GK – ପ୍ରତି ଦିନ ସକାଳୁ କଣ ଖାଇବା ଦ୍ଵାରା କିଡନି କେବେ ବି ଖରାପ ହୋଇ ନ ଥାଏ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ ।

ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଏମିତି କେଉଁ ଗଛ ଯିଏ କି ରାତି ଦିନ 24 ଘଣ୍ଟା ଅମ୍ଳଜାନ ଦେଇଥାଏ ?

ଉତ୍ତର- ଓସ୍ତ ଗଛ

2- ଭାରତର କେଉଁ ରାଜ୍ୟର ଲୋକ ମାନେ ନଡିଆ ତେଲ ରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ?

ଉତ୍ତର- କେରଳ ।

3- ବିଶ୍ଵ ର କେଉଁ ଦେଶରେ ସର୍ବାଧିକ ଘିଅ ଉତ୍ପାଦନ କରା ଯାଇଥାଏ ?

ଉତ୍ତର- ଇଟାଲୀ ।

4- କେଉଁ ପକ୍ଷୀ ନିଜର ବେକ କୁ 360 ଡିଗ୍ରୀ ବୁଲାଇ ପାରିଥାଏ ?

ଉତ୍ତର- ପେଚା ।

5- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୋଲା ଚାଷ କରା ଯାଇଥାଏ ?

ଉତ୍ତର- ମଧ୍ୟ ପ୍ରଦେଶ ।

6- ବିଶ୍ଵ ର କେଉଁ ଦେଶ ସର୍ବ ପ୍ରଥମେ ଚନ୍ଦ୍ର ରେ କପା ଗଛ ଲଗାଇ ଥିଲା ?

ଉତ୍ତର- ଚୀନ ।

7- କେଉଁ ଜୀବ ର ଲାଞ୍ଜ କଟିଗଲେ ମଧ୍ୟ ପୁନଃବାର ଲାଞ୍ଜ ଆସି ଯାଇଥାଏ ?

ଉତ୍ତର- ଝିଟିପିଟି ।

8- ଅଧିକ କଞ୍ଚା ରସୁଣ ଖାଇବା ଦ୍ଵାରା କେଉଁ ଅଙ୍ଗ ସର୍ବ ପ୍ରଥମେ ଖରାପ ହୋଇଥାଏ ?

ଉତ୍ତର- ଲିଭର ।

9- ପ୍ରତି ଦିନ ସକାଳୁ କଣ ଖାଇବା ଦ୍ଵାରା କିଡନି କେବେ ବି ଖରାପ ହୋଇ ନ ଥାଏ ?

ଉତ୍ତର- ବେଲପତ୍ର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଅଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *