ଏହି ନାମର ଝିଅ ମାନଙ୍କ ପୁରା ଜୀବନ କାନ୍ଦି କାନ୍ଦି କଟିଥାଏ

ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁବେଳେ ପବିତ୍ରତା ଓ ବିଶ୍ଵାସ ଉପରେ ଆଧାରିତ ଅଟେ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କର ଡୋର ଯେତେ କୋମଳ ହୋଇଥାଏ ସେତେ ଟାଣ ମଧ୍ୟ ହୋଇଥାଏ । ଏହା ଗୋଟିଏ ତଥ୍ୟ ଅଟେ କି ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ସ୍ତ୍ରୀ ଓ ପୁରୁଷ ଦୁହେଁ ଦୁହିଁଙ୍କର ପରିପୂରକ ହୋଇଥାନ୍ତି । ଦୁହିଁଙ୍କର ମିଳନରେ ହିଁ ଏହି ଅଧୁରାପଣ ଭରିଥାଏ । କିନ୍ତୁ ବେଳେବେଳେ ଏମିତି ହୁଏ କି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁରତା ରୁହେ ନାହିଁ । ସେ କେବଳ ବାଧ୍ୟରେ ହିଁ ପରସ୍ପର ସହ ଜୀବନ କାଟିଥାନ୍ତି ।

ଏହା ଏମିତି ହୋଇଥାଏ କାରଣ କେବେ କେବେ ମହିଳାମାନେ ନିଜ ସ୍ଵାମୀ ସହିତ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ ଓ ଏହି ଅସନ୍ତୁଷ୍ଟ କାରଣରୁ ଏମାନଙ୍କ ମଧ୍ୟରେ ବାଦବିବାଦ ଆସିଥାଏ । ଆଜି ଆମେ ଆପଣଙ୍କୁ ଏମିତି 3 ଟି ନାମ ବିଷୟରେ କହିବୁ ଯିଏ ପୁରା ଜୀବନ ନିଜ ସ୍ଵାମୀ ସହିତ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା ସେହି 3 ଟି ନାମର ମହିଳାଙ୍କ ବିଷୟରେ ।

୧. K ନାମର ମହିଳା

K ନାମର ମହିଳାମାନେ ବହୁତ ସହନଶୀଳ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ କର୍ତ୍ତବ୍ୟ କୁ ଭଲ ଭାବରେ ପାଳନ କରିଥାନ୍ତି । କିନ୍ତୁ ଏମାନେ କଥା ଏପଟ ସେପଟ କରିବାରେ ବି ପୁରା ମାହିର ହୋଇଥାନ୍ତି । ଏମାନେ ଚାହାଁନ୍ତି କି ଏମାନଙ୍କ ସ୍ଵାମୀ ସବୁ କାମ ଏମାନଙ୍କୁ ଜଣାଇ କରନ୍ତୁ ଓ ଯଦି ସ୍ଵାମୀ ଏମିତି ନ କରେ ତ ଏମାନେ ରାଗି ଯାଆନ୍ତି ଓ ଏହି କାରଣରୁ ଏମାନଙ୍କ ଭିତରେ ଝଗଡା ଆରମ୍ଭ ହୋଇଯାଏ ।

୨. E ନାମର ମହିଳା

E ନାମର ମହିଳାମାନେ ପ୍ରେମର ଅଧିକ ଇଚ୍ଛା ରଖିଥାନ୍ତି । ସେମାନେ ଚାହାଁନ୍ତି କି ସେମାନଙ୍କ ସ୍ଵାମୀ ତାଙ୍କ ଠାରୁ ଗୋଟିଏ ମୂହୁର୍ତ୍ତ ପାଇଁ ବି ଦୂରକୁ ନଯାଉ । ଏମାନେ ଘରକୁ ଭଲ ଭାବେ ସମ୍ଭାଳି ଥାଆନ୍ତି । ଏମାନଙ୍କ ଭିତରେ ଆତ୍ମବିଶ୍ଵାସ ଭରି ହୋଇଥାଏ । ଏହି ନାମର ମହିଳାମାନେ ନିଜ ସ୍ଵାମୀ ସହିତ ସନ୍ତୁଷ୍ଟ ରହି ପାରନ୍ତି ନାହିଁ କାରଣ ଏମାନଙ୍କର ପ୍ରେମର ଇଚ୍ଛା ଟିକେ ଅଧିକ ଥାଏ, ଯାହା ପୂରଣ ହୋଇପାରେ ନାହିଁ । ଏହି କାରଣରୁ ସେମାନେ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି ।

୩. S ନାମର ମହିଳା

S ନାମର ମହିଳାମାନେ ବହୁତ ସାହସୀ ହୋଇଥାନ୍ତି । ତା ସହିତ ନିଜ ପରିବାର ପ୍ରତି ନିଷ୍ଟାବାନ ହୋଇଥାନ୍ତି । ଏମାନେ ପ୍ରଶଂସାର ଅଧିକ ଭୋକିଲା ହୋଇଥାନ୍ତି ଅର୍ଥାତ ଏମାନଙ୍କୁ ପ୍ରଶଂସା ଶୁଣିବା ଅଧିକ ଭଲ ଲାଗିଥାଏ । ଏମାନେ ଚାହାଁନ୍ତି କି ଏମାନଙ୍କ ପରିବାର ଓ ସ୍ଵାମୀ ସବୁବେଳେ ତାଙ୍କର ପ୍ରଶଂସା କରନ୍ତୁ ଓ ଯଦି ନହୁଏ ତେବେ ଏମାନେ ସନ୍ତୁଷ୍ଟ ରହି ପାରନ୍ତି ନାହିଁ । ଏମାନେ ଚାହାଁନ୍ତି ତାଙ୍କ ସ୍ଵାମୀ ସବୁବେଳେ ତାଙ୍କ ପ୍ରଶଂସା କରନ୍ତୁ ଯଦି ଭୁଲରେ ବି ସେ ଆଉ କାହାର ପ୍ରଶଂସା କରିଦିଏ ତେବେ ଏମାନେ ବହୁତ ରାଗି ଯାଆନ୍ତି । ଏହି କାରଣରୁ ଏମାନେ ପୁରା ଜୀବନ ନିଜ ସ୍ଵାମୀ ସହିତ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ ।

ଏହା ଥିଲା ତିନୋଟି ନାମର ମହିଳା ଯିଏ ପୁରା ଜୀବନ ନିଜ ସ୍ଵାମୀ ସହିତ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ । ତେବେ ଆପଣମାନଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *