ରାତି ଅଧରେ LIVE ଆସି Mihir Das ଙ୍କୁ ମନେ ପକେଇ କାନ୍ଦି ପକେଇଲେ Rachna Banerjee, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଆମ ଓଡ଼ିଆ ଜଗତର ପ୍ରସିଦ୍ଧ ବିଖ୍ୟାତ ଅଭିନେତା ମିହିର ଦାସ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ମିହିର ଦାସ ତେବେ ତାଙ୍କର ଏବେ ଅକାଳରେ ବିୟୋଗ ପାଇଁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକମାନେ ତାଙ୍କୁ ମନେ ପକାଇ ଏବେ ଝୁରୁଛନ୍ତି ଆଉ ଏବେ ତାଙ୍କ ପ୍ରତିନିଷ୍ପତି କୁ ମନେ ପକାଇ କାନ୍ଦୁଥିବାର ନଜର ଆସୁଛନ୍ତି ।


ତେବେ ତାଙ୍କର ଏପରି ଅକାଳରେ ବିୟୋଗ ହେବାରୁ ଆମ ଓଡିଆ ଜଗତ ପାଇଁ ବୋହୁତ ବଡ଼ କ୍ଷତି ଘଟିଛି ତେବେ ଦର୍ଶକବନ୍ଧୁ ତାଙ୍କ ମୃତ୍ୟୁ ପରେ ସମସ୍ତ କଳାକାର ମାନେ ତାଙ୍କୁ ଦେଖା କରିବାକୁ ଆସିଥିଲେ ଆଉ ଦେଖା କରିବା ପରେ ସମସ୍ତଙ୍କ ଆଖିରୁ ଆପେ ଆପେ ଆସି ଯାଇଥିଲା ଲୁହ ।

ତେବେ ସେହିପରି ଆମ ଓଲିଉଡ଼ ର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ମଧ୍ୟ ମିହିର ଦାସ ଙ୍କ ବିୟୋଗ ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ସେ କହିଛନ୍ତି କି ସେ ମିହିର ଭାଇ ଙ୍କ ସହ ବହୁତ ସିନେମା ରେ କାମ କରିଛନ୍ତି ଅନେକ ସ୍ମୃତି ଅଛି । ସେ ଜଣେ ବହୁତ ଭଲ ମଣିଷ । ତେଣୁ ଏହାଛଡା ସେ କହିଛନ୍ତି କି ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ କଳାକାର ଙ୍କ ପ୍ରତି ତାଙ୍କର ବହୁତ ସମ୍ମାନ ରହିଛି ଏବଂ ସେ ଏହି ଦୁଃଖଦ ଖବର ଶୁଣି ବହୁତ ଦୁଃଖ ରେ ଅଛନ୍ତି ।

https://www.youtube.com/watch?v=nMmjBVHdPSI

ତେବେ ଶେଷ ରେ ସେ ନିଜ ଲାଇଭ ଭିଡିଓ ରେ କହିଥିଲେ କି ଏହି ତ ଜୀବନର ଖେଳ ଜଣେ ଜଣେ କରି ସମସ୍ତେ ପଳେଇବେ କିନ୍ତୁ ଆମକୁ ନିଜ ନିଜ କାମ କରିବାକୁ ପଡିବ ନିଜର ଯତ୍ନ ନେବାକୁ ପଡିବ ସମ୍ଭାଳିବାକୁ ପଡିବ । ମୋ ବାପା ବି ମୋତେ ଛାଡ଼ି ପଳେଇଲେ ମୁଁ ବି ଛାଡିକି ଯିବି ଭାରି ସମସ୍ତେ ନିଜେ ନିଜେ ଅଭିନୟ ସାରି ପଳେଇବେ ଏବଂ ମିହିର ଭାଇ ଙ୍କ ଅକାଳ ବିୟୋଗ ରେ ସେ ବହୁତ ଦୁଃଖିତ ।


ତେବେ ରଚନା ବାନାର୍ଜୀ ଏବଂ ମିହିର ଦାସ ଏକାଠି ଅନେକ ସିନେମା କରିଛନ୍ତି ଯେପରି ନାରୀ ନୁହେଁ ତୁ ନାରାୟଣୀ, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୁର, ସକଳ ତୀର୍ଥ ତୋ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଭାଇ ହେଲା ଭଗାରୀ ଆଦି ଅନେକ ସୁପର ହିଟ ସିନେମା ରେ ଏକାଠି କାମ କରିଛନ୍ତି । ତେବେ ଆମେ ଭଗବାନ ଙ୍କ ନିକଟରେ ଏତିକି ପ୍ରାଥନା କରିବୁ ଯେ ତାଙ୍କର ଅମର ଆତ୍ମାକୁ ସତଗତି ମିଳୁ । ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *