ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ଭାରତ ସହିତ ପୃଥିବୀର ଅନ୍ୟାନ୍ୟ ଦେଶ ରେ କରୋନା ତାର ତାଣ୍ଡବ ଲୀଳା ରଚୁଥିବା ବେଳେ ଓଡିଶା ର ରାଜଧାନୀ ଭୁବନେଶ୍ବର ଠାରେ ଏକ ବି-ଭ-ତ୍ସ କା-ଣ୍ଡ ଦେଖିବାକୁ ମିଳିଛି ।
ଭୁବନେଶ୍ୱର ର ଏକ ଘରୁ ଜଣେ ମହିଳା ଙ୍କ ର ର-କ୍ତ ଜୁ-ଡୁ-ବୁ-ଡୁ ମୃ-ତ ଶ-ରୀ-ର ମିଳିଛି । ହ-ତ-ୟା-କା-ରୀ ମାନେ ମହିଳା ଙ୍କୁ ଅତି ବି-ଭ-ତ୍ସ ଭା-ବରେ ହ-ତ-ୟା କରିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ଟି ହେଉଛି ରାଜଧାନୀ ଭୁବନେଶ୍ବର ର ଭୀମଟାଙ୍ଗି ଅଞ୍ଚଳର । ତେବେ ଆସନ୍ତୁ ଏହି ବିଷୟ ରେ ଆହୁରି ଅଧିକ କିଛି ଜାଣିବା । ଏହି ଘଟଣା ରେ ମହିଳା ଙ୍କ ଶଶୁର କହିଛନ୍ତି ଯେ ତାଙ୍କ ବୋହୁ କୁ ହ-ତ-ୟା-କା-ରୀ ମାନେ ଅତି ଦ-ୟ-ନୀ-ୟ ଭାବେ ହ-ତ-ୟା କରିଛନ୍ତି ।
ତାଙ୍କର ସମ୍ପୂର୍ଣ୍ଣ ଶ-ରୀ-ର ର-କ୍ତ- ରେ ଜୁ-ଡୁ-ବୁ-ଡୁ ହୋଇଯାଇଛି । ଏହା ସହିତ ତଳେ ଚ-ଟା-ଣ ରେ ମଧ୍ୟ ମାଂ-ସ ସହିତ ର-କ୍ତ ପଡିଥିଲା । ସେ କହିଥିଲେ ଛେ-ଳି କୁ ଯେପରି କ-ଟା- ଯା-ଏ ଠିକ ସେହିପରି ତାଙ୍କ ବୋ-ହୁ କୁ କରାଯାଇଛି । ତାଙ୍କୁ ନ୍ୟାୟ ଦରକାର ବୋଲି ସେ କାନ୍ଦି କାନ୍ଦି ମିଡ଼ିଆ ଆଗରେ କହିଥିଲେ । ସେ କହିଥିଲେ ତାଙ୍କ ବୋହୁ କୁ କିଏ ମା-ରି-ଛି ଓ କି-ପ-ରି ମା-ରି-ଛି ସେ ବିଷୟ ରେ କିଛି ଜାଣି ନାହାନ୍ତି କିନ୍ତୁ ପୋ-ଲି-ସ କହୁଥିଲେ ତାଙ୍କ ବୋହୁ କୁ ଯିଏ ହ-ତ-ୟା କରିଛି ସେ ଧ-ରା ପଡିଛି ।
ତାଙ୍କ ବୋହୁ ସହିତ ତାଙ୍କ ନାତି କୁ ମଧ୍ୟ ହ-ତ-ୟା-କା-ରୀ ମା-ରି ଦେ-ଇ-ଥାନ୍ତା କିନ୍ତୁ ସେ ଉପରେ ଥିବାରୁ ବଂ-ଚି ଯା-ଇଥିଲା । ଘ-ଟ-ଣା ଘ-ଟି-ବା ପୂର୍ବ ରୁ କଣ ଘ-ଟି-ଥି-ଲା ସେ ବିଷୟ ରେ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ । ତେବେ କେଉଁ କାରଣ ରୁ ଏହି ଘ-ଟ-ଣା ଟି ଘ-ଟି-ଛି ସେ ବିଷୟ ରେ ମଧ୍ୟ ସେ ଜାଣିନାହାନ୍ତି ।
ଘ-ଟ-ଣା ଘ-ଟି-ବା ପରେ ତାଙ୍କ ପୁଅ ତାଙ୍କୁ ଫୋନ କରି ଏହି ବିଷୟ ରେ ଜଣାଇଥିଲେ । ସେ କହିଥିଲେ ପୋ-ଲି-ସ ଏ ସ-ମ୍ପ-ର୍କରେ ଅ-ନୁ-ସ-ନ୍ଧା-ନ କରୁଛି । ବର୍ତ୍ତମାନ ମୁ-ଖ୍ୟ ଆ-ସା-ମୀ ଧ-ରା ପ-ଡି ସା-ରିଛି । ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ତାଙ୍କୁ ନ୍ୟାୟ ମିଳିବ ଓ ଦୋ-ଷୀ- କୁ ଦ-ଣ୍ଡ ମିଳିବ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।