ରାଗରେ ସ୍ଵାମୀ -ସ୍ତ୍ରୀ ରେଳ ଧାରଣରେ କଲେ ଏମିତି କିଛି, ସକାଳକୁ ଦେଖିଲେ ଉଭୟ ମୃତ ଅବସ୍ଥାରେ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ରେଳ ଧାରଣାରେ ପଡିଛନ୍ତି ସ୍ଵାମୀ -ସ୍ତ୍ରୀ ଜୀବିତ ନୁହେଁ ବରଂ ମୃତ ଅବସ୍ଥାରେ । ହଁ ଦର୍ଶକବନ୍ଧୁ ବିବାହିତ ଦମ୍ପତି ଏବେ ନାହାଁନ୍ତି ଏମିତି କଣ ଘଟିଛି ଯେ ସବୁଦିନ ପାଇଁ ଅଦୁନିଆ ରାଇଜକୁ ପଳେଇଲେ । ଆମେ ଜାଣିଛୁ ସାମାନ୍ଯ ଅଙ୍ଗାର ଜ୍ଵଳା ସଂପୂର୍ଣ୍ଣ ଘରକୁ ଧ୍ଵଂସ କରିପକାଏ । ଠିକ ସେହିପରି ମଣିଷ ଭିତରେ ଥିବା ରାଗ ମଧ୍ୟ ତାର ହସଖୁସିର ସଂସାରକୁ ଭଶ୍ମ କରିଦିଏ ।

ଯିଏ କି ସାତଜନ୍ମ ହାତ ଧରି ଚାଲିବାର ଶପଥ କରିଥିଲା  ଆଜି ଟିକ ସମୟର ରାଗ ପାଇଁ ଦୁହେଁ ଦୁହେଁ କୁ ଛାଡି ଆରାପାରିକୁ ଚାଲିଯାଇଛନ୍ତି । ସ୍ଵାମୀ ସ୍ତ୍ରୀ ରେଳ ଧାରଣରେ ପ୍ରାଣହାରିଦେଇଛନ୍ତି ଏବଂ ଏସବୁ କଣ ରାଗ ରାଗରେ କରିଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୂମିପାଳ ରେଳ ଧାରଣରେ । ମଣିଷ ଜୀବନ ଯେତେବେଳେ ଅଶାନ୍ତ ହୋଇପଡେ ତେବେ ତାଙ୍କୁ ମନକୁ ଆସେ ରେଳ ଧାରଣ ।

ହଁ ଦର୍ଶକବନ୍ଧୁ ମଣିଷ ଚିନ୍ତା କରେ କି ମରଣ ହିଁ ସମସ୍ତ ପ୍ରକାରର ସମସ୍ୟାର ସମାଧାନ ଅଟେ । ତେଣୁ କରି ସେ ରେଳ ଧାରଣରେ ନିଜକୁ ସଜାଇ ଶୋଇପଡେ । ଏଭଳି କିଛି କରିଛନ୍ତି ଏହି ଦମ୍ପତି ମଧ୍ୟ । ସୂଚନା ମୁତାବକ ଏହି ଦମ୍ପତିଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ଵରର ଶାନ୍ତିପଲି ବସ୍ତିରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ ।

ତେବେ ଗତକାଲି ରାତିରେ ଉଭୟଙ୍କ ଭିତରେ ପ୍ରବଳ ଝଗଡା ଲାଗିଥିଲା । ଯାହା ପରେ ଉଭୟ ରାଗ ତମତମ ହୋଇ ରେଳ ଧାରଣ ଉପରକୁ ଆସିଯାଇଥିଲେ ଏବଂ ସବୁ ଦିନ ପାଇଁ ଏ ଦୁନିଆକୁ ଛାଡି ଚାଲିଗଲେ । ତେବେ ସକାଳ ସମୟରେ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ପରେ ପୋଲିସ ଘଟଣା ବାବଦରେ ତଦାରଖ ଆରମ୍ଭ କରିଛି ।

ଘରପାଖ ଲୋକଙ୍କ କହିବ ଅନୁସାରେ ଉଭୟଙ୍କ ମଧ୍ୟରେ ଏଭଳି ଝଗଡା ଦେଖିବାକୁ ମିଳେ କିନ୍ତୁ ପରେ ଉଭୟ ମିଶିଯାଆନ୍ତି । ମାତ୍ର ଆଜି ଏଭଳି କିଛି କରିବେ ବୋଲି ଆମେ ଭାବି ନ ଥିଲୁ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *