Vastu Tips- ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି ପ୍ରତିଦିନ ଗାଈ କୁ ଏହି ୧ ଫଳ ଖାଇବାକୁ ଦେବା ଦ୍ଵାରା ଦୂର ହୋଇଥାଏ ଦାରିଦ୍ରତା, ଘରକୁ ଆସେ ସୁଖ ସମୃଦ୍ଧି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ ।

ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ । ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ରେ ଏପରି କିଛି କଥା ଲେଖା ଅଛି ଯାହା ଦ୍ୱାରା ଆମର ଦାରିଦ୍ର୍ୟତା ଦୁର ହୋଇପାରିବ ଓ ଆର୍ଥିକ ଅବସ୍ଥା ସୁଦୃଢ଼ ହୋଇପାରିବ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ରେ ଗାଈ କୁ ଏହି ଫଳ ଖାଇବାକୁ ଦେବା ଦ୍ଵାରା ମନୁଷ୍ୟ ର ଦାରିଦ୍ର୍ୟତା ଦୁର ହୋଇଥାଏ । ଗାଈ କୁ ସମଗ୍ର ବିଶ୍ୱ ର ଜନନୀ ହୋଇଥାଏ । ଗାଈ ରେ ସମଗ୍ର ଦେବା ଦେବୀ ବାସ କରିଥାନ୍ତି । ଭଗବାନ ଶ୍ରୀକୃଷ୍ଣ ଙ୍କ ମତ ରେ ଗୋମାତା ଙ୍କ ର ସେବା କରିବା ଦ୍ୱାରା ସଂସାର ର ସମସ୍ତଙ୍କ ର ସେବା କରିବାର ପୁଣ୍ୟ ମିଳିଥାଏ । ବନ୍ଧୁଗଣ ଗାଈ ର ସିଙ୍ଘ ର ଅଗ୍ରଭାଗ ରେ ସ୍ୱୟଂ ବିଷ୍ଣୁ ବାସ କରିଥାନ୍ତି ତେଣୁ ପ୍ରତିଦିନ ଗାଈର ସିଙ୍ଘ ର ଅଗ୍ରଭାଗ କୁ ମୁଣ୍ଡ ଲଗାଇ ପ୍ରଣାମ କରିବା ଉଚିତ ।

ଏହା ଦ୍ଵାରା ମନୁଷ୍ୟ ର ସମସ୍ତ ଦୁଃଖ କଷ୍ଟ ଦୁର ହୋଇଥାଏ । ଗାଈ ର ଶରୀର ର ପ୍ରତ୍ୟେକ ଅଙ୍ଗ ରେ ବିଭିନ୍ନ ଦେବା ଦେବୀ ବାସ କରିଥାନ୍ତି । କେବଳ ଦେବା ଦେବୀ ହିଁ ନୁହଁନ୍ତି ଅନେକ ଋଷି ମହର୍ଷି ମାନେ ମଧ୍ୟ ମାସ କରିଥାନ୍ତି । ତେଣୁ ଗାଈ କୁ ପ୍ରତିଦିନ ଗାଧେଇବା ଉଚିତ ଓ କିଛି ଖାଦ୍ୟ ଖାଇବାକୁ ଦେବା ଉଚିତ ।

ଗାଈ କୁ ପ୍ରତିଦିନ କଦଳୀ ଖାଇବାକୁ ଦେବା ଦ୍ଵାରା ମନୁଷ୍ୟ ର ବହୁତ ପୁଣ୍ୟ ହୋଇଥାଏ । କଦଳୀ ଭଗବାନ ବିଷ୍ଣୁ ଙ୍କ ର ଅତି ପ୍ରିୟ ଫଳ ଅଟେ । ତେଣୁ ଏହାକୁ ଗାଈ କୁ ଖାଇବାକୁ ଦେବା ଦ୍ୱାରା ମନୁଷ୍ୟ ର ସମସ୍ତ ପ୍ରକାର ଦୁଃଖ କଷ୍ଟ ଓ ଦାରିଦ୍ର୍ୟତା ଦୁର ହୋଇଥାଏ । ଆପଣଙ୍କ ର ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ର ସମାପ୍ତ ହୋଇଥାଏ ଓ ଧନ ସମ୍ପତ୍ତି ର ଆଗମନ ହୋଇଥାଏ । ଏହା ସହିତ ଆପଣଙ୍କ ଦ୍ୱାର ନିକଟ କୁ ଆସିଥିବା ଗାଈ କୁ ପ୍ରତିଦିନ ପୂଜା କରନ୍ତୁ ଓ କିଛି ରୁଟି ଖାଇବାକୁ ଦିଅନ୍ତୁ ।

ଏପରି କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ପ୍ରକାର ମାନସିକ ସମସ୍ୟା ଦୂର ହୋଇଥାଏ । ଆପଣଙ୍କ ଘରକୁ ଧନ ର ଆଗମନ ହୋଇଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଯାହା ଦ୍ୱାରା ଆପଣଙ୍କ ର ସମସ୍ତ ଅସୁବିଧା ର ସମାପ୍ତ ହୋଇଥାଏ ଓ ଆପଣଙ୍କ ର ଦିନ ଗୁଡିକ ବହୁତ ଭଲ ରେ ଅତିବାହିତ ହୋଇଥାଏ । ତେଣୁ ଗାଈ କୁ ପ୍ରତିଦିନ ରୁଟି ଓ କଦଳୀ ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ର ବହୁତ ପୁଣ୍ୟ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *