Odia Jokes- ପୁଅଟି ତା’ର ଗର୍ଲଫ୍ରେଣ୍ଡକୁ କହିଲା- ଜାନୁ ଜାଣିଛ !! କାଲି ରାତିରେ ତୁମେ ମୋ ସ୍ଵପ୍ନରେ ଆସିଥିଲ, ସ୍ଵପ୍ନରେ ଆମେ ଦୁଇ ଜଣ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ସ୍ତ୍ରୀ ସ୍ଵାମୀକୁ ପଚାରିଲା…

ସ୍ତ୍ରୀ- ଆମ ଦୁଇଜଣଙ୍କ ମଧ୍ୟରୁ ସବୁ ଠାରୁ ସୁନ୍ଦର କିଏ ?

ସ୍ଵାମୀ- ମୁଁ

ସ୍ତ୍ରୀ- କେମିତି ?

ସ୍ଵାମୀ- ତମେ ବିଉଟି ପାର୍ଲର କାହିଁକି ଯାଉଛ ?

ଯାହା ହେଉ ଭଗବାନ ମତେ ସୁନ୍ଦର କରିଛନ୍ତି ନ ହେଲେ ମତେ ମଧ୍ୟ ପାର୍ଲର ଯିବାକୁ ପଡିଥାନ୍ତା …!!

୨. ରାଜୁର ସ୍ତ୍ରୀ ବାଦାମ ଖାଉଥିଲା…

ରାଜୁ ରୋମାଣ୍ଟିକ ହୋଇ କହିଲା- ଆରେ ମତେ ବି ଟିକେ ଦିଅ ଟେଷ୍ଟ କରିବି ମୁ ।

ସ୍ତ୍ରୀ ରାଜୁ ହାତରେ ଗୋଟିଏ ବାଦାମ ରଖି ଆଉ ସବୁ ବାଦାମ ନିଜେ ଖାଇବାକୁ ଲାଗିଲା ।

ରାଜୁ- କଣ ଗୋଟିଏ ମାତ୍ର ?

ସ୍ତ୍ରୀ- ହଁ, ବାକି ବାଦାମର ଟେଷ୍ଟ ମଧ୍ୟ ଏହିପରି ଅଛି ।

୩. ମହିଳା- ମୋ ସ୍ଵାମୀ ଗୋଟିଏ ସପ୍ତାହ ହେଲା ଗାୟବ ଅଛନ୍ତି …

ପୋଲିସ- ତାଙ୍କର କୌଣସି ସନ୍ତକ ଅଛି ?

ମହିଳା- ହଁ ଅଛି ନା, ଏ ପପୁ 6 ବର୍ଷର ଅଟେ

ଓ ଏ ଗପୁ 4 ବର୍ଷର ଅଟେ

୪. ଗୋଟେ ବୁଢା ଛୁଆକୁ ପଚାରିଲା…

ବୁଢା-ପୁଅ କେମିତି ଅଛୁ ?

ଛୁଆ- ଠିକ ଅଛି…

ବୁଢା- ପାଠ ପଢା କେମିତି ଚାଲିଛି ?

ଛୁଆ- ବିଲକୁଲ ମୋ ଜୀବନ ପରିକା ।

ବୁଢା- ମାନେ ?

ଛୁଆ- ଭଗବାନଙ୍କ ଭରସାରେ ଚାଲିଛି ଆଉ…

୫. ଆକବର- ବୀରବଲ ମତେ ଗୋଟେ କଥା କୁହ !

ଆମ ଷ୍ଟାଫ ମାନଙ୍କ ଭିତରୁ ସବୁଠୁ ଅଧିକ ପରିଶ୍ରମ କରୁଥିବା ମଣିଷକୁ କେମିତି ଚିହ୍ନିବା ?

ବୀରବଲ- ମହାରାଜ, ମୁଁ ଏବେ ଯାଇ ସମସ୍ତଙ୍କୁ ଡକେଇ ଆଣୁଛି,

ତା ପରେ ଆପଣଙ୍କୁ କହୁଛି !

ବୀରବଲ ସେହି ସମୟରେ ସମସ୍ତଙ୍କୁ ଡାକି ଆଣିଲା ଓ ଜଣଙ୍କର ହାତ ଧରି କହିଲା

‘ମହାରାଜ ଏହି ଅଟେ ସେହି ମଣିଷ’

ଆକବର – ତୁମେ କେମିତି ଏହି ମହାନ ବ୍ୟକ୍ତି କୁ ଚିହ୍ନିଲ ?

ବୀରବଲ- ମହାରାଜ ! ମୁଁ ୟାର ମୋବାଇଲ ଏବେ ଚେକ କରିଛି,

ୟାର ମୋବାଇଲରେ ବ୍ଯାଟେରୀ 98% ଅଛି !!

୬. ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,

ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।

ସ୍ଵାମୀ- ତା ହେଲେ ?

ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?

ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।

୭. ରାସ୍ତାରେ ଗୋଟେ ଲୋକ ଅନ୍ୟ ଲୋକକୁ ଅଟକାଇ ପଚାରିଲା…

ଲୋକ- ଭାଇନା ଆମ ଭାଉଜ ବାଉଁଆ ଅଛନ୍ତି କି ?

ଅନ୍ୟ ଲୋକ- ହଁ, ହେଲେ ଆପଣ କେମିତି ଜାଣିଲେ ?

ଲୋକ- କାରଣ ଆପଣଙ୍କ ଡାହାଣ ପଟ ଗାଲଟି ସଂପୂର୍ଣ୍ଣ ନାଲି ପଡିଯାଇଛି…

୮. ସ୍ତ୍ରୀ- ତମେ ମୋ ପାଇଁ କଣ କରି ପାରିବ ?

ସ୍ଵାମୀ- ତମେ ଯଦି କହିବ ତା ହେଲେ ମୁ ତମ ପାଇଁ ଜନ୍ହ ତାର ନେଇ ଆସିବି ।

ସ୍ତ୍ରୀ- ଏତେ କଷ୍ଟ କରିବା ଦରକାର ନାହିଁ, ବେଡରୁ ଉଠି ମୋ ପାଇଁ ଗୋଟେ ଗ୍ଳାସ ପାଣି ନେଇ ଆସିଲ ।

ସ୍ଵାମୀ- ଆରେ ମୁ ପରା ନିଦରେ ଅଛି, ମୁ ବି ଜାଣିନି ତମକୁ ମୁ କଣ କହିଲି କି ?

୯. ପୁଅଟି ତା’ର ଗର୍ଲଫ୍ରେଣ୍ଡକୁ କହିଲା-

ଜାନୁ ଜାଣିଛ !! କାଲି ରାତିରେ ତୁମେ ମୋ ସ୍ଵପ୍ନରେ ଆସିଥିଲ…

ଝିଅ- କଣ …ସତରେ ?

ବୟଫ୍ରେଣ୍ଡ- ହଁ, ସତରେ

ଝିଅ- ସ୍ଵପ୍ନରେ ଆମେ ଦୁଇ ଜଣ କଣ କରୁଥିଲେ ?

ପୁଅ- ମୁଁ ଆଇସକ୍ରିମ ଖାଉଥିଲି

ତୁ ମୋ ସାମ୍ନାରେ ବସି କହୁଥିଲୁ କମ ସେ କମ ରାପର ତ ଦେ ମତେ ଚାଟିବା ପାଇଁ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *