ହେ ପ୍ରଭୁ ! ହିରୋଇନ Devjani ଙ୍କ ଘରକୁ ଆସିଲା ବହୁତ ବଡ ଦୁଃଖ ଖବର, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ତାଙ୍କ ପର୍ଶନାଲ ଲାଇଫ ଓ ତାଙ୍କ ସୁନ୍ଦରତାକୁ ନେଇ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଦେବଜାନୀ ଦେଘୂରିଆ । ଆପଣ ମାନେ ସମସ୍ତେ ଦେବଜାନୀଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଦେବଜାନୀ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଆସିବା ଦିନରୁ ହିଁ ଦେବଜାନୀ ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଓ ଫଟୋ ଅ-ପ-ଲୋ-ଡ କରନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଦୁଃଖ ଖବର ସାମ୍ନାକୁ ଆସିଛି । ଦେବଜାନୀ ନିଜର ଏହି ଦୁଃଖ ଖବରକୁ ସୋ-ସି-ଆ-ଲ ମି-ଡି-ଆ-ରେ ସେ-ୟା-ର କରିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଦେବଜାନୀଙ୍କ ଏହି ଦୁଃଖ ଖବର ବିଷୟରେ ।

ବନ୍ଧୁଗଣ ଦେବଜାନୀଙ୍କ କୁକୁର ଶିମିର ଦେ-ହା-ନ୍ତ ହୋଇଛି । ଦେବଜାନୀ ନିଜ କୁକୁର ଶିମିକୁ ବହୁତ ଅଧିକ ଭଲ ପାଉ ଥିଲେ । ସେ ତାଙ୍କ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଶିମି ସହ ଅନେକ ଫଟୋ ଓ ଭିଡିଓ ଅପଲୋଡ କରିଥିଲେ । ତେବେ ଶିମିଙ୍କ ଦେ-ହା-ନ୍ତ ପରେ ବର୍ତ୍ତମାନ ଦେବଜାନୀଙ୍କ କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ।

ଏହି ଫଟୋରେ ଦେବଜାନୀ ନିଜ କୁକୁର ଶିମିଙ୍କୁ ପୋତୁ ଥିବା ବେଳେ କାନ୍ଦୁ ଥିବାର ନଜର ଆସୁଛନ୍ତି । ଶିମି ଯିବା ପରେ ଦେବଜାନୀ ବହୁତ ଅଧିକ ଦୁଃଖରେ ଅଛନ୍ତି ଓ ସେ ଏହି ଦୁଃଖକୁ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ସେୟାର କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଦେବଜାନୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *