ପୁଣି ଘଟିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ହୁତୁ ହୁତୁ ହୋଇ ଜଳିଉଠିଲା ଟ୍ରେନ୍ … ଅଳ୍ପକେ ବର୍ତ୍ତୀଗଲେ ଯାତ୍ରୀ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକାଲି ହାଉଡାରୁ ସିକନ୍ଦରାବାଦ ଯେଉଥିବା ରେଳରେ ଅକସ୍ମାତ ହୁତ୍ ହୁତ୍ ହୋଇ ନିଆଁ ଲାଗିଯାଇଥିଲା । ଆପଣ ଦେଖିପାରୁଥିବେ ତାହାର ଦୃଶ୍ୟ ଯାହା ମନକୁ ବିଚଳିତ କରିଦେଉଥିବ । ବାହାନଗ ଟ୍ରେନ ଦୁର୍ଘଟଣାକୁ ଲୋକେ ଅବି ଯାଏ ବୁଲିପାରୁନଥିବା ବେଳେ ଗୋଟାଏ ପରେ ଗୋଟାଏ ଦୁର୍ଘଟଣା ଘଟିବା ଦେଶରେ ଆସୁଥିବା ବିପଦକୁ ଦର୍ଶାଇଥାଏ ।

କଣ ସତରରେ ଦେଶକୁ ଘେରୁଛୁ ମହାବିପଦ । ଗତକାଲି ଲୋକେ ପଲକାନାମା ଏକ୍ସପ୍ରେସ୍ସରେ ବସି ଯାତ୍ରା କରୁଥିବା ସମୟରେ ଅଚାନକ ନିଆଁ ଜଳିଉଠିଥିଲା । ଯାହାକୁ ଲୋକେ ଦେଖିବା ମାତ୍ରେ ଗାଡିରୁ ଓଲହାଇ ପଡିଥିଲେ ମାତ୍ର ସେମାନଙ୍କ ଆବାସପତ୍ର ଓ ଜିନିଷପତ୍ର ସବୁ ଫୋଡିଯାଇଥିଲା । ନିଆଁଟି ଅଘନ ଅଞ୍ଚଳରେ ଲାଗିଯାଇଥିଲା ଯାହା ଫଳରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ପହଞ୍ଚିପାରିନଥିଲେ ।

ସୂଚନା ଅନୁସାରେ ପାଲକାନମା ଏକ୍ସପ୍ରେସ୍ସରେ ବସି ଲୋକେ ନିଜର ଚାକିରୀ କ୍ଷେତ୍ରକୁ ଆଉ କେତେକ ଲୋକେ ଘରକୁ ଫେରୁଥିଲେ । ମାତ୍ର ଅଚାନକ ଫାୟାର ଲାଗିଥିବା ଶବ୍ଦ ହୋଇଥିଲା ଯାହାକୁ ଲୋକେ ସ୍ପଷ୍ଟ ରୂପେ ଶୁଣିଥିଲେ ଓ ପ୍ରାଣକୁ ବଞ୍ଚାଇବା ପାଇଁ ସବୁ ଜିନିଷକୁ ଛାଡି ଗାଡିରୁ ତଳକୁ ଓଲହାଇ ଥିଲେ । ଲୋକମାନଙ୍କ ସାମ୍ନାରେ ହିଁ S4, S5,ଓ S6 ବଗି ସଂପୂର୍ଣ୍ଣ ଜଳିଯାଇଥିଲା ।

ଲୋକେ ଦେଖୁଥିଲେ ଯେ କିପରି ଜଳୁଛି କିନ୍ତୁ ଭଲ ବିଷୟ ଏହା ଯେ ଏହି ଦୁର୍ଘଟଣାରେ କାହାରି କୋଣସି କ୍ଷତି ହୋଇନଥିବା ବେଳେ ଜିନିଷପତ୍ର ଫୋଡିଯାଇଥିଲା । ସୂଚନା ପାଇଥିବା ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଆସି ନିଆଁ ନିୟନ୍ତ୍ରଣ କରିଥିଲେ ଓ ନିଆଁ ନ ଲାଗିଥିବା ବଗି କୁ ଅଲଗା କରିଥିଲେ । ଅଘନ ସ୍ଥାନରେ ରେଳ ଦୁର୍ଘଟଣା ହୋଇଥିବା କାରଣରୁ ଲୋକମାନଙ୍କୁ ଦୁଇ କିଲୋମିଟର ପାଦରେ ଚାଲିବାକୁ ପଡିଥିଲା ପରେ ସରକାର ସେମାନଙ୍କୁ ବସ ଯୋଗାଇ ଥିଲେ ଯାହା ମାଧ୍ୟମରେ ଯାତ୍ରୀ ଗନ୍ତବ୍ୟ ସ୍ଥଳ ପହଞ୍ଚିପାରିଲେ ।

ତେବେ ରେଳବିଭାଗର ଗରିଷ୍ଟ ଅଧିକାରୀ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ସତରେ ଆଖି ପିଛୁଳାରେ ଘଟିଥାନ୍ତା ଦୁର୍ଘଟଣା ମାତ୍ର ସଚେତନା ଯୋଗୁଁ ଲୋକମାନେ ଗାଡିରୁ ବାହାରି ପଡିଥିଲେ । ତେବେ ତଦନ୍ତ ପରେ ଜଣାପଡିବ ଅସଲି କାରଣ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *