ରାସ୍ତା ମଝିରେ ଚାଲିଲା “ପତି-ପତ୍ନୀ ଔର ୱୋ” ହାଇଭୋଲଟେଜ ଡ୍ରାମା, ହେଲା କିଛି ଏମିତି କି…ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ବିଷୟରେ ଜାଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ସାଧାରଣତଃ ସୋସିଆଲ ମିଡିଆରେ ଏହି ସବୁ ଘ-ଟ-ଣା ଗୁଡିକ ବହୁତ ଭାଇରାଲ ହେବା ସହିତ ଚର୍ଚାରେ ମଧ୍ୟ ରହୁଛି ।

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଏକ ବ୍ୟକ୍ତି ଅନ୍ୟ ଏକ ବ୍ୟକ୍ତିଙ୍କ ସହ ଗ-ଣ୍ଡୋ-ଗ-ଳ କରୁଥିବାର ନଜର ଆସୁଛି ହେଲେ ବନ୍ଧୁଗଣ ଗ-ଣ୍ଡୋ-ଗ-ଳ କରିବାର କାରଣ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ସମ୍ବନ୍ଧରେ ।


ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଦୁଇଟି ବ୍ୟକ୍ତି ପରସ୍ପର ସହ ଝ-ଗ-ଡା ଓ ମା-ର-ପି-ଟ କରୁଥିବାର ନଜର ଆସୁଛନ୍ତି । ଅନ୍ୟ ପକ୍ଷରେ ଏହି ଭିଡିଓରେ ଏକ ଯୁବତୀ ମଧ୍ୟ ଏକ ବ୍ୟକ୍ତିଙ୍କୁ ବଞ୍ଚାଉ ଥିବାର ନଜର ଆସୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ କେତେକ ଲୋକ ଏହି ଘଟଣା ପ୍ରତି ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ, ଏକ ଓକିଲ ତାର ମହିଳା ସାଙ୍ଗ ସହ ରାସ୍ତାରେ ବୁଲୁଥିଲା । ରାସ୍ତାରେ ବୁଲିବା ସମୟରେ ମହିଳାର ସ୍ଵାମୀ ଏହି ଦୁଇଜଣଙ୍କୁ ଦେଖିଥିଲା । ଯାହା ଫଳରେ ମହିଳାଙ୍କ ସ୍ଵାମୀ କ୍ରୋ-ଧ-ରେ ଆସି ବହୁତ ଗ-ଣ୍ଡୋ-ଗ-ଳ କରିଥିଲେ । ପ୍ରଥମେ ମହିଳାଙ୍କ ସ୍ଵାମୀ ସେହି ଓକିଲଙ୍କୁ ମା-ର-ପି-ଟ କରିଥିଲେ ଓ ତା ପରେ ସେହି ସ୍ଥାନରେ ଧୀରେ ଧୀରେ କିଛି ଲୋକ ଜମା ହୋଇଯାଇଥିଲେ ।

ବନ୍ଧୁଗଣ ଲୋକ ଜମା ହେବା ପରେ ମଧ୍ୟ ଏହି ଝ-ଗ-ଡା ବନ୍ଦ ହୋଇନଥିଲା । ଓକିଲ ଓ ବ୍ୟକ୍ତିଙ୍କ ଝ-ଗ-ଡା-ରେ ମହିଳା ନିଜ ସ୍ଵାମୀଙ୍କ ହାତ ଛାଡି ସେହି ଓକିଲ ଜଣକଙ୍କ ରକ୍ଷା ପାଇଁ ବାରମ୍ବାର ସାମ୍ନାକୁ ଆସିଯାଉଥିଲେ । କିଛି ଲୋକଙ୍କ ମତରେ ଓକିଲର ଭୁଲ ଅଛି ବୋଲି ଜଣା ପଡିଛି । ସେହି ସ୍ଥାନରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଓକିଲଙ୍କୁ ମା-ର-ପି-ଟ କରୁଥିବାର ନଜର ଆସୁଛନ୍ତି ।

ଅନ୍ୟ ପକ୍ଷରେ ଓକିଲ ଜଣକ ବହୁତ ଡ-ରି ଯାଇଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ପକ୍ଷର କୌଣସି ଲୋକ ଏହି ଘ-ଟ-ଣା ପ୍ରତି ପୋ-ଲି-ସ-ରେ କେ-ସ ଦେଇନାହାନ୍ତି । ହେଲେ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *