‘ରାମାୟଣ’ ର ରାମଙ୍କ ଝିଅ ଅଟନ୍ତି ବହୁତ ସୁନ୍ଦର, ଦେଖିଲେ ନଜର ହଟିବ ନାହିଁ, ଦେଖନ୍ତୁ ଫଟୋ

ବର୍ତ୍ତମାନ ଦେଶରେ କରୋନା ଭାଇରସ କାରଣରୁ ଲକଡାଉନ ସ୍ଥିତି ଅଛି । ଏମିତିରେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଉଛି ଓ ଏହା ସହିତ ଦୂରଦର୍ଶନ ଚ୍ଯାନେଲରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ରାମାୟଣ ପୁଣି ଥରେ ଟେଲିକାଷ୍ଟ କରାଯାଉଛି । ଏହି ସିରିୟଲ ୯୦ ଦଶକରେ ୧୯୮୭ ରେ ଆରମ୍ଭ ହୋଇଥିଲା । ରାମାନନ୍ଦ ସାଗରଙ୍କ ରାମାୟନର ଖାସ କଥା ଏହା ଥିଲା କି ଏହାର ସମସ୍ତ କଳାକାର ଲୋକମାନଙ୍କ ମନ ଜିତି ନେଇଥିଲେ ।

Image courtesy: Google

ଏମିତିକି ଲୋକମାନେ ‘ରାମାୟଣ’ ର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ଭଗବାନ ରାମ ବୋଲି ଭାବୁଥିଲେ । ଏହି ଧାରାବାହିକ ଦର୍ଶକମାନଙ୍କ ମନରେ ଏକ ଅଲଗା ପରିଚୟ ସୃଷ୍ଟି କରିଥିଲା । ଏମିତି କୁହାଯାଏ କି ରାମାୟଣ ଆରମ୍ଭ ହୋଇଗଲେ ସେତେବେଳେ ସଡକ ଶୁନଶାନ ହେଇଯାଉଥିଲା । ରାମାୟଣ ପୁନଃ ପ୍ରସାରଣ ହେବା ପରେ ରାମାୟଣରେ ଅଭିନୟ କରିଥିବା ସମସ୍ତ କଳାକାର ଚର୍ଚ୍ଚାରେ ଅଛନ୍ତି । ବିଶେଷ କରି ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ ଚର୍ଚ୍ଚାରେ ଅଛନ୍ତି ।

Image courtesy: Google

ଆଜି ଆମେ ଅରୁଣ ଗୋଭିଲଙ୍କ ପରିବାର ଓ ଖାସ କରି ତାଙ୍କ ଝିଅଙ୍କ ବିଷୟରେ କହିବୁ । ଅରୁଣ ଗୋଭିଲଙ୍କ ପତ୍ନୀଙ୍କ ନାମ ରେଖା ଅଟେ । ତାଙ୍କର ଦୁଇଟି ପିଲା ଅଟନ୍ତି ଯାହାଙ୍କ ନାମ ଅମଲ ଓ ସୋନିକା ଗୋଭିଲ ଅଟେ । ତାଙ୍କ ପୁଅଙ୍କର ବିବାହ ହୋଇ ସାରିଥିବାବେଳେ ଝିଅ ନିଜ ଶିକ୍ଷା ପୁରା କରୁଛନ୍ତି । ଅରୁଣ ଗୋଭିଲ ଙ୍କ ଝିଅ ସୋନିକା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

Image courtesy: Google

ବହୁତ କମ ଲୋକ ହିଁ ତାଙ୍କୁ ଦେଖିଥିବେ । ତାଙ୍କର ସୁନ୍ଦର ଚେହେରା ଲୋକଙ୍କ ମନ କିଣିନିଏ । ସୋନିକା ନିଜ ପରିବାର ଓ ମାତା ପିତାଙ୍କର ବହୁତ ଇଜ୍ଜତ କରନ୍ତି । ସେ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ ରୁହନ୍ତି । ଆପଣ ବି ଦେଖନ୍ତୁ ତାଙ୍କର ସୁନ୍ଦର ଫଟୋ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *