ପୁଅ ବୟସର ପୁରୁଷଙ୍କ ସହ ବୁଢାପାରେ ବି ଜବାନିର ମଜା ନେଉଛନ୍ତି ଏହି ୭ ଜଣ ଅଭିନେତ୍ରୀ

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ବିବାହ ପ୍ରଥା ପାଇଁ ନିହାତି ଭାବରେ ଝିଅର ବୟସ ପୁଅର ବୟସ ଠାରୁ କମ ହୋଇଥିବା ଆବଶ୍ୟକ । ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ହିନ୍ଦୁଧର୍ମର ଏହି ପ୍ରଥା ବିରୁଧରେ ଯାଇ ନିଜ ବୟସରୁ କମ ବୟସର ଯୁବକ ମାନଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧. ସୁସ୍ମିତା ସେନ

ବନ୍ଧୁଗଣ ଆପଣମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନିଶ୍ଚୟ ଦେଖିଥିବେ । ସୁସ୍ମିତା ବର୍ତ୍ତମାନ ରୋମନ ନାମକ ଏକ ଯୁବକଙ୍କ ସହ ରିଲେସନରେ ଅଛନ୍ତି । ରୋମନ ହେଉଛନ୍ତି ଏକ ମଡେଲ । ରୋମନ ସୁସ୍ମିତାଙ୍କ ଠାରୁ ୧୬ ବର୍ଷ ସାନ ଅଛନ୍ତି ।

୨. ପ୍ରିୟଙ୍କା ଚୋପଡା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡା ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ପ୍ରିୟଙ୍କା ଚୋପଡା ହଲିଉଡ ଷ୍ଟାର ନିକ ଜୋନସଙ୍କ ସହ ବିବାହ କରିଛନ୍ତି । ନିକ ଜୋନସ ପ୍ରିୟାଙ୍କାଙ୍କ ଠାରୁ ୧୦ ବର୍ଷ ସାନ ଅଟନ୍ତି ।

୩.ମଲାଇକା ଅରୋରା


ଆମ ଲିଷ୍ଟର ତୃତୀୟ ନମ୍ବରରେ ଅଛନ୍ତି ମଲାଇକା ଅରୋରା । ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ରିଲେସନରେ ଅଛନ୍ତି । ଏହି ଦୁଇଜଣ ସେଲିବ୍ରିଟି ସବୁ ସ୍ଥାନରେ ଏକା ସହ ନଜର ଆସୁଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରେ ୧୨ ବର୍ଷର ଅନ୍ତର ରହିଛି ।

୪. ଐଶ୍ଵର୍ଯ୍ୟ ରାୟ ବଚନ

ମିସ ୱାର୍ଲ୍ଡ ଐଶ୍ଵର୍ଯ୍ୟ ରାୟ ବଚନ ଏବଂ ଅଭିଷେକ ବଚନଙ୍କ ସହ ବିବାହ ୨୦୦୭ରେ ହୋଇଥିଲା । ଐଶ୍ଵର୍ଯ୍ୟ ରାୟ ଅଭିଷେକଙ୍କ ଠାରୁ ୨ ବର୍ଷ ବଡ ଅଛନ୍ତି । ଐଶ୍ଵର୍ଯ୍ୟଙ୍କ ବୟସ ୪୫ ହୋଇଥିବା ବେଳେ ଅଭିଷେକଙ୍କ ବୟସ ହେଉଛି ୪୩ ବର୍ଷ ବୟସ । ଏହି ଦୁଇଜଣଙ୍କର ଏକ ଛୋଟ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ଆରାଧ୍ୟା ।

୫. ବିପାଶା ବାସୁ


ଫିଲ୍ମ ଅଭିନେତ୍ରୀ ବିପାଶା ବାସୁ ଅଭିନେତା କରନ ସିଂହ ଗ୍ରୋବରଙ୍କ ସହ ୨୦୧୬ରେ ବିବାହ କରିଥିଲେ । ବିପାଶାଙ୍କ ବୟସ ୩୮ ହୋଇଥିବା ବେଳେ କରନଙ୍କ ବୟସ ୩୪ ବର୍ଷ ଅଟେ । ଏହି ଦୁଇଜଣଙ୍କ ମଧ୍ୟରେ ଚାରି ବର୍ଷର ଅନ୍ତର ଅଛି ।

୬. ଶୋହା ଅଲି ଖାନ

ଶେଫ ଅଲି ଖାନଙ୍କ ଭଉଣୀ ସୋହା ଅଲି ଖାନଙ୍କୁ ଆପଣମାନେ ନିଶ୍ଚୟ ଦେଖିଥିବେ । ସୋହା ଅଲି ଖାନ ଫିଲ୍ମ ଅଭିନେତା କୁନାଲ ଖେମୁଙ୍କ ସହ ବିବାହ କରିଛନ୍ତି । ସୋହା କୁନାଲଙ୍କ ଠାରୁ ୪ ବର୍ଷ ବଡ ଅଛନ୍ତି ।

୭. ଫରା ଖାନ


ଫରା ଖାନ ନିଜ ସ୍ଵାମୀ ସିରିସ କୁନ୍ଦରଙ୍କ ଠାରୁ ବଡ ଅଟନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ୮ ବର୍ଷର ଅନ୍ତର ଅଛି । ଏହି ଦୁଇଜଣ ୨୦୦୪ରେ ବିବାହ କରିଥିଲେ । ଫରା ଖାନ ନିଜ ସ୍ଵାମୀଙ୍କ ଆଗରେ ବୁଢୀ ଭଳି ନଜର ଆସନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *