ଏହି ରେ-ପ ସୀ-ନ ପରେ ପୁରା ପୁରି ପାଗଳ ଭଳି ହେଇ ଯାଇଥିଲେ Bollywood ଏହି ହିରୋଇନ, ମିଳି ସାରିଛି National Award

ନମସ୍କାର ବନ୍ଧୁଗଣ କିଛି ଫିଲ୍ମ ଏପରି ହୋଇଥାଏ ଯାହା କଳାକାର ମାନଙ୍କ ଜୀଵନ ଉପରେ ପ୍ରଭାବ ପଡିଥାଏ । ଫିଲ୍ମ ର କିଛି ସିନ ଏପରି ଥାଏ ଯାହାକୁ ସେ ଚାହିଁକି ବି ଭୁଲି ପାରନ୍ତି ନାହିଁ ସେହି ସିନ ତାଙ୍କ ବାସ୍ତବ ଜୀଵନ ରେ ମଧ୍ୟ ପ୍ରଭାବ ପଡ଼ିଥାଏ ।

କିଛି ଏହି ଭଳି ହିଁ ହୋଇଛି ଋତୁପର୍ଣ୍ଣ ସେନ ଗୁପ୍ତାଙ୍କ ସହ । ଯିଏ ଏକ ସିନ ଯୋଗୁଁ ସେ ଅଧିକ ସଦମା କୁ ପଳେଇ ଛନ୍ତି ଏବଂ ସେ ରାତି ରେ ଶୋଉ ଶୋଉ ହଠାତ ଉଠି ଯାଉଛନ୍ତି । ତାଙ୍କ ପ୍ରଥମ ସିନେମା ଥିଲା ଶେତ ପାଥୋର ଏର ଥାଲା । ସିନେମା ଦ-ହ-ନ ରେ ନିଜ ବୋଲଡ ଚରିତ୍ର କୁ ନେଇ ସେ ବହୁତ ଚର୍ଚ୍ଚିତ ମଧ୍ୟ ଥିଲେ ଏବଂ ୧୯୯୮ରେ ନେସନାଲ ଫିଲ୍ମ ଆୱାର୍ଡ ମଧ୍ୟ ମିଳିଥିଲା ।

ଋତୁପର୍ଣ୍ଣା ଏପରି ଜଣେ ଅଭିନେତ୍ରୀ ଯିଏ ନିଜ ଚରିତ୍ର କୁ ଜୀବନ୍ତ କରିବା ପାଇଁ କିଛି ବି କରି ପାରନ୍ତି । କିନ୍ତୁ ତାଙ୍କର ଏହି ଅଭ୍ୟାସ ‘ମିତଲ ଭର୍ସେସ ମିତଲ’ ରେ ଭାରି ପଡ଼ିଗଲା । ସେହି ସିନେମା ରେ ତାଙ୍କୁ ଏକ ରେ-ପ ସି-ନ ସୁ-ଟି-ଙ୍ଗ କରିବାର ଥିଲା ।

ଋତୁପର୍ଣ୍ଣା ଙ୍କ ବିପକ୍ଷରେ ରୋହିତ ରାୟ ଥିଲେ । ସିନ ରେ ରୋହିତ ହିଁ ତାଙ୍କ ର ରେ-ପ କରିବାର ଥିଲା ଲାଇଟ୍ସ,କ୍ୟାମେରା,ଆକ୍ସନ କହି ସୁ-ଟି-ଙ୍ଗ ଆରମ୍ଭ ହୋଇଥିଲା ଏବଂ ଋତୁପର୍ଣ୍ଣା ସେହି ସିନ ରେ ଏଭଳି ଅଭିନୟ କଲେ ଯାହାକୁ ଦେଖି ସମସ୍ତ ଙ୍କ ଲୋ-ମ ଟା-ଙ୍କୁ-ରି ଉଠିଲା ।

ସିନ ତ ଗୋଟିଏ ସର୍ଟ ରେ ହିଁ ପରଫେକ୍ଟ ହୋଇଗଲା କିନ୍ତୁ ଋତୁପର୍ଣ୍ଣା ଙ୍କୁ ବାସ୍ତବ ଜୀଵନ ରେ ଏହା ବହୁତ ଅସୁବିଧା କରିଲା । ସେ ଠିକ ଭାବରେ ଶୋଇ ପାରିଲେ ନାହିଁ । ଏକ ଇଣ୍ଟରଭିଉ ମାଧ୍ୟମରେ ଋତୁପର୍ଣ୍ଣା କହିଥିଲେ କି ସେହି ରେ-ପ ସି-ନ ସୁ-ଟ କରିବା ପରେ ମୁଁ ଡ-ରି ଡ-ରି ଶୋ-ଉ-ଥି-ଲି ଏବଂ ସେହି ଦୃଶ୍ୟ ସବୁ ମୋ ସ୍ୱପ୍ନ ରେ ମଧ୍ୟ ଆସୁଥିଲା ।

ନିର୍ଦେଶକ ଙ୍କୁ ଯେତେବେଳେ ଋତୁପର୍ଣ୍ଣା ଙ୍କ ବିଷୟରେ ଏହି ଖବର ମିଳିଲା ସେତେବେଳେ ସେ ସେହି ସିନେମା ର ଅନ୍ୟ ସିନ ର ଟୋନ ସବୁ କମାଇ ଦେଇଥିଲେ ଯାହା ଦ୍ୱାରା ଋତୁପର୍ଣ୍ଣା ଙ୍କୁ ଆଉ କିଛି ସ-ଦ-ମା ନ ଲାଗୁ । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଋତୁପର୍ଣ୍ଣ କେମିତ ଲାଗନ୍ତି କମେନ୍ଟ କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *