ଯୁବକ ଜଣକ ତିଆରି କଲେ ଏମିତି ଏକ ଅଟୋ ଯେଉଁଥିରେ ରହିଛି Luxurious ବେଡରୁମ ସହିତ ମଡର୍ଣ୍ଣ କିଚେନ, ମହିନ୍ଦ୍ରା ମାଲିକ ବି ଦେଖି ହେଇଗଲେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଏହି ଦୁନିଆରେ ବଞ୍ଚିବା ପାଇଁ ମଣିଷକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କର ଇଛା ଥାଏ ନିଜର ଏକ ବାସଗୃହ କରି ରହିବା ପାଇଁ ହେଲେ ସମସ୍ତଙ୍କ ଇଛା ପୂରଣ ହୋଇନଥାଏ । କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଅଟୋ ବିଷୟରେ କହିବାକୁ ଯାଉଛୁ ଯାହା ମଧ୍ୟରେ ଲାଟିନ ଓ ବାଥରୁମ ଆଦି ବିଭିନ୍ନ ପ୍ରକାରର ସୁବିଧା ରହିଛି । ବନ୍ଧୁଗଣ ଏହି ଅଟୋର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି ।

ଲୋକମାନେ ଏହି ଅଟୋକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଟୋ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଟୋ ବିଷୟରେ । ବନ୍ଧୁଗଣ ଏହି ଅଟୋଟି ହେଉଛି ଚେନାଇର ବାସିନ୍ଧା ଅରୁଣ ପ୍ରଭୁଙ୍କର । ଅରୁଣ ମାତ୍ର 2 ଲକ୍ଷ ଟଙ୍କା ଖର୍ଚ କରି ସେ ନିଜ ଅଟୋକୁ ବିଳାସମୟ କାର୍ଭାନରେ ପରିଣତ କରିଛନ୍ତି ।

ଏହି ଅଟୋରେ ଜଣେ ଲୋକ ବହୁତ ଖୁସିରେ ଚଳିବା ପାଇଁ ସମସ୍ତ ବ୍ୟବସ୍ତା କରାଯାଇଛି । ବନ୍ଧୁଗଣ ଅରୁଣଙ୍କର ଏହି ଅଟୋକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ମହିନ୍ଦ୍ରା କମ୍ପାନୀର ଚେୟାର ମ୍ୟାନ ଆନନ୍ଦ ମହିନ୍ଦ୍ରା । ଆନନ୍ଦ ମହିନ୍ଦ୍ରା ଏହି ଅଟୋର ଫଟୋକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ସହ ଅନିଲଙ୍କ ଉଦ୍ଭାବନାର ଖୁବ ପ୍ରଶଂସା କରିଛନ୍ତି ଓ ଅଟୋ ଡିଜାଇନକୁ ଦେଖି ସେ ବହୁତ ପ୍ରଭାବିତ ହୋଇଛନ୍ତି ।

ସେ ନିଜ କମ୍ପାନୀରେ ଏହି ଡିଜାଇନ କରିବା ପାଇଁ ଚାହୁଁଛନ୍ତି । ସେଥିପାଇଁ ସେ ଅନିଲଙ୍କୁ ଆମନ୍ତ୍ରିତ ମଧ୍ୟ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଡ ବଡ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ନିଜର ଭ୍ୟାନିଟି ଭ୍ୟାନ ତିଆରୁ କରାଉ ଛନ୍ତି ।

ହେଲେ ଅରୁଣ ନିଜର ଏହି ଅଟୋରେ କେବଳ 1 ଲକ୍ଷ ଟଙ୍କା ଖର୍ଚ କରି ବହୁତ ସୁବିଧା ରଖିଛନ୍ତି । ବନ୍ଧୁଗଣ ଏହି ଅଟୋ ମଧ୍ୟରେ ରୋଷେଇ ଘର ଓ ବାଥୃମ ରହିବା ସହ ଜଣେ ମଣିଷ ଶୋଇବା ପାଇଁ ବେଡ ମଧ୍ୟ ରହିଛି । ଏହି ଅଟୋର ଛାତ ଉପରେ ବସିବା ଓ ଲୁଗା ଆଦି ସୁଖାଇବା ପାଇଆନ ମଧ୍ୟ ବ୍ୟବସ୍ତା ରହିଛି । ଏହି ଅଟୋରେ ସବୁ କିଛି ସୁବିଧା ରହିଛି ।

ବନ୍ଧୁଗଣ ଏହି ଅଟୋରେ ଭେଣ୍ଟିଲେସନ ପାଇଁ ଅଧିକ ସ୍ପେସ ରହିଥିବା ସହ ସୌର ଶକ୍ତି ଶକ୍ତିରେ ସମସ୍ତ ରୁମକୁ ବିଦ୍ୟୁତ କରଣ କରାଯାଇଛି । ବନ୍ଧୁଗଣ ଏହି ଅଟୋକୁ ଦେଖିଲା ପରେ ଆପଣଙ୍କ ମନ ନିଶ୍ଚୟ କହିବ ଏହି ଅଟୋରେ ଥରେ ରହିବା ପାଇଁ । ବନ୍ଧୁଗଣ ଏହି ଅଟୋକୁ ଦେଖି ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ତ ଅନ୍ୟ ପକ୍ଷରେ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । ଆପଣ ମାନଙ୍କୁ ଏହି ଅଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *