ପୁନର୍ବିବାହ କଲେ ଅଭିନେତ୍ରୀ Priyanka Mohapatra, ଦେଖିଲେ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଫିଲ୍ମ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରିୟଙ୍କା ମହାପାତ୍ର । ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପ୍ରିୟଙ୍କାଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ଗତ କିଛି ସମୟ ହେବ ପ୍ରିୟଙ୍କାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗତ ୨୪ ତାରିଖ ପ୍ରିୟଙ୍କା ଓ ତାଙ୍କ ସ୍ଵାମୀଙ୍କ ୨୫ବର୍ଷ ବିବାହ ବାର୍ଷିକ ପାଳନ କରାଯାଇଥିଲା । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ପ୍ରିୟଙ୍କାଙ୍କ ସ୍ଵାମୀଙ୍କ ନାମ ହେଉଛି ଦେବୁ ପଟ୍ଟନାୟକ ।

ପ୍ରିୟଙ୍କା ଓ ଦେବୁଙ୍କୁ ୨୫ ବର୍ଷ ବିବାହ ବାର୍ଷିକରେ ତାଙ୍କ ସମସ୍ତ ପରିବାର ଲୋକ ମାନେ ଉପସ୍ଥିତ ଥିଲେ । ତେବେ ପ୍ରିୟଙ୍କା ଓ ଦେବୁ ବିବାହର ୨୫ ବର୍ଷ ବାର୍ଷିକ ଉସ୍ତବରେ ବହୁତ ଅଧିକ ଖୁସି ଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଲେ ଖୁସି ହେବେ ଯେ, ପୁରୁଣା ସ୍ମୃତିକୁ ଅନୁଭବ କରିବା ପାଇଁ ଉଭୟ ପ୍ରିୟଙ୍କା ଓ ଦେବୁ ନିଜ ବିବାହ ବାର୍ଷିକରେ ପୁନର୍ବିବାହ କରିଲେ ।

ପ୍ରିୟଙ୍କା ଓ ଦେବୁଙ୍କ ପୁନର୍ବିବାହ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ପ୍ରିୟଙ୍କା ଓ ଦେବୁଙ୍କ ପାଇଁ ସେହି ସମୟଟି ଅତ୍ୟନ୍ତ ସ୍ପେଶିଆଲ ଥିଲା । ବିବାହ ବାର୍ଷିକରେ ତାଙ୍କର ସମସ୍ତ ପରିବାର ସଦସ୍ୟ ଓ ତାଙ୍କ ଏକ ମାତ୍ର ଝିଅ ଆକାଂକ୍ଷା ମଧ୍ୟ ଉପସ୍ଥିତ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରିୟଙ୍କାଙ୍କ ଏହି ପୁନର୍ବିବାହ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *