ପୁଣି ଆସିବ Rupa-Pintu ଙ୍କ ଏହି ଗୀତ, ଚାଲିଛି ଗୀତର ଡ୍ୟାନ୍ସ ପ୍ରାକ୍ଟିସ

ଦର୍ଶକ ବନ୍ଧୁ ବର୍ତ୍ତମାନର ସମୟରେ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁ ଥିରୁ ଲୋକ ମାନେ ଟଙ୍କା ଅର୍ଜନ କରି ପାରୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଅନେକ ଲୋକ ନିଜର ଟ୍ୟାଲେନ୍ଟ ପଦର୍ଶନ କରି ଫେମସ ମଧ୍ୟ ହୋଇପାରୁଛନ୍ତି । ଆଗରୁ ୟୁଟ୍ୟୁବ କଣ ଲୋକ ଜାଣି ନଥିଲେ ହେଲେ ବର୍ତ୍ତମାନ ସମସ୍ତଙ୍କ ପାଖରେ ମୋବାଇଲ ଫୋନ ସହ ଇଣ୍ଟର୍ନେଟ ସୁବିଧା ରହିଛି  ।

ଯାହା ଦ୍ଵାରା ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଏବଂ ଖବର ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଏପରି ଏକ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ସାରା ରାଜ୍ୟରେ ଆଜି ଫେମସ ହୋଇପାରିଛନ୍ତି ।

ଦର୍ଶକ ବନ୍ଧୁ ଏହି ଦମ୍ପତ୍ତି ଆଉ କେହି ନୁହେଁ ଏ ହେଉଛନ୍ତି ରୂପା ଏବଂ ପିଣ୍ଟୁ । ଆପଣ ମାନେ ସମସ୍ତେ ରୂପା-ପିଣ୍ଟୁଙ୍କୁ ସୋସିଆଲ ମିଡିଆରେ ନିଶ୍ଚୟ ଦେଖିଥିବେ । ସେ ୟୁଟ୍ୟୁବରେ ନିଜର ଭିଡିଓ ଅପଲୋଡ କରନ୍ତି  । ସେ ନିଜ ଲାଇଫ ଷ୍ଟାଇଲ ଲୋକ ମାନଙ୍କୁ ଦେଖାଇ ଥାନ୍ତି । ଏହା ସହ ଅନେଲ ଆଲବମ ଭିଡିଓ ଅପଲୋଡ କରନ୍ତି । ରୂପା ଏବଂ ପିଣ୍ଟୁଙ୍କୁ ଦେଖିବା ପାଇଁ ଓଡିଶାବାସୀ ବହୁତ ଅଧିକ ପସନ୍ଦ କରତି ।

ଓଡିଶାରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ରୂପା ଏବଂ ପିଣ୍ଟୁଙ୍କୁ ଲୋକମାନେ ବହୁତ ଅଧିକ ଭଲ ପାଉଛନ୍ତି । ତେବେ ଗତ କିଛି ସମୟ ହେବ ରୂପାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଉଭୟ ରୂପା ଏବଂ ପିଣ୍ଟୁ ଏକ ଗୀତର ପ୍ରାକ୍ଟିସ କରୁଛନ୍ତି । ଗୀତର ତାଳେ ତାଳେ ଉଭୟ ବହୁତ ସୁନ୍ଦର ଡ୍ୟାନ୍ସ କରୁ ଥିବାର ନଜର ଆସୁଛନ୍ତି । ଏହି ଗୀତରେ ଆଗରୁ ମଧ୍ୟ ଉଭୟ ରୂପା ପିଣ୍ଟୁ ଆଲବମ ଭିଡିଓ କରିଥିଲେ ତେଣୁ ଏହି ଭିଡିଓ ଦେଖି ଯାହା ଜଣା ପଡୁଛି ପୁଣି ଉଭୟଙ୍କର ଏହି ଗୀତରେ ଆଉ ଏକ ଆଲବମ ଭିଡିଓ ଆସିବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *