ଇଏ ହେଉଛନ୍ତି ରାମାୟଣର ସୀତାଙ୍କ ରିଅଲ ଲାଇଫ ସ୍ଵାମୀ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ, କରିଥାନ୍ତି ଏହି ବିଜିନେସ

ରାମାନନ୍ଦ ସାଗରଙ୍କ ରାମାୟଣ ପୁଣି ଥରେ ଟିଭି ଦୁନିଆକୁ ଫେରି ଆସିଛି । କିଛି ଦିନ ହେବ ଦୂରଦର୍ଶନରେ ଏହା ପ୍ରସାରଣ ବି କରାଯାଉଛି । ଲୋକମାନଙ୍କ ଅନୁଗ୍ରହ କ୍ରମେ ଏହି ଧାରାବାହିକକୁ ଦୂରଦର୍ଶନରେ ସକାଳ ୯ ଟା ଓ ରାତି ୯ ଟାରେ ପ୍ରସାରଣ କରାଯାଉଛି । କହିଦେଉଛୁ କି ୮୦ – ୯୦ ଦଶକର ଭାରତର ସବୁଠୁ ପ୍ରସିଦ୍ଧ ‘ରାମାୟଣ’ରେ ମୁଖ୍ୟ ରୂପରେ ଅରୁଣ ଗୋବିଲ ରାମଙ୍କ ଭୂମିକା ନିଭାଇ ଥିଲେ ଓ ଦୀପିକା ଚିଖଲିୟା ସୀତାଙ୍କ ଭୂମିକା ନିଭାଇ ଥିଲେ । ଆଜି ବି ଲୋକମାନେ ଏହି ଧାରାବାହିକର ସମସ୍ତ କଳାକାରଙ୍କୁ ମନେ ରଖିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଦୀପିକା ଚିଖଲିୟାଙ୍କ ଅସଲ ଜୀବନ ବିଷୟରେ କିଛି କହିବାକୁ ଯାଉଛୁ ।

୫୪ ବର୍ଷର ଦୀପିକା ଚିଖଲିୟା ଅଭିନୟ କରିବା ସହିତ ରାଜନୀତିରେ ବି କରିସାରିଛନ୍ତି । ସେ ବର୍ଷ ୧୯୯୧ରେ ବଡୋଦରା ଲୋକସଭାର ନିର୍ବାଚନ ଲଢିଥିଲେ ଓ ବିଜେତା ବି ହୋଇଥିଲେ । ଯଦି ତାଙ୍କର ଅଭିନୟ ବିଷୟରେ କଥାବାର୍ତ୍ତା କରିବା ତ ଦୀପିକା ଚିଖଲିୟା ନିଜର କ୍ୟାରିୟର ଆରମ୍ଭ ସମୟରେ ବି ଗ୍ରେଡ ଫିଲ୍ମ ଗୁଡିକରେ କାମ କରିଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କୁ ରାମାୟଣର ଅଫର ମିଳିଲା ତ ସେ ସୀତାଙ୍କ ରୂପରେ ଘରେ ଘରେ ପରିଚିତ ହୋଇଗଲେ ।

ଏକ ରିପୋର୍ଟ ଅନୁସାରେ ଯେତେବେଳେ ଦୀପିକା ଚିଖଲିୟାଙ୍କୁ ଏହି ରୋଲର ଅଫର ହୋଇଥିଲା ତେବେ ସେହି ସମୟରେ ସେ ମାତ୍ର ୧୫ – ୧୬ ବର୍ଷର ଥିଲେ । ଆପଣଙ୍କୁ କହିଦେଉଛୁ କି ଦୀପିକା ଚିଖଲିୟା ରାମାୟଣ ପରେ ‘ଟୀପୁ ସୁଲ୍ତାନ’ ଓ ‘ବିକ୍ରମ ଔର ବୈତାଲ’ ଭଳି କେତେକ ଶୋ ଓ କେତେକ ଫିଲ୍ମରେ ବି କାମ କରିଛନ୍ତି ।

କିନ୍ତୁ କିଛି ସମୟ ପରେ ଦୀପିକା ଚିଖଲିୟା ଗୁଜୁରାଟର ବିଜନେସମ୍ୟାନ ହେମନ୍ତ ଟୋପିବାଲାଙ୍କ ସହ ବିବାହ କରିନେଲେ । ଯାହାଙ୍କର ଏକ କସ୍ମୈଟିକ କମ୍ପାନୀ ଅଛି । କିନ୍ତୁ ବିବାହ ପରେ ସେ ଟିଭି ଇଣ୍ଡଷ୍ଟ୍ରିକୁ ଛାଡି ଦେଲେ ଓ ନିଜର ସ୍ଵାମୀଙ୍କ କସ୍ମୈଟିକ କାରୋବାରରେ ତାଙ୍କର ସାହାର୍ଯ୍ୟ କରିଲେ । ବିବାହ ପରେ ଦୀପିକା ଚିଖଲିୟା ନିଜର ଟାଇଟେଲ ବି ଚେଞ୍ଜ କରିଦେଲେ ଓ ସେ ଦୀପିକା ଚିଖଲିୟାରୁ ଦୀପିକା ଟୋପିବାଲା ହୋଇଗଲେ । ଏହା ସହିତ ତାଙ୍କର ଦୁଇଟି ଝିଅ ବି ଅଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଦୀପିକା ଚିଖଲିୟା ନିଜ ସ୍ଵାମୀଙ୍କ କମ୍ପାନୀରେ ମାର୍କେଟିଙ୍ଗ ଟିମର ହେଡ ବି ଅଟନ୍ତି । କିଛି ରିପୋର୍ଟ ଅନୁସାରେ ଦୀପିକା ବହୁତ ଗ୍ଲୈମରସ ଲାଇଫସ୍ଟାଇଲ ବି ଜିତିଛନ୍ତି । ଏହା ସହିତ ଦୀପିକା ଆଜି ବି ନିଜକୁ ବହୁତ ମେଣ୍ଟେନ କରି ରଖିଛନ୍ତି ଓ ଆଜି ବି ସେ ବହୁତ ସୁନ୍ଦର ନଜର ଆସନ୍ତି । ବର୍ତ୍ତମାନ ହିଁ ଦୀପିକା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’ରେ ନଜର ଆସିଥିଲେ ଓ ଏହି ଫିଲ୍ମରେ ସେ ୟାମି ଗୌତମଙ୍କ ମାଙ୍କ ରୋଳାରେ ନଜର ଆସିଥିଲେ । ଆପଣଙ୍କୁ ଆମର ଏହି ଆର୍ଟିକିଲ ପସନ୍ଦ ଆସିଥିଲେ ଏହାକୁ ଶାରୀ କରି  ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *