ପ୍ରଥମ ଥର ପାଇଁ Odia ସିରିଏଲ ରେ ଅଭିନୟ କରିବେ ଓଡିଶାର ଲୋକପ୍ରିୟ ଯୋଡି Rupa ଓ Pintu, ଦେଖନ୍ତୁ କେଉଁଥିରେ…

ନମସ୍କାର ବନ୍ଧୁଗଣ ତେବେ ପୂର୍ବରୁ ଲୋକ ମାନେ ନିଜ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ନିଜ ଭିତରେ ଥିବା କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରୁଛନ୍ତି । ସେମାନେ ସବୁବେଳେ ପାଇଁ ତାଙ୍କ କଳାକୁ ଲୋକ ମାନଙ୍କ ନିକଟରେ ପରିବେଷଣ କରି ଥାଆନ୍ତି, ଓ ଯାହା ଫଳରେ କି ସେମାନେ ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ମଧ୍ୟ ହୋଇ ଯାଇ ଥାଆନ୍ତି ।


ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥାଆନ୍ତି । ତେବେ ଆପଣ ମାନେ ରୁପା ଓ ପିଣ୍ଟୁଙ୍କୁ ନିଶ୍ଚିନ୍ତ ଭଲ ଭାବରେ ଜାଣିଥିବେ । ସେମାନେ ସବୁବେଳେ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହୁ ଥିବାର ଦେଖିବା ପାଇଁ ମିଳିଥାଏ । ସେ ସବୁବେଳେ ସୁନ୍ଦର ସୁନ୍ଦର ଫୋଟୋ ଓ ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି ।

ତାଙ୍କ ଫ୍ୟାନ୍ସ ମାନେ ତାଙ୍କର ସେହି ସବୁ ଭିଡ଼ିଓକୁ ଦେଖିଲେ ବହୁତ ପସନ୍ଦ କରି ଥାଆନ୍ତି । ବର୍ତ୍ତମାନ ସେ ଦୁଇ ଜଣ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ତେବେ ସେ ଦୁଇ ଜଣଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି, ସେହି ଚ୍ୟାନେଲ ରୁପା, ପିଣ୍ଟୁ ଓ ଖୁସି ନାଁ ରେ ରହିଛି । ତେବେ ସେଥିରେ ସେ ପ୍ରତିଦିନ ସେହି ଚ୍ୟାନେଲରେ ଭିଡିଓ ଅପଲୋଡ଼ କରୁଥିଲେ ।


ଏହାପରେ ତାଙ୍କର ସେହି ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଧୀରେ ଧୀରେ ବହୁତ ପପୁଲାର ହୋଇପାରିଥିଲା । ଏହାର କାରଣରୁ ତାଙ୍କୁ ଅନେକ ଲୋକ ଜାଣିଥିଲେ ଏବଂ ସପୋର୍ଟ କରୁଥିଲେ । ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ପ୍ରତି ଦିନର ଜୀବନଶୈଳୀ ବିଷୟରେ ପୋଷ୍ଟ କରନ୍ତି । ଏହା ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ ।

ତେବେ ଆପଣମାନେ ସିରିଏଲ ତ ନିଶ୍ଚୟ ଭାବରେ ଦେଖୁଥିବେ ଏବଂ ଏହା ମଧ୍ୟ ଆପଣଙ୍କୁ ପସନ୍ଦ ଆସୁଥିବ । ତେବେ ଜି ସାର୍ଥକରେ ପ୍ରସାରିତ ହେଉଥିବା ପରି ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ସେହି ସିରିଏଲ ଯେତେବେଳେ ଚାଲୁଥିଲା ସେହି ସମୟରେ ପରି ଏବଂ ଆକାଶଙ୍କ ଯୋଡି ଆପଣ ମାନଙ୍କୁ ଖୁବ ପସନ୍ଦ ଆସିଥିଲା ।


ତେବେ ଗତ କାଲି ରୁପା ପିଣ୍ଟୁଙ୍କ ବ୍ଲଗରେ ଆପଣମାନେ ଦେଖିଥିବେ ଯେ ପରୀ ସିରିଏଲର ଯିଏ ସବୁଠାରୁ ମେନ ଆକ୍ଟର ଅର୍ଥ ଆକାଶ ସେ ରୁପା ପିଣ୍ଟୁଙ୍କ ଗାଁକୁ ଯାତ୍ରା କରିବାକୁ ଆସିଥିଲେ । ରୁପା ପିଣ୍ଟୁ ତାଙ୍କର ପରିବାର ଲୋକ ମାନଙ୍କ ସହିତ ଆକାଶଙ୍କ ଅଭିନୟକୁ ଦେଖିବାକୁ ଯାଇଥିଲେ । ଯାତ୍ରା ସରିବା ପରେ ରୁପା ପିଣ୍ଟୁ ଆକାଶଙ୍କୁ ତାଙ୍କ ଘରକୁ ଡାକିଥିଲେ

ଏବଂ ରୁପା ପିଣ୍ଟୁ ତାଙ୍କ ସହିତ କିଛି ଫଟୋ ଉଠାଇଥିଲେ ଏବଂ ତାଙ୍କ ସହିତ କିଛି ଆଲୋଚନା ମଧ୍ୟ କରିଥିଲେ । ତେବେ ଆପଣଙ୍କୁ କଣ ଲାଗୁଛି ଯେ ରୁପା ପିଣ୍ଟୁ ଆକାଶଙ୍କ ସହିତ ସିରିଏଲ କରିବା ଉଚିତ କିମ୍ବା ନୁହଁ । ତେବେ ଆପଣ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *