ଆପଣ ଖାଉଛନ୍ତି କି ରସୁଣ, ତେବେ ଏହି ଖବର ଆପଣଙ୍କ ପାଇଁ, ନିଶ୍ଚୟ ଥରେ ପଢନ୍ତୁ – Health Tips

ଯଦି ଆପଣ ଆଜୀବନ ସୁସ୍ଥ ରହିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ମୋର ଏହି ଗୋଟିଏ କଥାକୁ ନିଜ ମନରେ ରଖନ୍ତୁ । ଯେତେବେଳେ ଆପଣ ସକାଳେ ଉଠିବେ ତେବେ ଉଠିବା ମାତ୍ରେ ସକାଳେ ଏଭଳି ଜିନିଷ ଖାଆନ୍ତୁ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । ତେବେ ଏମିତିରେ ଅନେକ ଜିନିଷ ରହିଛି ଯାହା ଆପଣ ସକାଳେ ଉଠି ଖାଇ ପାରିବେ । ତେବେ ସେଥି ମଧ୍ୟରୁ ଗୋଟିଏ ଜିନିଷ ହେଉଛି କଞ୍ଚା ରସୁଣ । ଆଜ୍ଞା ହାଁ , ସେହି ରସୁଣ ଯାହାକୁ ଆମେ ରୋଷେଇ ପାଇଁ ବ୍ୟବହାର କରିଥାଉ ଓ ଏହାକୁ ଚଟଣି କରି ମଧ୍ୟ ଖାଇଥାଉ । ସେହି ରସୁଣର ବ୍ୟବହାର ଯଦି ଆପଣ କଞ୍ଚା ଭାବରେ ସକାଳୁ ଖାଲି ପେଟରେ ଖାଆନ୍ତି ତେବେ ତାହା ଆପଣଙ୍କ ଶରୀର ପାଇଁ ବରଦାନ ହୋଇଥାଏ ।

ତେବେ ଆଜି ମୁଁ ଆପଣଙ୍କୁ 2 ଟି ଜିନିଷ ବିଷୟରେ କହିବି । ପ୍ରଥମଟି କଞ୍ଚା ରସୁଣ ଖାଇବାର ଲାଭ ବିଷୟରେ ଦ୍ଵିତୀୟ ଟି କେଉଁ ଜାଗାରେ ରସୁଣ ଖାଇବା ଅନୁଚିତ । ଆୟୁର୍ବେଦରେ ରସୁଣକୁ ଏକ ଔଷଧ ବୋଲି କୁହା ଯାଇଛି ଓ ଏହି ଔଷଧକୁ ବ୍ୟବହାର କରିବାର ଲିମିଟ ମଧ୍ୟ ରହିଥାଏ । ଏହା ସହିତ କିଛି ପ୍ରତିବନ୍ଧକ ମଧ୍ୟ ରହିଥାଏ । ତେଣୁ ଆପଣ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଯେତେବେଳେ ଆପଣ ସକାଳେ ଉଠୁଛନ୍ତି ତେବେ ସର୍ବ ପ୍ରଥମେ ଆପଣ ରସୁଣର ଏକ ପାଖୁଡା ଆଣି ତାହାକୁ ଚୋବାଇ କି ଖାଆନ୍ତୁ । କିନ୍ତୁ ମନେ ରଖନ୍ତୁ ପ୍ରଥମେ ପ୍ରଥମେ ଖାଇବାକୁ ଟିକେ ଭଲ ଲାଗି ନପାରେ । କିନ୍ତୁ ଏହାର ଲାଭ ଅନେକ ରହିଛି । ଯଦି ଆପଣ ଖାଲି ପେଟରେ ରସୁଣ ଖାଉଛନ୍ତି ତେବେ ଆପଣ ସର୍ଦି, କାସ, ଥଣ୍ଡା ଠାରୁ ଆପଣ ସଂପୂର୍ଣ୍ଣ ମୁକ୍ତି ପାଇଯିବେ ।

କିନ୍ତୁ ବନ୍ଧୁଗଣ ଯଦି ଆପଣ ପ୍ରତିଦିନ ଗୋଟିଏ ରସୁଣ ପାଖୁଡାକୁ ଖାଇବାକୁ ଚେଷ୍ଟା କରନ୍ତି ତେବେ ଆପଣ ଥଣ୍ଡା ସର୍ଦି ଠାରୁ ସଂପୂର୍ଣ୍ଣ ଦୂରେଇ ରହି ପାରିବେ । ଯଦି ଆପଣ ଛୋଟ ପିଲାଙ୍କୁ ଦେବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ଗୋଟିଏ ପାଖୁଡାର ଅଧା ଆଣି ଖାଲି ପେଟରେ ଦେଇ ପାରିବେ ।

ଏହା ଦ୍ଵାରା ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ତ ରୋଗ ମଧ୍ୟ ଦୂର ହୋଇଯାଇଥାଏ । କାରଣ ଆଜି କାଲି ଦେଖାଯାଏ କି ପେଟରେ ଗ୍ଯାସ ହେବା ବା ଏସିଡିଟି ହେବା ଗୋଟିଏ ସାଧାରଣ କଥା । ତେଣୁ ଏହି ଗ୍ଯାସ ବା ଏସିଡିଟି ପାଇଁ କିଛି ଲୋକ ପ୍ରତିଦିନ ମେଡିସିନ ମଧ୍ୟ ଖାଇଥାନ୍ତି । ଏମିତିରେ ଆପଣ ସକାଳୁ ଉଠି ପ୍ରତିଦିନ ଗୋଟିଏ ରସୁଣ ପାଖୁଡା ଚୋବାଇ ଖାଇ ନିଅନ୍ତୁ । ଏହା ଦ୍ଵାରା ଗ୍ଯାସ ସହିତ ପେଟର ସବୁ ପ୍ରୋବ୍ଲେମ ଦୂର ହୋଇଯିବ ।

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଏହି ରସୁଣ କ୍ୟାନ୍ସର ରୋଗକୁ ମଧ୍ୟ ଦୂର କରି ଦେଇଥାଏ । ଆପଣ ଜାଣିଛନ୍ତି କି କ୍ୟାନ୍ସର ଏକ ବଡ ରୋଗ ଅଟେ । ଏହି କ୍ୟାନ୍ସର ର ଚିକିତ୍ସା ମଧ୍ୟ ବହୁତ ମହଙ୍ଗା ଅଟେ । ଯଦି ଆପଣ କ୍ୟାନ୍ସର ଠାରୁ ଦୂରେଇ ରହିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ପ୍ରତିଦିନ ସକାଳୁ ରସୁଣର ଗୋଟିଏ ପାଖୁଡା ଖାଲି ପେଟରେ ଖାଇ ନିଅନ୍ତୁ । ଆପଣଙ୍କୁ ଜୀବନରେ କ୍ୟାନ୍ସର କେବେ ବି ହେବ ନାହିଁ ।

ଏହା ବ୍ୟତୀତ ଯଦି ଆପଣଙ୍କ ଦାନ୍ତରେ କଷ୍ଟ ରହିଛି ତେବେ ସେଥିପାଇଁ ମଧ୍ୟ ଏହି ରସୁଣ ବହୁତ ଲାଭଦାୟକ ଅଟେ । ଯଦି ଆପଣଙ୍କ ଦାନ୍ତରେ କଷ୍ଟ ରହୁଛି ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ରସୁଣର ଗୋଟିଏ ପାଖୁଡା ଦାନ୍ତରେ କାମୁଡି ଶୋଇ ପଡନ୍ତୁ । ଏହି ରସୁଣ ଆଣ୍ଟି ବ୍ୟାକ୍ଟେରିଆଲ ହୋଇ ଥିବାରୁ ଆମ ଦାନ୍ତର କଷ୍ଟକୁ ଦୂରେଇ ଦେଇଥାଏ । ଏହା ସହିତ ମଧ୍ୟ କଞ୍ଚା ରସୁଣ ଡେଲି ଖାଇଲେ ପୁରୁଷ ମାନଙ୍କ ମଧ୍ୟରେ ଶୂକ୍ରାଣୁ ବୃଦ୍ଧି ହୋଇଥାଏ ।

ସାବଧାନୀ

ଯେଉଁମାନଙ୍କର ଲୋ ବ୍ଲଡ ପ୍ରେସର ଅଛି, ଯେଉଁ ମାନଙ୍କର ଲିଭର ବହୁତ କମ୍ଜୋର ଅଟେ ଓ ଏହା ସହିତ ଗର୍ଭବତୀ ମହିଳା ମାନେ ମଧ୍ୟ କଞ୍ଚା ରସୁଣ ନ ଖାଇବା ଉଚିତ । କାରଣ ରସୁଣ ଗରମ ଉତ୍ପନ୍ନ କରାଇଥାଏ । ଗର୍ଭବତୀ ମାନଙ୍କ ପାଇଁ ଏହା ଭଲ ହୋଇ ନଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *