ଓଡିଆ ଜୋକ୍ସ: ଭିଣେଇ ଶାଳିକୁ ରୋମାଣ୍ଟିକ ହୋଇ କହିଲା, ଯଦି ମୁଁ ତୁମକୁ କିସ କରିକି ଛାଡିଦେବି ତା ହେଲେ…

ବନ୍ଧୁଗଣ ଆମର ନୀତି ଦିନିଆ ଜୀବନରେ ଆମେ ସବୁବେଳେ ବ୍ୟସ୍ତ ଓ ଚିନ୍ତାରେ ରହିଥାଉ । ଜୀବନରେ ହସ ଖୁସିର ମଧ୍ୟ ବହୁତ ଭୂମିକା ରହିଛି ହେଲେ ବର୍ତ୍ତମାନ ସମୟରେ ମଣିଷ ହସ ଖୁସି କଣ ଭୁଲିଗଲେଣି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ଆଣିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ଖୁବ ହସିବେ । ବନ୍ଧୁଗଣ ଆପଣଙ୍କ ମନ ଖୁସି ପାଇଁ ଆମେ ଏହି ସବୁ ଜୋକ୍ସ ଆଣିଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।

୧. ବ୍ୟାଙ୍କ କର୍ମଚାରୀ- ହେଲୋ ମ୍ୟାଡମ ମୁଁ HDFC ବ୍ୟାଙ୍କରୁ କହୁଛି,

ଆପଣଙ୍କୁ Credit Card ଦରକାର କି ?

ଝିଅ- ନା, ମୋ ପାଖରେ ବୟଫ୍ରେଣ୍ଡ ଅଛି ।

୩. ଆପଣ କେବେ ଭାବିଛନ୍ତି ହସ୍ପିଟାଲରେ ଅଫରେସନ କରିବା ପୂର୍ବରୁ ରୋଗୀକୁ ବେହୋସ କାହିଁକି କରାଯାଏ ?

ଉତ୍ତର- ଯଦି ରୋଗୀକୁ ବେହୋସ କରାଯିବ ନାହିଁ, ତା ହେଲେ ସେ ଡାକ୍ତରର କାମ ଜାଣିଯିବ । ଏହା ପରେ ଡାକ୍ତର ମାନଙ୍କୁ କିଏ ପଚାରିବ ।

୪. ଖଣ୍ଡା ଯୁଧ୍ୟର ପ୍ରତିଯୋଗୀତା ଚାଲିଥିଲା

ଗୋଟେ ଚାଇନୀଜ ଚୁଟିକୁ ଦୁଇ ଫାଳ କରିଦେଲା ।

ଏକ ଜାପାନୀଜ ଉଡୁଥିବା ମାଛିର ମୁଣ୍ଡ କାଟିଦେଲା ।

ସେହି ସମୟରେ ରଜନୀକାନ୍ତ ମାଛି ଉଡେଇଲା ଖଣ୍ଡା ବୁଲେଇଲା ହେଲେ ମାଛି ଉଡୁଥିଲା ।

ଜାପାନୀଜ- ମାଛି ତ ଉଡୁଛନ୍ତି ?

ରଜନୀକାନ୍ତ ସ୍ମାଇଲ ଦେଇ- ଉଡୁଛି ହେଲେ କେବେ ସେ ବାପା ହେଇ ପାରିବ ନାହିଁ ।

୫. ଏତେ ରିସର୍ଚ ପରେ ମଧ୍ୟ ଜଣା ପଡିଲା ନାହିଁ ଯେ,

ସମ୍ପର୍କୀୟ ମାନଙ୍କୁ ଚାହା ପାଇଁ ପଚାରିଲେ ସେମାନେ ସବୁବେଳେ ଅଧ କପ୍ କାହିଁକି ମାଗନ୍ତି ।

୬. ସ୍ଵାମୀ ଛୋଟେଇ ଛୋଟେଇ ଘରୁ ବାହାରୁ ଥିଲା

ଶାଶୁ- ଜ୍ଵାଇଁ ବାବୁ କଣ ହେଇଛି ତମର ?

ଜ୍ଵାଇଁ- ତମ ଝିଅ ମୋର ଗୋଡ ଭାଙ୍ଗି ଦେଇଛି ।

ଶାଶୁ- ଆଛା ହଉ, ସନ୍ଧ୍ୟା ସମୟରେ ଶୀଘ୍ର ଘରକୁ ଆସିଯିବ । ତମ ଶଳାକୁ ଦେଖିବା ପାଇଁ ଝିଅ ଘର ବାଲା ଆସୁଛନ୍ତି ।

ଜ୍ଵାଇଁ- ଆରେ ମୋ ନିଜର ଚଏସ ଏତେ ଖରାପ ଅଛି ମୁଁ ଆଉ କାହା ପାଇଁ କଣ ଉପଦେଶ ଦେବି ।

୭. ପୁଅ ରାତିରେ ଡେରିରେ ଘରେ ପହଞ୍ଚିଲା

ମା- କେଉଁଠୁ ଆସିଲୁ ଏତେ ଡେରି ହେଲାଣି ?

ପୁଅ- କ୍ୟାବରେ ଡ୍ୟାନ୍ସ ଦେଖିବାକୁ ଯାଇଥିଲି ।

ମା- ହେ ପ୍ରଭୁ, ତୁ ଏମିତି କିଛି ଜିନିଷ ଦେଖି ନାହୁଁ ତ, ଯାହା ଦେଖିବାର ନଥିଲା ?

ପୁଅ- ହଁ ମୁଁ ଦେଖିଛି ।

ମା- କଣ ଦେଖିଲୁ ?

ପୁଅ- ବାପାଙ୍କୁ ଦେଖିଲି ମା ।

୮. ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା- ଯଦି ମୁ ତମକୁ କେବଳ କିସ କରି ଛାଡିଦେବି ତା ହେଲେ ତମେ କଣ ଭବିବ ?

ଶାଳି- ମୁ ଭାବିବି ମୋ ପାଗଳ ଭିଣେଇ ବ୍ୟାଙ୍କକକ ଗଲେ ହେଲେ କେବଳ ଏୟାରପୋର୍ଟରୁ ଫେରି ଆସିଲେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *