Breaking News- ଆସନ୍ତା 28 ଓ 29 ରେ ଭାରତ ବନ୍ଦ ଡାକରା, ଦେଖନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ…

ନମସ୍କାର ବନ୍ଧୁଗଣ ତେବେ ଆମ ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବରେ ଅନେକ ପ୍ରକାର ନୂଆ ନୂଆ ନିୟମ ସବୁ ଜନସାଧାରଣଙ୍କ ପାଇଁ ଆଣିଥାଏ । ହେଲେ ବେଳେ ସରକାରଙ୍କ ଦ୍ଵାରା ଏହି ନିୟରେ ଯଦି କୌଣସି ତ୍ରୁଟି ଆସିଲା । ତାହାଲେ ଜନସାଧାରଣ ନିୟମରେ ପରିବର୍ତ୍ତନ ଆଣି ପାରିବେ । ତେବେ ବନ୍ଧୁଗଣ କୃଷି ଆଇନରେ ପରିବର୍ତ୍ତନ ଅଣା ଯାଇଥିଲା । ଏହାକୁ ବିରୋଧ କରି ପରିବର୍ତ୍ତନ କରିବା ପାଇଁ ପୂର୍ବରୁ ଅନେକ ଆନ୍ଦୋଳନ କରା ଯାଇଥିଲା ।


ତେବେ ଆମେ ମାନୁଛୁ କି ସରକାର ସବୁବେଳେ ଜନସାଧାରଣ ଆବଶ୍ୟକତାକୁ ଦୃଷ୍ଟି ରେ ରଖି ସବୁବେଳେ କାର୍ଯ୍ୟ କରନ୍ତି । ବେଳେ ଏହା ଜନ ବିରୋଧୀ ମଧ୍ୟ ହୋଇଯାଇଥାଏ । ତେବେ ବର୍ତ୍ତମାନ ସମୟରେ ଏକ ବନ୍ଦଡାକରା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ଭାବରେ ମାର୍ଚ୍ଚ ୨୮ ଏବଂ ୨୯ ରେ ଦେଶବ୍ୟାପୀ ବନ୍ଧ ଡାକରା ଦିଆ ଯାଇଛି ।

ତେବେ କୃଷକ ଏବଂ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ସରକାରଙ୍କ ନୂଆ କୃଷି ନୀତି ବିରୁଦ୍ଧରେ ଏହି ଭରତ ବୃନ୍ଦ ଡାକରା ଦିଆ ଯାଇଛି । ଭରତ ବନ୍ଧ ପ୍ରସ୍ତୁତିର ସମୀକ୍ଷା ପାଇଁ ମଙ୍ଗଳବାର ଦିନ କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ତଥା ବିଭିନ୍ନ ଅଞ୍ଚଳରେ ଦୁଇ ଦିନ ଧରି ଚାଲିଥିବା ବିରୋଧ କରା ଯାଇଛି ।

ଭାରତ ବନ୍ଧ ଡାକରାକୁ ସମସ୍ତେ ସମର୍ଥନ କରିଛନ୍ତି ଏବଂ ଏହାକୁ କେହି ବି ବିରୋଧ କରିନାହାନ୍ତି । ହରିୟାଣା ଓ ପଞ୍ଜାବର ବିଦ୍ୟୁତ ଓ ପରିବହନ କର୍ମଚାରୀ ମାନଙ୍କ ୟୁନିୟନ ଗୁଡ଼ିକ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି । ତେବେ ଯାହାବି ହେଉ ଏହି ବନ୍ଧ ଡ଼ାକରାରେ ସବୁ ଠାରୁ ଅଧିକ ପ୍ରଭାବିତ ହେବ ବ୍ୟାଙ୍କ ସେବା କାରଣ । ଦୀର୍ଘ ୪ ଦିନ ଧରି ଏହି ସେବା ଗୁଡିକ ବନ୍ଦ ରହିବ ବୋଲି ଯାହା ଶୁଣିବା ପାଇଁ ମିଳୁଛି ।


ତେଣୁ ଆପଣ ମାନେ ମଧ୍ୟ ଏହି ଆନ୍ଦୋଳନ ସମର୍ଥନ କରିବା ସହିତ ସୁରକ୍ଷିତ ରୁହନ୍ତୁ । ଆପଣ ମାନେ ଜାଣିଥିବେ ନିଶ୍ଚିତ ଭାବରେ ଏହି ଆଇନକୁ ନେଇ ଅନେକ ଆନ୍ଦୋଳନ ହୋଇଥିଲା । ଯାହାକୁ ହେଉ ଆପଣ ମାନେ ଏହି ଆନ୍ଦେଳନକୁ ସମର୍ଥନ କରନ୍ତୁ । ବ୍ୟାଙ୍କ ରେ ଯାହାବି କାମ ଅଛି ସାରି ଦିଅନ୍ତୁ କାରଣ ୪ ଦିନ ଧରି ଏହା ବନ୍ଧ ରହିବ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *