ସିରିଏଲ “ବାଳିକା ବଧୂ” ରେ ‘ସୁଗନା’ ର ରୋଲ କରି ଫେମସ ହୋଇଥିବା ଏହି ଅଭିନେତ୍ରୀ ଆଜି ଦେଖା ଯାଆନ୍ତି ବହୁତ ସୁନ୍ଦର ଆଉ ହଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଲର୍ସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ବାଲିକା ବଧୁ’ ତ ନିଶ୍ଚିତ ଭାବରେ ଦେଖିଥିବେ।ଏହି ସିରିଆଲ ରାଜସ୍ଥାନ ରେ ହେଉଥିବା ବାଲ୍ୟ ବିବାହ ପ୍ରଥା ର କାହାଣୀ ଆଧାର ରେ ନିର୍ମିତ ହୋଇଥିଲା। ଏଥିରେ ଜଗିୟା ଓ ଆନନ୍ଦି ନାମକ ଚରିତ୍ରରେ ଦୁଇ ବାଲ୍ୟ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ଏହି ସିରିଆଲ ରେ ଅନ୍ୟ କଳାକାର ମାନେ ମଧ୍ୟ ନିଜର ଅଭିନୟ ପ୍ରଦର୍ଶନ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ।

ସେହି କଳାକାର ମାନଙ୍କ ମଧ୍ୟରୁ ସିରିଆଲ ରେ ସୁଗ୍ନା ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଅନ୍ୟତମ ଅଟନ୍ତି। ଏହି ଅଭିନେତ୍ରୀ ସିରିଆଲ ରେ ବହୁର ସୁନ୍ଦର ଭାବରେ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ। ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ ଆସିଥିଲା।ଏହି ସିରିଆଲ କୁ ପୂର୍ଣ୍ଣ ହେବାର ବର୍ତ୍ତମାନ ବହୁତ ସମୟ ହୋଇ ସାରିଲାଣି।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ପରଦାରେ ତ ନିଶ୍ଚିତ ଭାବରେ ଦେଖିଥିବେ। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ, ଏହି ଅଭିନେତ୍ରୀ ବର୍ତ୍ତମାନ କଣ କରୁଛନ୍ତି, କିପରି ଅଛନ୍ତି ଏବଂ କେମିତି ଦେଖା ଯାଉଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଜଣାଇବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଟିଭି ସିରିଆଲ ‘ବାଲିକା ବଧୁ’ ରେ ସୁଗ୍ନା ନାମକ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଙ୍କ ରିଆଲ ନାଁ ହେଉଛି, ‘ବିଭା ଆନନ୍ଦ’ ଅଟେ। ଏହି ଅଭିନେତ୍ରୀ ଙ୍କ ଜନ୍ମ ୮ ସେପ୍ଟେମ୍ବର ୧୯୯୦ ମସିହାରେ ମୁମ୍ବାଇ ରେ ହୋଇଥିଲା। ଏହି କାରଣରୁ ତାଙ୍କର ସମ୍ପୂର୍ଣ୍ଣ ପାଠପଢ଼ା ମୁମ୍ବାଇ ରେ ହିଁ ହୋଇଥିଲା। ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଅର ସମ୍ବନ୍ଧରେ କହିବା ତେବେ ସେ ପ୍ରଥମେ ଜଣେ ମଡେଲର ଭାବରେ କାମ ଆରମ୍ଭ କରିଥିଲେ ଏବଂ ମୁମ୍ବାଇ ରେ କେତେକ ଆଡ଼ଭରଟାଇଜମେଣ୍ଟ ମଧ୍ୟ କରିଥିଲେ।

ପରେ ସେ ମୁମ୍ବାଇ ର ଏକ ଅଡିସନ ସିଲେକ୍ଟ ହୋଇଥିଲେ ଏବଂ ପରେ ତାଙ୍କୁ ସିରିଆଲ ବାଲିକା ବଧୁ ରେ ଜଗିୟା ର ଭଉଣୀ ସୁଗ୍ନା ରୂପରେ ଦେଖିବାକୁ ମିଳିଥିଲା।ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥିଲା ଏବଂ ସେ ନିଜର ଅଭିନୟ ମାଧ୍ୟମରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ଏହି ସିରିଆଲ ରେ ତାଙ୍କ ଅଭିନୟ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ଫିଲ୍ମ ‘ଦ ଷ୍ଟଓନ୍ ମ୍ୟାନ ମର୍ଡର’ ର ଅଫର ଆସିଥିଲା। ଯେଉଁ କାରଣରୁ ତାଙ୍କୁ ସିରିଆଲ ଛାଡ଼ିବାକୁ ପଡିଥିଲା।

ଏହାପରେ ତାଙ୍କୁ ଅନ୍ୟ ଏକ ଫିଲ୍ମ ‘ଇସି ଲାଇଫ ମେ’ ରେ ନୁପୁର ନାମକ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ପରେ ସେ ପୁଣିଥରେ ଟିଭି ଇଣ୍ଡଷ୍ଟ୍ରୀ କୁ ଫେରି ଥିଲେ ଏବଂ ତାଙ୍କୁ ‘ସଂସ୍କାର ଲକ୍ଷ୍ମୀ’, ‘ବେଗୁ ସରାୟ’, ‘ୟେ ହେ ଆସିକି’, ‘ଫିଅର ଫାଇଲସ’ ଭଳି ସିରିଆଲ ରେ ଦେଖିବାକୁ ମିଳିଥିଲା।ପରେ ସେ ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଯାଇଥିଲେ।

ଏହି ଅଭିନେତ୍ରୀ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପରେ ବଦଳି ସାରିଛନ୍ତି। ପୂର୍ବ ଅପେକ୍ଷା ବହୁତ ହିଁ ଷ୍ଟାଇଲିସ ଏବଂ ବୋଲଡ ଦେଖାଯାଉଛନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ପୁଣିଥରେ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଛନ୍ତି ଏବଂ ତାଙ୍କୁ ଛୋଟ ପରଦାରେ ନୁହେଁ ବରଂ ବଡ଼ ପରଦା ରେ ଦେଖିବାକୁ ମିଳିବ। ତାଙ୍କୁ ଫିଲ୍ମ ‘ହମ ଚାର’ ରେ ମଧ୍ୟ ଦେଖିବାକୁ ମିଳିଥିଲା।

ବନ୍ଧୁଗଣ ଯଦି ଏହି ଅଭିନେତ୍ରୀ ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କାହିବା ତେବେ ଏକ ସମୟରେ ଅଭିନେତା ରୋହିତ ପୁରୋହିତ ଙ୍କ ସହିତ ରିଲେସନ ରେ ଥିବା ଏହି ଅଭିନେତ୍ରୀ ଙ୍କ ବ୍ରେକଅପ ହେବା ପରେ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି ଏବଂ ନିଜର କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *