ଏମିତି କଣ ଖାଇଲେ କିଛି ବି କରି ପାରିବ ନାହିଁ କରୋନା, 10 ଗୁଣା ବଢିଯିବ Immunity, ଜାଣନ୍ତୁ କଣ କୁହନ୍ତି Dr V. K. Mishra

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀର ସଂକ୍ରମଣ ବଢିଯାଇଛି । ଏହି ଭାଇରସଟି ବହୁତ ଶକ୍ତିଶାଳୀ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି ।

ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସର ଦ୍ଵିତୀୟ ଲହର ଦେଶର ଅବସ୍ଥା ଶୋଚନୀୟ କରି ସାରିଛି । ଅନେକ ଲୋକଙ୍କ ମନରେ ଏହି ଭାଇରସ ପ୍ରତି ଭୟ ସୃଷ୍ଟି ହୋଇଯାଇଛି । ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଟୀକା କାରଣ ବ୍ୟବସ୍ତା ଲାଗୁ କରିଛନ୍ତି ଓ ଅନେକ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି ।

ସାଧାରଣତଃ ଯେଉଁ ମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମ ରହିଛି ସେହି ଲୋକ ମାନଙ୍କୁ ଏହି ଭାଇରସ ଅତି ସହଜରେ ଆକ୍ରାନ୍ତ କରୁଛି । ଯଦି ବନ୍ଧୁଗଣ ଆପଣ ମାନଙ୍କ ଶ୍ରାୟରର ରୋଗ ପ୍ରତିଷେଧକ ଶକ୍ତି ଅଧିକ ରହିବ ତା ହେଲେ ଏହି ଭାଇରସ ଆପଣଙ୍କୁ ସହଜରେ ଆକ୍ରାନ୍ତ କରିପାରିବ ନାହିଁ । ଆଜିଆମେ ଆପଣ ମାନଙ୍କୁ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ପାଇଁ କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବିଶେଷ ଉପାୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ ଆମକୁ ଅଦାର ସେବନ କରିବା ନିହାତି ଆବଶ୍ୟକ । ଏଥିରେ ଏନ୍ଟି ଇନଫ୍ଲାମେଟୋରି ଗୁଣ ରହିଥାଏ । ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ସହ ଆମ ଶରୀରର କେତେକ ରୋଗକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଆପଣ ମାନେ ଅଦା ଚାହା ପିଇ ପାରିବେ କିମ୍ବା ନିଜ ଖାଦ୍ୟର ଅଦାର ପ୍ରୟୋଗ କରିପାରିବେ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଅନାର । ଅନାରରେ ପ୍ରଚୁର ମାତ୍ରାରେ ଭିଟାମିନ୍ସ, ମିନିରାଲ୍ସ ଓ ଏନ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ ଯାହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ । ବନ୍ଧୁଗଣ ଅନାର ରସ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ମାନଙ୍କୁ ଦିନକୁ ଦୁଇ ଥର ଅନାର ରସର ସେବନ କରିବା ନିହାତି ଆବଶ୍ୟକ ।

୩. ଆମର ତୃତୀୟ ସ୍ଥାନରେ ଅଛି ରସୁଣ । ବନ୍ଧୁଗଣ ରସୁଣରେ ପ୍ରଚୁର ମାତ୍ରାରେ ଏନ୍ଟି ବ୍ୟାକ୍ଟେରିଆଲ, ଏନ୍ଟି ଭାଇରାଲ ଓ ଏନ୍ଟି ଫଙ୍ଗଲ ଗୁଣ ରହିଥାଏ । ଏହା ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ ରାମବାଣ ଅଟେ । ଏହା ଆମ ଶରୀରର ଅନେକ ରୋଗକୁ ଦୂର କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ନିଜ ଖାଦ୍ୟରେ ରସୁଣର ପ୍ରୟୋଗ ନିଶ୍ଚୟ କରନ୍ତୁ ।

୪. ବନ୍ଧୁଗଣ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ପାଇଁ ଆପଣ ମାନେ ପ୍ରତିଦିନ ସଖାଳ ସମୟରେ ଅଳ୍ପ ଉଷୁମ ପାଣିରେ ଅଧ ଖଣ୍ଡ ଲେମ୍ବୁ ରସ ମିଶାଇ ତାହାର ସେବନ କରନ୍ତୁ । ଏହା ସହିତ ଆପଣ ମାନେ ପ୍ରତିଦିନ ଯୋଗ ଓ ବାୟାମ ଆଦି ନିଶ୍ଚୟ କରନ୍ତୁ । ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ଶୀଘ୍ର ବଢାଇଥାଏ ଯାହାଫଳରେ ଆପଣଙ୍କୁ କୌଣସି ପ୍ରକାରର ଜ୍ଵର ବା ଫ୍ଲୁ ଆଦି ହେବାର ସମ୍ଭାବନା ନଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *