10 Interesting Gk Questions- 8 ଟି କଦଳୀକୁ ନ କାଟି ନ ଭାଙ୍ଗି 9 ଜଣ ଲୋକଙ୍କ ମଧ୍ୟରେ କେମିତି ସମାନ ଭାବରେ ବାଣ୍ଟି ପାରିବା ? 99 % ଲୋକ ଫେଲ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ । 


୧. ତାହା କଣ ଯାହାକୁ ଆପଣ ନିଜେ ଦେଖିପାରିବେ କିନ୍ତୁ ଅନ୍ୟକୁ ଦେଖାଇ ପାରିବେ ନାହିଁ ?

ଉତ୍ତର- ସ୍ଵପ୍ନ 

୨. କଞ୍ଚା ବେଳେ ପାରିବା ଓ ପାଚିଗଲେ ଫଳ କହିଥାଉ ତାହା କଣ ?

ଉତ୍ତର- କଦଳୀ 

୩. ପୃଥିବୀର ବୃହତ୍ତମ ସ୍ଥଳଚର ପ୍ରାଣୀର ନାମ କଣ ?

ଉତ୍ତର- ହାତୀ 


୪. ପୃଥିବୀର ବୃହତ୍ତମ ଜଳଚର ପ୍ରାଣୀର ନାମ କଣ ?

ଉତ୍ତର- ତିମି ମାଛ 

୫. ପୃଥିବୀର ବୃହତ୍ତମ ଅଣ୍ଡାର ନାମ କଣ ?

ଉତ୍ତର- ଓଟ ପକ୍ଷୀର ଅଣ୍ଡା । 

୬. ଓଡିଶାର ବୃହତ୍ତମ ସହରର ନାମ କଣ ?

ଉତ୍ତର- କଟକ 

୭. ଓଡିଶାର ବୃହତ୍ତମ ବସଷ୍ଟାଣ୍ଡର ନାମ କଣ ?

ଉତ୍ତର- ଭୁବନେଶ୍ବରର ସରକାରୀ ବସଷ୍ଟାଣ୍ଡ । 

୮. ଓଡିଶାର ବୃହତ୍ତମ ଶ୍ମଶାନର ନାମ କଣ ?

ଉତ୍ତର- ପୁରୀର ସ୍ଵର୍ଗଦ୍ଵାର 


୯. କେଉଁ ସହରକୁ ଭାରତର ହଲିଉଡ କୁହାଯାଏ ?

ଉତ୍ତର- ମୁମ୍ବାଇ 

୧୦. କେଉଁ ସ୍ଥାନକୁ ଭାରତର ଭୂସ୍ଵର୍ଗ କୁହାଯାଏ ?

ଉତ୍ତର- କାଶ୍ମୀର

୧୧. ୮ ଟି କଦଳୀକୁ ନକାଟି ନ ଭାଙ୍ଗି ୯ ଜଣ ଲୋକଙ୍କ ମଧ୍ୟରେ କେମିତି ସମାନ ଭାବରେ ବାଣ୍ଟି ପାରିବା ?
ଉତ୍ତର କଦଳୀ ସେକ ତିଆରି କରି

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *