ରାହୁଲ ଭାଇଙ୍କ ପାଇଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିଛି, ତେଣୁ ଏଥର ରାକ୍ଷୀ ପୂର୍ଣ୍ଣିମାରେ ହାତରେ ରାକ୍ଷୀ ବାନ୍ଧିବି ….. ସସ୍ମିତା ଜେନା

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ରାହୁଲଙ୍କ ଭାବବିହଳ ବାଇଟ ଦେଖି ଜବାବ ଦେଲେ ସସ୍ମିତା । ହଁ ଦର୍ଶକବନ୍ଧୁ ବାବୁ ଭାଇଙ୍କ ସହ ସସ୍ମିତାଙ୍କ ଏକ ନୂଆ ଗୀତର ଶୁଟିଙ୍ଗ ସାରିଛି । ତେବେ ସସ୍ମିତା କହିଛନ୍ତି ରାହୁଲ ଭାଇଙ୍କ କେବଳ ଗୋଟିଏ ଭୁଲ ଥିଲା କିନ୍ତୁ ସେ ବହୁତ ଭଲ । ରାହୁଲ ଭାଇ ତାଙ୍କୁ ଘର ଦେଖିବା ବାହାନାରେ ଗୀତ ଗାଇବାକୁ ନେଇକି ଯିବା ଏହା ହିଁ ମୋତେ ଭଲ ଲାଗିନଥିଲା ।

ମାତ୍ର ପ୍ରୋଡ୍ଯୁସର ସାରଙ୍କ ଯୋଗୁଁ ହିଁ ରାହୁଲ ଭିଆ ମତେ ଏଭଳି କରିଥିଲେ । କାରଣ ପ୍ରୋଡ୍ୟୁସର ସାର ରାହୁକ ଭାଇଙ୍କୁ କହିଥିଲେ କି ଘର ବାହାନାରେ ସସ୍ମିତାକୁ ସୁଡିଓକୁ ନେଇକି ଆସ । ମୁଁ ସେଠାରେ ଗଲା ପରେ ରାହୁଲ ଭାଇ ମତେ ବାଧ୍ୟ କରିନଥିଲେ ଏବଂ ଭାଇ ମଧ୍ୟ ମୋ ସହ ଗୀତ ଗାଇଥିଲେ । ମାତ୍ର  ପ୍ରୋଡ୍ୟୁସର ସାର ମୋତେ କହିଥିଲେ କି ସସ୍ମିତା ତମେ କଣ ପାଇ ଆସିବ ଗୀତ ଗାଇବାକୁ ତେଣୁ ତମେ ଯେମିତି ହେଉ ଗୀତ ଗାଇବ ।

ମାତ୍ର ମୁଁ ପ୍ରଥମେ କିଛି ବୁଝିପାରୁନଥାଏ କିନ୍ତୁ ପରେ ଜାଣିଲି କି ରାହୁଲଙ୍କର କିଛି ଭୁଲ ନାହିଁ ଏବଂ ମୋର ବି କିଛି ଭୁଲ ନାହିଁ କାରଣ ପରିସ୍ଥିତି ଏଭଳି ଥିଲା । ମୋ ଭାଇ ସବୁବେଳ ପାଇଁ ମୋ ଭାଇ ରହିବେ ଏବଂ ଏହି ରାକ୍ଷୀ ପୂର୍ଣ୍ଣିମାରେ ମୋ ମୋ ଭାଇ ହାତରେ ରାକ୍ଷୀ ବାନ୍ଧିବି । ମୁଁ ରାହୁଲ ଭାଇଙ୍କ ବାଇଟ ଦେଖି କନଦିଲି ସେ କହୁଛନ୍ତି ମୋ  ଭଉଣୀ ରାନୁମଣ୍ଡଲ ନ ହେଉ ସେ ହିଁ ମତେ ଆଜି ଏହି ସ୍ଥାନକୁ ନେଇକି ଆସିଛଗନ୍ତି ଏବଂ ଭଲ ବାଟ ଦେଖାଇଛନ୍ତି ।

ବାବୁସାର ମଧ୍ୟ କହିଛନ୍ତି କି ରାହୁଲ  ବହୁତ ଭଲ ପିଲା ତାର ଟଙ୍କା ପ୍ରତି ଲୋଭ ନାହିଁ ମାତ୍ର ସେହି ଦୁଷ୍ଟ  ପ୍ରୋଡ୍ୟୁସର ଯୋଗୁଁ ଆଜି ଭାଇ ଭଉଣୀଙ୍କ ସମ୍ପର୍କରେ ଫାଟ ପଡିଛି । ତେଣୁ ମୁଁ ସେହି  ପ୍ରୋଡ୍ୟୁସର କୁ ଗୋଟାଏ କଥା କହିବାକୁ ଚାହେଁ କୁ ଟଙ୍କା କମାଇବା ଆଶା କାହାକୁ ବ୍ୟବହାର କରନ୍ତୁ ନାହିଁ ।

ସସ୍ମିତା ରାହୁଲକୁ ନେଇ ପୂର୍ବରୁ ଯାହା ଶୁଣିବାକୁ ମିଳିଥିଲା ତାହା ଭୁଲ ସେ କିଛି ଟଙ୍କା ଖାଇ ନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *