ଦେଖନ୍ତୁ Video, ପୁଅକୁ ଧରି କେମିତି ଗେଲ କରୁଛନ୍ତି Ollywood ହୀରୋ Babushan Mohanty

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବାବୁସାନ । ବନ୍ଧୁଗଣ ବାବୁସାନଙ୍କର ଅନେକ ସୁପର ହିଟ ଫିଲ୍ମ ଆପଣ ମାନେ ସମସ୍ତେ ଦେଖିଥିବେ । ବାବୁସାନ ହେଉଛନ୍ତି ଏକ ଏପରି ଅଭିନେତା ଯିଏ ବହୁତ କମ ସମୟ ମଧ୍ୟରେ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବାବୁସାନ ତାଙ୍କ ଫିଲ୍ମ ଓ ତାଙ୍କ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ବାବୁସାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଗତ କିଛି ସମୟ ହେବ ବାବୁସନଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ବାବୁସାନ ତାଙ୍କ ପୁଅ ସହ ଖେଳୁଥିବାର ଓ ଗେଲ କରୁଥିବାର ନଜର ଆସୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

 

 

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଅଭିନେତା ବାବୁସାନ ତାଙ୍କ ପୁଅକୁ କାନ୍ଧରେ ଶୁଆଇ ଗେଲ କରୁଥିବାର ନଜର ଆସୁଛନ୍ତି । ପୁଅକୁ କାନ୍ଧରେ ଶୁଆଇ ହାତ ଥାପୁଡଉ ଥିବାର ନଜର ଆସୁଛନ୍ତି । ସେହି ସମୟରେ ବାବୁସାନଙ୍କ ମା କହୁଛନ୍ତି ‘ଆଉ ଟିକେ ଜୋରରେ ବାଡା’ ଏହା ପରେ ବାବୁସାନ କହୁଛନ୍ତି ‘ନାଇଁ କାଟିବ’ ।

 

ବହୁତ ସୁନ୍ଦର ଭାବରେ ବାବୁସନ ତାଙ୍କ ପୁଅକୁ ଏହି ଭିଡିଓରେ ଗେଲ କରୁଥିବାର ନଜର ଆସୁଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଭିଡିଓକୁ ଦେଖି ବହୁତ ଖୁସି ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ମହାନ୍ତି କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *