିଜେ କରିଛନ୍ତି ଯେଉଁଥିରେ ତାଙ୍କ ପରିବାର ଲୋକଙ୍କ ସହ ରାଣୀ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି । ଭିଡିଓଟିକୁ ତାଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *